ପ୍ରସ୍ତୁତି ସାମଗ୍ରୀ– ୫୦୦ ଗ୍ରାମ ମଧ୍ୟମ ସାଇଜର ଚିଙ୍ଗୁଡ଼ି,
୧ ଚାମଚ ସୋରିଷ,
୬ ପାଖୁଡ଼ା ରସୁଣ,
୬ଟା କଞ୍ଚାଲଙ୍କା,
୧ କପ୍ ଦହି, ଅଧାକମ୍ ତେଲ,
ଦରକାର ଅନୁଯାୟୀ _ ଲୁଣ ଓ ହଳଦୀ ।
ପ୍ରଣାଳୀ — ସୋରିଷ, ରସୁଣ ଓ କଞ୍ଚାଲଙ୍କାକୁ ଚିକ୍କଣ କରି ବାଟିଠଦଟ । ଚିଙ୍ଗୁଡ଼ିରୁ ଚୋପା ଛଡ଼ାଇ ଭଲରୂପେ ତାକୁ ଧୂଆଧୋଇ କରିଦେବ । ଦହି ସୋରିଶ ବଟା, ଲୁଣ, ` ହହଦୀ, ଚିଙ୍ଗୁଡ଼ି ମାହ ଓ କଞ୍ଚାତେଲ ଭଲଭାବେ ମିଶାଇ ଢାଙ୍କୁଣୀ ଘୋଡ଼ାଇ କମ୍ ନିଆଁରେ ବସାଲବ । ଚିଙ୍ଗୁଡ଼ି ସିଝିଯାଇ ଅଳ୍ପ ଝୋଳ ରଖିଲେ ତରକାରୀ ଓହ୍ଲାଇଦେବ ।