Author: liza

ସାମଗ୍ରୀ : ଭେଣ୍ଡି-୫୦୦ଗ୍ରାମ୍ କୋରା ନଡିଆ -୧ କପ୍ ପାଣି-୧/୩ କପ୍ କ୍ଷୀର -୧/୩ କପ୍ କାଜୁବଟା-୧ଟେବୁଲ୍-ଚାମଚ ତେଲ- ୨ଚାମଚ ଭେଣ୍ଡି ଛାଣିବାକୁ -ତେଲ ଲାଲ୍ ଲଙ୍କା-୨ଟା ସୋରିଷ-୧ଚାମଚ ଜିରା-୧ଚାମଚ କଟା ପିଆଜ-୧/୨ କପ୍ କଟା ଟମାଟୋ-୧କପ୍ ଲଙ୍କାଗୁଣ୍ଡ-୧ଚାମଚ ଦହି (ଫେଣ୍ଟା)-୧/୨ କପ୍ ପାଣି -୧ କପ୍ ଭୁର୍ସୁଙ୍ଗ ପତ୍ର -ଅଳ୍ପ୍‌ ଲୁଣ -ସ୍ୱାଦାନୁସାରେ ସଜାଇବା ପାଇଁ -କୋରା ନଡିଆ ,ଧନିଆ ପତ୍ର ପ୍ରଣାଳୀ : ଭେଣ୍ଡି ଧୋଇ ପୋଛି ୧ ଇଞ୍ଚ ସାଇଜ୍‌ର କାଟି ତେଲରେ ଛାଣି ପେପର୍‌ରେ କାଢି ରଖନ୍ତୁ । କରେଇରେ ୨ ଚାମଚ ତେଏଲ ଦେଇ ଲଙ୍କା, ସୋରିଷ ,ଜିରା ପକାଇ ଫୁଟାନ୍ତୁ । ଏଥର ପିଆଜକୁ ଲାଲ୍ କରି ଭାଜି ବିଲାତି ମିଶାଇ ଭଲକରି ଭାଜନ୍ତୁ । ଓ ନଡିଆ କୋରା ପକାନ୍ତୁ ଏବଂ ଘାଣ୍ଟନ୍ତୁ । ୨ମିନିଟ୍ ପରେ ପାଣି ଓ ଭେଣ୍ଡି ପକାନ୍ତୁ । ଝୋଳ ମରିବାଯାଏଁ ରନ୍ଧାନ୍ତୁ । ଫିଟଣ…

Read More

ସାମଗ୍ରୀ : ସିଝା ବୋନ୍ ଲେସ୍ ଚିକେନ୍ କଟା (ଛୋଟ ଛେଟ)-୧କପ୍ ହାଲ୍‌କା ସିଝା ଟମାଟୋ କଟା-୧/୨କପ୍ ଛୋଟକଟା ସିଝା ଆଳୁ-୨ କପ୍ ଛୋଟକଟା ପିଆଜ-୧/୨ କପ୍ କଟା କଞ୍ଚାଲଙ୍କା-୨ଟା ଜିରାଗୁଣ୍ଡ-୨ ଚାମଚ ଲଙ୍କାଗୁଣ୍ଡ-୧/୨ ଚାମଚ ଆମ୍‌ଚୁରା-୧ ଚାମଚ ଚାଟ୍ ମସଲା-୧ ଚାମଚ ଲେମ୍ବୁରସ-୨ ଟୈବୁଲ୍ -ଚାମଚ କଟା ଧନିଆ ପତ୍ର-୧ ଟେବୁଲ୍-ଚାମଚ ପ୍ରଣାଳୀ : ଗୋଟିଏ ପାତ୍ରରେ କଟା ଜିନିଷ ସବୁ ଭଲକରି ଗୋଳାଇ ପ୍ଲେଟ୍‌କୁ କାଢନ୍ତୁ । ଉପରେ ଜିରା -ଲଙ୍କା ଗୁଣ୍ଡଅ, ଚାଟ୍ ମସଲା, ଆମଚୁର୍, ଲେମ୍ବୁରସ ପକାଇ କଟା ଧନିଆ ପତ୍ର ସଜାଇ ଖାଇବାକୁ ଦିଅନ୍ତୁ ।

Read More

ସାମଗ୍ରୀ : ପାଳଛତୁ-୨୫୦ଗ୍ରାମ୍ କଅଁଳଅ ସାରୁପତ୍ର-୩ଟି ବାଟଣ ସୋରିଷ-୨ ଚାମଚ ଜିରା-୧ଚମଚ ଲଙ୍କା-୩ଟି ରସୁଣ-୫-୬ କୋଲା ସୋରିଷ ତେଲ-୧ଚାମଚ ଲୁଣ-ସ୍ୱାଦାନୁସାରେ ଆମ୍ବୁଲ ଛୋଟକଟା -୧ ଟେବୁଲ୍-ଚାମଚ କିମ୍ବା ଦହି-୧କପ୍ ହଳଦି- ଟିପେ କଞ୍ଚାଲଙ୍କା କଟା-୩ଟି    ପ୍ରଣାଳୀ :   ଛତୁକୁ ବାଛି ସଫା କରି ଲୁଣ-ହଳଦି-ପାଣିରେ ଅଧଘଣ୍ଟା ବିଜାଇ ଚିପୁଡି କାଢନ୍ତୁ । ଗୋଟିଏ ବାଉଲ୍‌ରେ ମସଲା ବଟା ,କଟାଲଙ୍କା ,ଦହି ,ହଳଦି ଟିକେ , ଲୁଣ, ସୋରିଷ       ତେଲ ପକାଇ ମିଶାନ୍ତୁ । ସେଥିରେ ଛତୁ ପକାଇ ଗୋଳାଇ ଅଧଘଣ୍ଟା ରଖନ୍ତୁ । ସାରୁପତ୍ରକୁ ସଫା ସେଥିରେ ଏଥିରୁ କିନ୍ତୁ ରଖି ପତ୍ରକୁ ଗୁଡାଇ ବନ୍ଦ କରିଦିଅନ୍ତୁ । ଦରକାର      ହେଲେ ସୂତାରେ ବାନ୍ଧିଦିଅନ୍ତୁ । ଏହାକୁ ଚୁଲିର ଦହକରେ  ବା ଗ୍ରୀଲର୍‌ରେ ୨୦ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଖାଇଲାବେଳେ ପତ୍ରରୁ କାଢି ପରଶନ୍ତୁ ।

Read More

    ସାମଗ୍ରୀ : ଚିଙ୍ଗୁଡି- ୩୦୦ ଗ୍ରାମ୍ ବାସୁମତୀ ଚାଉଳ – ୧  ୧/୨ କପ୍ ଦହି-୧/୨ କପ୍ କ୍ଷୀର-୧/୨ କପ୍ ଜାଫ୍‌ରାନ୍ କେସର-୧ ଚିମୁଟା ପିଆଜ- ୨ଟି ବଡ  (ସରୁ ଲମ୍ବା କଟା) କିସ୍‌ମିସ୍ , କାଜୁ ,ଚେରି -୧୦ଗ୍ରାମ୍ ଲେଖାଏଁ ବଟା ଅଦା-୧ଚାମଚ ବଟାରସୁଣ-୨ ଚାମଚ ହଳଦି ଗୁଣ୍ଡ-୧\୨ ଚାମଚ ଲୁଣ-ସ୍ୱାଦାନୁସାରେ ଗୋଟା ଗରମ ମସଲା-ଲବଙ୍ଗ ୫ଟି,ଡାଲ୍‌ଚିନି ୧ ଇଞ୍ଚ, ଛୋଟ ଅଳେଇଚ ୫ଟି,ବଡ ଅଳେଇଚ ୨ଟି, ଗୋଲ୍ଅମରିଚ ୭-୮ ଟି, ଅନିଆସୀ ଫୁଲ ୨ଟି, ଜାଇତ୍ରୀ ୧\୨ ଚାମଚ, ଜାଇଫଳ ଗୁଣ୍ଡ ୧\୨ ଚାମଚ ସାହୀଜିରା-୧\୨ ଚାମଚ ଜିରାଗୁଣ୍ଡ-୧/୨ ଚାମଚ ତେଜପତ୍ର -୨ଟି ଘିଅ -୧ ବଡ ଚାମଚ ରିଫାଇନ୍ -୨ଚାମଚ ଧନିଆ , ପୋଦିନା ଓ କଞ୍ଚାଲଙ୍କା ବଟା -୧ କପ୍ ସାଫରନ୍ -୧ ଚିମୁଟା ଓ   କ୍ଷୀର -୧ ଟେବୁଲ୍-ଚାମଚ  (ମିଶାନ୍ତୁ ) ପ୍ରାଣାଳୀ : ପ୍ରଥମେ ଚିଙ୍ଗୁଡିରୁ ଚୋପା କାଢି ଧୋଇ…

Read More

ସାମଗ୍ରୀ:  ବାସୁମତୀ ଚାଉଳ-୨ କପ୍ ତେଜପତ୍ର -୧କପ୍ ଲବଙ୍ଗ-୩ଟି କାଜୁ ଭଜା-୨୦ଗ୍ରାମ୍ ବାଦାମ-୨୦ ଗ୍ରାମ୍ ସୋରିଷ-୧ଚାମଚ ଚିନି-୧ଚାମଚ ଦହି -୧କପ୍ ଘିଅ-୨ଚାମଚ ଲୁଣ-ସ୍ୱାଦାନୁସାରେ      ପ୍ରଣାଳୀ : ୨କପ୍ ଚାଉଳରେ ଆବଶ୍ୟକ ପାଣି ଦେଇ ୧/୨ ଘଣ୍ଟା ପାଇଁ ରଖି ଛାଣି ଅଲଗା ରଖନ୍ତୁ  । ଘିଅ ଗରମ କରିଓ ଗୋଟା ମସଲା ଓ ତେଜପତ୍ର ପକାନ୍ତୁ  । ଏଥର                  ଚାଉଳ ଓ ଲୁଣ,ହଳଦି, ଚିନି ପକାଇ ମଧ୍ୟମ ଆଞ୍ଚରେ ୨-୩ ମିନିଟ୍ ଭାଜନ୍ତୁ ।  ତା ପରେ ୪କପ୍ ପାଣି ଦେଇ ଘୋଡାଣୀ ଲଗାଇ କମ୍ ଆଞ୍ଚରେ ୧୦-୧୫                       ମିନିଟ୍ ରାନ୍ଧନ୍ତୁ । ହୋଇଗଲେ ଚୁଲିରୁ କାଢି ଘୋଡାଣୀଲଗା ଅବସ୍ଥରେ ୫-୭ ମିନିଟ୍ ରଖନ୍ତୁ । କାଢି ଉଷୁମ ହେବାଯାଏଁ ରଖନ୍ତୁ ।…

Read More

ସାମଗ୍ରୀ : ସୁଜି – ୨ କପ ଗରମ ପାଣି – ୧ କପ ତେଲ – ୬ ଟେବୁଲ ଚାମଚ ଚିନି – ୧/୨ ଚା’ ଚାମଚ ଲୁଣ – ସ୍ୱାଦ ଅନୁସାରେ କଟା ଗାଜର – ୧/୨ କପ ଗ୍ରୀନ ମଟର – ୧/୨ କପ ଭଜା ଚିନା ବାଦାମ – ୨ ଟେବୁଲ ଚାମଚ କଟା ପିଆଜ – ୧ କପ ସୋରିଷ – ୧ ଚା’ ଚାମଚ କଟା କଞ୍ଚା ଲଙ୍କା – ୬ରୁ ୭ ଟି ଅଦା ପେଷ୍ଟ – ୧/୨ ଚା’ ଚାମଚ ଭୁର୍ସୁଙ୍ଗା ପତ୍ର – ୭ -୮ ଟି ପ୍ରଣାଳୀ- ପ୍ରଥମେ କରେଇକୁ ଗରମ କରନ୍ତୁ । ସେଥିରେ ସୁଜି ପକାଇ ୨-୩ ମିନିଟ ଭାଜନ୍ତୁ । ସୁଳି ଅଳ୍ପ ଲାଲ ହେଲେ ପ୍ଲେଟକୁ କାଢି ରଖନ୍ତୁ । ଏବେ କରେଇରେ ତେଲ ଗରମ କରନ୍ତୁ । ଏଥିରେ ଲୁଣ,…

Read More

ସାମଗ୍ରୀ : ଇଲିସି ମାଛ – ୬ ପିସ ହଳଦୀ – ୧ ଚା’ ଚାମଚ କଞ୍ଚା ଲଙ୍କା – ୮ ଟି ଜିରା – ୧/୨ ଚା’ ଚାମଚ ଧଳା ସୋରିଷ – ୫-୬ ଚା’ ଚାମଚ ସୋରିଷ ତେଲ – ୭-୮ ଟେବୁଲ ଚାମଚ ପାଣି – ୧ କପ ଲୁଣ – ସ୍ୱାଦ ଅନୁସାରେ ପ୍ରଣାଳୀ- ପ୍ରଥମେ ଜିରା ଓ ସୋରିଷ କୁ ଅଳ୍ପ ପାଣିରେ ୫ ମିନିଟ ଭିଜାନ୍ତୁ । ଏହାକୁ ଛାଣି ୪ ଟି କଞ୍ଚା ଲଙ୍କା,୧ ଚା’ ଚାମଚ ସୋରିଷ ତେଲ ,ଚିମୁଟାଏ ହଳଦୀ ଓ ଚିମୁଟାଏ ଲୁଣ ମିଶାଇ ପେଷ୍ଟ କରନ୍ତୁ । ମାଛକୁ ଧୋଇ ସେଥିରେ ଚିମୁଟାଏ ହଳଦୀ ଓ ଲୁଣ ମିଶାଇ ରଖନ୍ତୁ । କରେଇ ରେ ୨ ଟେବୁଲ ଚାମଚ ତେଲ ଗରମ କରନ୍ତୁ । ସେଥିରେ ମାଛ ପକାନ୍ତୁ । ମାଛ ନଭାଜି ଧିମା ଆଞ୍ଚରେ…

Read More

ସାମଗ୍ରୀ : ଅରୁଆ ଚାଉଳ – ୨ କପ ଚୋପା ଛଡ଼ା ବିରି – ୧ କପ ପାଣି – ଆବଶ୍ୟକ ଅନୁଯାୟୀ ଲୁଣ – ସ୍ୱାଦ ଅନୁସାରେ ସୋରିଷ ତେଲ – ୨ ଚାମଚ ପ୍ରଣାଳୀ- ପ୍ରଥମେ ରାତିସାରା ଚାଉଳ ଓ ବିରିକୁ ପାଣିରେ ବତୁରାଈ ରଖନ୍ତୁ । ପରେ ଚାଉଳ ଓ ବିରିକୁ ଛାଣି ରଖନ୍ତୁ । ଏଥିରେ ଅଳ୍ପ ପାଣି ଦେଇ ଭଲ ଭାବେ ଗ୍ରାଇଣ୍ଡିଙ୍ଗ କରନ୍ତୁ । ଏଥିରେ ପାଣି ଓ ଲୁଣ ମିଶାନ୍ତୁ ଯେମିତିକି ପିଠଉ ହାଲକା ପତଳା ହେବ । ବେଶୀ ପାଣି ଦେଲେ ପିଠଉ ବେଶୀ ପତଳା ହୋଇ ଯାଇପାରେ । ପିଠଉ ଫୁଲିବା ପାଇଁ ୪ ରୁ ୫ ଘଣ୍ଟା ଛାଡି ଦିଅନ୍ତୁ । ପରେ ପିଠଉକୁ ଭଲ ଭାବରେ ଫେଣ୍ଟାଈ ଦିଅନ୍ତୁ । ଏବେ ତାୱାକୁ ମାଧ୍ୟମ ଆଞ୍ଚରେ ବସନ୍ତୁ । ତାୱା ଗରମ ହେଲାପରେ ଏକ ଚାମଚ…

Read More

ସାମଗ୍ରୀ : ଚିକେନ୍ ପିସ୍ (ମଧ୍ୟମ )-୫୦୦ ଗ୍ରାମ୍ ବଡ଼ ପିଆଜ-୪ଟି (ସରୁ ଲମ୍ବା କଟା) କ୍ୟାପସିକମ୍ -୩ଟି (ସରୁ ଲମ୍ବା କଟା) କଞ୍ଚାଲଙ୍କା-୪ଟି ସୋୟା ସସ୍ -୨ ଚାମଚ ଟମାଟୋ ସସ୍ -୨ ଟେବୁଲ-ଚାମଚ ଚିଲି ସସ୍ -୨ ଟେବୁଲ୍-ଚାମଚ ଲୁଣ-ସ୍ୱାଦ ଅନୁସାରେ ରିଫାଇନ୍ ତେଲ-ଛାଣିବା ପାଇଁ ଅଦା – ୨ ଇଞ୍ଚ ରସୁଣ-୧୨-୧୪ କୋଲା ଭିନେଗାର- ଅଧକପ୍ ଅଣ୍ଡା-୩ଟି ଚାଇନା ସଲ୍ଟ – ୧/୨ ଚାମଚ କର୍ଣ୍ଣଫ୍ଲୋର- ୨-୩ ଟେବୁଲ-ଚାମଚ ପ୍ରଣାଳୀ :ଅଦା-ରସୁଣକୁ ଭିନେଗାର ସହ ବାଟି ଚିକେନରେ ଗୋଳାଇ ୩-୪ ଘଣ୍ଟା ଫ୍ରିଜରେ ରଖିଦିଅନ୍ତୁ । କର୍ଣ୍ଣଫ୍ଲୋର ରେ ଲୁଣ, ଅଣ୍ଡା ମିଶାଇ ଭଲକରି ଫେଣ୍ଟି ଚିକେନ୍ କାଢ଼ି ମିଶାନ୍ତୁ । ତେଲ ଗରମ କରି ଏହି ଚିକେନ୍ ପିସ୍‌କୁ ଲାଲ୍ କରି ଭାଜି ଛାଣି ରଖନ୍ତୁ । ଅଳ୍ପ ତେଲ ରଖି ପିଆଜ, ଲଙ୍କା ଓ କ୍ୟାପ୍ସିକମ୍ ଭାଜନ୍ତୁ । ନରମିଗଲେ ଭଜା ଚିକେନ ପିସ୍‌ଗୁଡ଼ିକୁ ପକାଇ ଚାଇନା ସଲ୍ଟ…

Read More

ସାମଗ୍ରୀ : ସର ବା କ୍ରିମ୍ – ୨୫୦ ଗ୍ରାମ୍ ମଇଦା – ୪.୫ ଚାମଚ ଘିଅ – ଭାଜିବା ପାଇଁ ଚିନି – ୧ କପ୍  ପାଣି – ୧.୫ କପ୍ କ୍ଷୀର – ୪ ଚାମଚରେ ସାଫରନ୍ – ଚିମୁଟାଏ  ଅଳେଇଚ ଗୁଣ୍ଡ – ୧/୨ ଚାମଚ ବାଦାମ (କାଜୁ, ପିସ୍ତା) – ଛୋଟକଟା ପ୍ରଣାଳୀ- ମଇଦାରେ କ୍ରିମ୍ ଓ ପାଣି ମିଶାଇ ବହଳିଆ ଆଣ ପୁସ୍ତୃତ କରନ୍ତୁ । ୧.୫ କପ୍ ପାଣିରେ ଚିନି ପକାଇ ଲଗାତର ଘାଣ୍ଟି ଅଳ୍ପ ମୋଟା ସିରା ପ୍ରସ୍ତୁତ କରନ୍ତୁ । କ୍ଷୀରରେ ସାଫରନ୍ ପକାଇ ଗୋଳାଇ ଅଳ୍ପ ପାଣି ମିଶାଇ ଅଲଗା ରଖନ୍ତୁ । ପ୍ୟାନରେ ଘିଅ ଲଗାଇ ଛେଟ ଛୋଟ ପିଠା ପରି ମାଲପୁଆ ପ୍ରସ୍ତୁତ କରନ୍ତୁ, ଦୁଇପଟ ଲାଲ୍ କରି ଭାଜନ୍ତୁ । କେଶର ପାଣିକୁ ସିରାରେ ପକାଇ ରଖନ୍ତୁ । ସର୍ଭ କରିବା ପୂର୍ବରୁ ଚିନିସିରାକୁ ଗରମ କରି ଆବଶ୍ୟକ ମାଲପୁଆକୁ ୩-୪ ମିନିଟ୍ ବୁଢ଼ାଇ ପ୍ଲେଟକୁ କାଢ଼ି ଉପରୁ…

Read More