Author: liza

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ମଧ୍ୟମ ସାଇଜର ଚିଙ୍ଗୁଡ଼ି,୧ ଚାମଚ ସୋରିଷ,୬ ପାଖୁଡ଼ା ରସୁଣ,୬ଟା କଞ୍ଚାଲଙ୍କା,୧ କପ୍‌ ଦହି, ଅଧାକମ୍‌ ତେଲ,ଦରକାର ଅନୁଯାୟୀ _ ଲୁଣ ଓ ହଳଦୀ । ପ୍ରଣାଳୀ — ସୋରିଷ, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଠଦଟ । ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଭଲରୂପେ ତାକୁ ଧୂଆଧୋଇ କରିଦେବ । ଦହି ସୋରିଶ ବଟା, ଲୁଣ, ` ହହଦୀ, ଚିଙ୍ଗୁଡ଼ି ମାହ ଓ କଞ୍ଚାତେଲ ଭଲଭାବେ ମିଶାଇ ଢାଙ୍କୁଣୀ ଘୋଡ଼ାଇ କମ୍‌ ନିଆଁରେ ବସାଲବ । ଚିଙ୍ଗୁଡ଼ି ସିଝିଯାଇ ଅଳ୍ପ ଝୋଳ ରଖିଲେ ତରକାରୀ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ୬ ଗୋଟି ବଡ଼ ଚିଙ୍ଗୁଡ଼ି୨ ଗୋଟି ଟମାଟ,୧ ଚାମଚ ସୋରିଷ୨ ଚାମଚ ସୋରିଷ ତେଲ୬ପାଖୁଡ଼ା ରସୁଣଦରକାର ଅନୁଯାୟୀ ଲୁଣ ଓ ହଳଦୀ,୬ଟା ଲାଲ ଲଙ୍କା ! ପ୍ରଣାଳୀ – ଏଥିରେ ଚିଙ୍ଗୁଡ଼ି ଚୋପାଥିବ. ¦ ଚିଙ୍ଗୁଡିର ମୁଣ୍ଡରୁ ସବୁ ମଇଳା ଜିନିଷ ବାହାର କରିଦେବ । ତା’ର ଲାଞଟିକୁ କାଢ଼ିଦେବ । ସୋରିଷ, ରସୁଣ , ଲଙ୍କାକୁ ଚିକ୍କଣ କରି ବାଟିଦେବ । ଚିଙ୍ଗୁଡ଼ିରେ, ସୋରିଷ ବଟା, ଟମାଟ, ସୋରିଷ ତେଲ ଓ ଲୁଣ ହଳଦୀ ସବୁ ମିଶାଇ ୧ କପ୍‌ ପାଣିଦେଇ ଢାଙ୍ଗୁଣୀ ଘୋଡ଼ାଇଦେବ । ଏହାକୁ ଲମ୍‌ ନିଆଁରେ ସିଝିବାକୁ ଦେବ, ଚିଙ୍ଗୁଡ଼ି ସିଝିଯିବ, ତା’ର ଦେହକୁ ଦେହଲାଗିକରି ଝୋଳ ଥିବ ତରକାରିକୁ ଓହ୍ଲାଇଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ଅଧ ଜିଲୋ ମଧ୍ଯମ ସାଇଜ୍‌ ଚିଙ୍ଗୁଡ଼ି୨ ଖଣ୍ଡ ଡାଲଚିନି,ଅଧା କପ୍‌ ତେଲ,୨ଗୋଟି ଗୁଜୁରାତି,୬ ପାଖୁଡ଼ା ରସୁଣ,୨ ଗୋଟି ଟମାଟ,୧ ଗୋଟି ପିଆଜ,୧ ଚାମଚ ପୋସ୍ତ,ଅଧ ଇଞ୍ଚ ସାଇଜ ଅଦା,୧ ଚାମଚ ଚିନି,୬ ଗୋଟି ଲାଲ ଲଙ୍କା,୧ ଚାମଚ ଢିରା,୧ ଚାମଚ ଧନିଆ,ଆବଶ୍ୟକ ଅନୁଯାୟୀ ଲୁଣ ଓ ହଳଦୀ | ପ୍ରଣାଳୀ – ପ୍ରଥମେ ପିଆଜ, ରସୁଣ ଅଦାକୁ ଚିକ୍କଣ କରି ବାଟିଦେବ । ତା’ପରେ ଲଙ୍କା ଜିରା, ଧନିଆ ପୋସ୍ତକୁ ଚିକ୍କଣ କରି ବାଟିବ । ଚିଙ୍ଗୁଡ଼ିର ଚୋପା ଛଡ଼ାଇ ଭଲରୂପେ ସଫ!କରି ରଖିବ । କରେଇରେ ଅଧା ତେଲ ପକାଇ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ଅଳ୍ପ ଭଜାକରି କାଢ଼ିଦେବ । ସେହି ତେଲରେ ପ୍ରଥମେ ପିଆଜ, ମସଲାକୁ ଭାଜିବ, ୨ ମିନିଟ୍‌ ପରେ ଜିରା ମସଲାକୁ ଭାଜିବ । ସେହି ଜିରା ମସଲା ଭାଜିବାର ୨ ମିନିଟ୍ ଟମାଟକୁ ଭଜା ଟମାଟ ପକାଇ ୫ ମିନିଟ୍‌…

Read More

ପ୍ରସ୍ତୁତି ସାମଗ୍ରୀ- ୧ କି.ଗ୍ରା. ବଡ଼ ସାଇଜ୍‌ ଚିଙ୍ଗୁଡ଼ି ମାଛ,୪ ଚାମଚ ଧନିଆ୫ଟି ଲାଲ ଲଙ୍କା୭ ପାଖୁଡ଼ା ରସୁଣଅଧ ଚାମଚ ସୋରିଷଅଧଇଞ୍ଚ ସାଇଜର ଅଦା୩ ଗୋଟି ଗୋଲମରିଚଅଳ୍ପ ପିଆଜ,ଅଧା ଚାମଚ ମେଥି,୩ ଗୋଟି ଲଙ୍କା୧ ଫୁଟ ତେନ୍ତୁଳି,୨ ଡେମ୍ଫ ଭୁରୂସୁଙ୍ଗ ପତ୍ର୪ ଚାମଚ ତେଲ୍ଦରକାର ଅନୁଯୟୀ ଲୁଣ ଓ ହଳଦୀ । ପ୍ରଣାଳୀ ¬ ପ୍ରଥମେ ଲାଲ ଲଙ୍କା, ଗୋଲମରିଚ, ସୋରିଷ, ମେଥି ଓ ଧନିଆକୁ ଅଳ୍ପ ଭାଜି ବାଟିଦେବ । ରସୁଣ ଅଦା, ପିଆଜ ଓ କଞ୍ଚାଲଙ୍କାକୁ ଛୋଟ ଛୋଟକରି କାଟିବ | କରେଇରେ ତେଲ ଗରମକରି ସେଥିରେ ଭୁରୁସୁଙ୍ଗ ପତ୍ର ଏଦଂ କଟାମସଲା ପକାଇ ଭାଜ । ସେଗୃଡ଼ିକ ଅଳ୍ପ ନରମ ହୋଇ ଆସିଲେ ସେଥିରେ ବଟା ମସଲା ପକାଇ ଭାଜିବ । ଅଳ୍ପ ଭାଜିଲାପରେ ଚିଙ୍ଗୁଡ଼ିରେ ଲୁଣ ହଳଦୀ ଗୋଳାଇ ସେଥିରେ ପକାଇ ଭାଜିବ । ଅଳ୍ପ ସମୟ ଭଜିଲା ପରେ ସେଥିରେ ଦେଢ଼କପ୍‌ ପାଣି ପକାଇ…

Read More

ପ୍ରସ୍ତୁତି ସାମଗ୍ରୀ- ୧୦ ଗୋଟି ବଡ଼ ଚିଙ୍ଗୁଡ଼ି,୬ଟା ଶୁଖୁଲାଲଙ୍କାଅଧାକପ୍ ତେଲ୍ ୧ ଇଞ୍ଚ ଅଦା୮ ଚାମଚ ଧନିଆଦରକାର ଅନୁଯାୟୀ ଲୁଣ୨ ଗୋଟି ପିଆଜ | ପ୍ରଣାଳୀ – ପ୍ରଥମେ ବଡ଼ ଚିଙ୍ଗୁଡ଼ିର ଚୋପାକୁ ପରିଷ୍କାର କରି ଉପରୁ ତଳ ପର୍ଯ୍ୟନ୍ତ ଅଳ୍ପ ଟିକେ ଚିରିକରି ରଖିବ । ଧନିଆକୂ ଗୁଣ୍ଡ କରିବ । ଏହି ଗୁଣ୍ଡ ଚିକକଣ ନହୋଇ ଖଦଖଦଡ଼ିଆ ହୋଇ ରହିବ । ପିଆଜ, ଅଦାକୁ ଛୋଟ ଛୋଟ କାଟିକରି ରଖିବ { ଶୁଝୁଲା ଲଙ୍କାଜୁ ଛେଚିକରି ରଖିବ । ମାଛ, ଧନିଆଗୁଣ୍ଡ, ପିଆଜ, ଅଦାବଟା, ଲଙ୍କା ଛେଚାରେ ଲୁଣ ପକାଇବ ଏବଂ ତା’ପରେ ୧ କପ୍‌ ପାଣି ପକାଇ ସିଝାଇବ ¦ ସିଝିଗଲେ ତଳକୁ ଓହ୍ଇଦେବ । ଆଉ ଏକ କରେଇରେ ତେଲ ଗରମକରି ଦେଇ ସେହି ସିଝା ଚିଙ୍ଗୁଡ଼ି ମସ୍ପଲାଜୁ ଗରମ ତେଲରେ ଖରିଆ କରି ଭାଜିବ ¡

Read More

ପ୍ରସ୍ତୁତି ସାମଗ୍ରୀ- ୪ କି.ଗ୍ରା. ବାସ୍ନା ଅରୁଆ ଗଉଳ୍୫୦୦ ଗ୍ରାମ ଛୋଟ ମାଛଗୋଟେ ବଡ଼ ନଢ଼ିଆ୧ କପ୍‌ ଡାଲଡା କିମ୍ ରିଫାଇନ୍‌ ତେଲ୧ ଗୋଟି ଲାଲ ଟମାଟ୫ଟି କଞ୍ଚାଲଙ୍କା୧ ଇଞ୍ଚ ଲମ୍ବର ଅଦା୩ଟା ଲବଙ୍ଗ୫ଟା ଗୁଜୁରାତି୨ ଟା ବଡ଼ ପିଆଜ୪/୬ ପାଖୁଡ଼ା ରସୁଣ୨ଟା ଛୋଟ ଡାଲଚିନି ଖଣ୍ଡଦରକାର ମୁତାବକ ଲୁଣ, ହଳଦୀ ! ପ୍ରଣାଳୀ: – ପ୍ରଥମେ ଚିଙ୍ଗୁଡ଼ି ଚୋପା ଛଡ଼ାଇ ଏବଂ ପୁଣ୍ଡ ଛଡ଼ାଇ ପୂରାପୁରି ପରିଷ୍କାର କରି ସେଥିରେ ଲୁଣ ହଳଦୀ ଗୋଳାଇ ରଖିବ । କରେଇରେ ତେଲ କିମ୍ବା ଘିଅ ପକାଇ ଗୋଟିଏ ପିଆଜକୁ ସରୁ ସରୁ କାଟି ଭାଜିବ । ସେଥିରେ କଞ୍ଚାଲଙ୍କାକୁ ଫାଳ କରି ରସୁଣ ଛେଚିକରି ପକାଅ । ତାହା ଅଳ୍ପ ଭାଜିହୋଇ ଗଲେ ସେଥିରେ ଟମାଟ ଛୋଟ ଛୋଟ କାଟିକରି ପକାଅ ଆଉ ସେତେବେଳେ ଚିଙ୍ଗୁଡ଼ିକୁ ପଜାଇବ । ତାହାକୁ ଭଲରୂପେ ଗୋଳି କରି ଭାଜିବ । ତାହା ଶୁଖୁଲା ହୋଇଗଲେ…

Read More

ପ୍ରସ୍ତୁତି ସାମଗ୍ରୀ- ଦେଢ଼ କେଜି ଅରୁଆ ଭାତ୨୫୦ ଗ୍ରାମ୍‌ ମଟର ମଞ୍ଜି୨ଟା ବଡ଼ ଆଳୁ୪ ପାଖୁଡ଼ା ରସୁଣଅଧ ଇଞ୍ଚ ଅଦା୩ କିମ୍ବା ୪ଟା ଲଙ୍କା, ୧ କପ୍‌ଡାଲ୍‌ଡା ରିଫାଇନ୍‌ ତେଲ୨ ଟା ଛୋଟ ଟମାଟଫୂଲକୋବି ୨ ୫୦ ଗ୍ରାମ୍‌ଅଧ କିଲୋଗ୍ରାମ ଚିଙ୍ଗୁଡ଼ି ମାଛଦରକାର ଅନୁଯାୟୀ ଲୁଣ ଓ ହଳଦୀ । ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିର ଚୋପା ଓ ମୁଣ୍ଡ ଛଡ଼ାଇ ସଫାକରି ରଖିବ ।କଞ୍ଚାଲଙ୍କା, ଅଦା, ରସୁଣ ଓ ଗୋଟିଏ ପିଆଜ ବାଟିରଖ । ମଟର ସବୁକୁ ସିଝାଇ ରଖିବ ।୪ ଚାମଚ ତେଲ ଗରମ ହୋଇଗଲେ ସେଥିରେ ଚିଙ୍ଗୁଡ଼ି ପକାଇ ଲୁଣ ହଳଦୀ ପକାଇ ଦେବ |ଭାଜି ଭାଜି ଯେତେବେଳେ ଚିଙ୍ଗୁଡ଼ି ଲାଲ ହୋଇଯିବା ସେଥିରେ ବଟା ମସଲା ପକାଇ ଭଲରୂପେ ଭାଜିବ । ସେଗୁଡ଼ିକ ଭଲରୂପେ ଭାଜି ହୋଇଗଲେ ସେଗୁଡ଼ିକ ଭଲରୂପେ କାଢିଦେଇ ସେଥିରେ ଆଳୁକୁ ଆଙ୍ଗୁଠି ସାଇଜର କାଟି ଛାଣି ରଖ । ତା’ପରେ କୋବିକୁ…

Read More

ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ମାଂସ୫୦୦ ଗ୍ରାମ ଅରୁଆ ଚାଉଳ୨୫୦ ଗ୍ରାମ୍‌ ପିଆଜ୨୦୦ ଗ୍ରାମ୍‌ ଘିଅ୧ ଇଞ୍ଚ ଅଦା୨ ଚାମଚ ଧନିଆ୧ ଚାମଚ ଗୋଲମରିଚ୬ଟା ଲାଲଲଙ୍କା୪ଟା ତେଜପତ୍ର୨ ଗମଚ ପାନମହୁରୀ୪ଟା ଗୁଜୁରାତି,୨/୩ ଖଣ୍ଡ ଡାଲଚିନିଅଧାକପ୍‌ ସଜଦହି୧ ଚାମଚ ହଳଦୀଗୁଣ୍ଡ୧୦/୧୨ଟା କାଜୁ୨୦ / ୨ ୫ଟା କିସ୍ମିସ୍‌ଲୁଣ ଓ ହଳଦୀ ସ୍ଵାଦ ଅନୁସାରେ | ପ୍ରଣାଳୀ – ଚାଉଳ ଧୋଇକରି ରଖିଦିଅ | ଦିଆ ହୋଇଥିବା ଅଧା ପରିମାଣ ପାନମହୁରୀ ସହ ଧନିଆ ଲଙ୍କା, ଅଦା ଓ ଅଧା ଗୁଜୁରାତି ଅଧା ଡାଲଚିନିକୁ ବାଟିକରି ରଖିବ |ସବୁ ପିଆଜକୁ ଟିକିଟିକି ଏବଂ ସରୁସରୁ କରି କାଟିବ |ଡେକ୍‌ଚି କିମ୍ବା ପ୍ରେସ୍‌ରରେ କୁକରରେ ଅଧା ଘିଅ ଦେଇଦେବ । ସେଥିରେ କାଜୁ ଭାଜି ରଖିବ । ତା’ପରେ ସେଥିରେ ପିଆଜ କଟା ଭାଜିକରି ରଖିବ । ପିଆଜ ଲାଲ ହୋଇଗଲେ ସେଥିରୁ ଅଧା କାଢ଼ିକରି ରଖିବ ଏବଂ ଆଉ ଅଧକ ପିଆଜ ଡେକ୍‌ଚିରେ ଥାଇ…

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ ଚାଉଳ୫ଟି ଅଣ୍ଡା୩ ଗୋଟି ଆଳୁ୬ଟା ଲବଙ୍ଗ୪ ଖଣ୍ଡ ଡାଲଚିନି୪ଟା ଗୁଜୁରାତି୬ ଟା ଲବଙ୍ଗ୪ ଗୋଟି ପିଆଜ୬ ପାଖୁଡ଼ା ରସୁଣ୧ ଇଞ୍ଚ ଅଦା୬ଟା ଗୋଲମରିଚ୪ ଚାମଚ ଘିଅ୧ କପ ରିଫାଇନ୍‌ ତେଲ ପ୍ରଣାଳୀ – ଗଉଳ ଭଲଭାବରେ ଝରା ଝରା ଭାତ ରାନ୍ଧି ରଖିବ | ଅଣ୍ଡା ଆଳୁକୁ ସିଝାଇଦେବ । ଆଳୁର ଚୋପା ଛଡ଼ାଇ ୨ ଖଣ୍ଡ କରି ରଖିବ । ପିଆଜ ୨ ଟା ,ରସୁଣ, ଅଦା କୁ ବାଋଇଦେବ |ଡାଲ ଚିନି ,ଗୁଜୁରାତି,ଲବଙ୍ଗ ଗୋଲମରିଚ ଗୁଣ୍ଡ କରି ରଖ |କରେଇରେ ତେଲ ଗରମ କରି ପିଆଜ ୨ ଟିକୁ ପତଳା ପତଳା କାଟି ଲାଲ କରି ଭାଜିଦେଇ କାଢ଼ିଦେବ । ସେଇ ତେଲରେ ଅଣ୍ଡା ଏବଂ ଆଳୁକୁ ଲାଲକରି ଭାଜିଦେଇ ପିଆଜ ମସଲାଦେଇ ଅଣ୍ଡା ଓ ଆଳୁକୁ ଭଲଭାବେ କଷିଦେବ | ପାଣି ଦେବାକୁ ପଡିବ ନାହିଁ । ଘିଅରେ ଭାତକୁ ଭାଜିଦେଇ…

Read More

ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ୍‌୫୦୦ ଗ୍ରାମ ବାସନା ଚାଉଳ୪ ଗୋଟି ପିଆଜ୧ ଗୋଟି ରସୁଣ୧ ଇଞ୍ଚ ଅଦା୬ ଟା ଲାଲ ଲଙ୍କା୨ ଖଣ୍ଡ ଡାଲଚିନି,୨ଟା ଗୁଜୁରାତି୨ ଗୋଟି ଅଳେଇଚ୪ ଗୋଟି ଲବଙ୍ଗ୬ଟା ଗୋଲମରିଚ୧ ଚାମଚ ପାନମହୁରୀ୨ ଟା ତେଜପତ୍ର୨ ଖଣ୍ଡ ଜାଇତ୍ରିଛୋଟ ଖଣ୍ଡେ ଜାଇଫଳ୨ ଚାମଚ ଘିଅ୧ କପ୍‌ ରିଫାଇନ୍‌ ତେଲ୧ ଚାମଚ ଭେନିଗରସ୍ଵାଦ ଅନୁସାରେ ଲୁଣ ପ୍ରଣାଳୀ – ପ୍ରଥମେ ଦେଢ଼ ଲିଟର ପାଣିରେ ଗୁଜୁରାତି, ଡାଲଚିନି, ଅଳେଇଚ, ଲବଙ୍ଗ, ଗୋଲମରିଚ, ପାନମହୁରୀ, ତେଜପତ୍ର, ଢାଇତ୍ରି ଓ ଜାଇଫଳକୁ ସିଝାଇ ଦେବ | ଏହା ସିଝି ସିଝି ଏକଲିଟର ପାଣି ହୋଇଗଲେ ଏହାକୁ ଛାଣିକରି ରଖିବ । ୨ଟି ପିଆଜରସୁଣ, ଅଦା ଓ ଲଙ୍କାକୁ ବାଟିଦେବ । ଚିକେନଚୁ ଛୋଟ ଛୋଟ କାଟିକରି ସଫାକରି ରଖିବ । କରେଇରେ ଅଧାତେଲ ଦେଇ ଚିକେନ୍‌ ଓ ବଟା ମସଲା ଓ ଭେନିଗର ଦେଇ ଭଲ ଭାବରେ କଷିଦେବ ଏହାଜୁ ଅଳ୍ପ…

Read More