ପ୍ରସ୍ତୁତି ସାମଗ୍ରୀ- ୧୦ ଗୋଟି ବଡ଼ ଚିଙ୍ଗୁଡ଼ି,
୬ଟା ଶୁଖୁଲାଲଙ୍କା
ଅଧାକପ୍ ତେଲ୍ ୧ ଇଞ୍ଚ ଅଦା
୮ ଚାମଚ ଧନିଆ
ଦରକାର ଅନୁଯାୟୀ ଲୁଣ
୨ ଗୋଟି ପିଆଜ |
ପ୍ରଣାଳୀ – ପ୍ରଥମେ ବଡ଼ ଚିଙ୍ଗୁଡ଼ିର ଚୋପାକୁ ପରିଷ୍କାର କରି ଉପରୁ ତଳ ପର୍ଯ୍ୟନ୍ତ ଅଳ୍ପ ଟିକେ ଚିରିକରି ରଖିବ । ଧନିଆକୂ ଗୁଣ୍ଡ କରିବ । ଏହି ଗୁଣ୍ଡ ଚିକକଣ ନହୋଇ ଖଦଖଦଡ଼ିଆ ହୋଇ ରହିବ । ପିଆଜ, ଅଦାକୁ ଛୋଟ ଛୋଟ କାଟିକରି ରଖିବ { ଶୁଝୁଲା ଲଙ୍କାଜୁ ଛେଚିକରି ରଖିବ । ମାଛ, ଧନିଆଗୁଣ୍ଡ, ପିଆଜ, ଅଦାବଟା, ଲଙ୍କା ଛେଚାରେ ଲୁଣ ପକାଇବ ଏବଂ ତା’ପରେ ୧ କପ୍ ପାଣି ପକାଇ ସିଝାଇବ ¦ ସିଝିଗଲେ ତଳକୁ ଓହ୍ଇଦେବ । ଆଉ ଏକ କରେଇରେ ତେଲ ଗରମକରି ଦେଇ ସେହି ସିଝା ଚିଙ୍ଗୁଡ଼ି ମସ୍ପଲାଜୁ ଗରମ ତେଲରେ ଖରିଆ କରି ଭାଜିବ ¡