Author: liza

ପ୍ରସ୍ତୁତି ସାମଗ୍ରୀ- ଭଜାମୁଗଡାଲି ୧କପ୍‌ଶଜନାଶାଗ ୧କପ୍‌କଞ୍ଚାଲଙ୍କା ୬ଟି (ସରୁ ଲମ୍ବା କାଟ)ରସୁଣ ୧୦ ପାଖୁଡା (ଛଡେଇ ଚୁନ୍‌ଚୁନ୍‌ କାଟି ରଖିବେ)ଅଦା ୧ ଖଣ୍ଡ,ପିଆଜକଟା ୧ଚାମଚସୋରିଷ ତେଲ: ୧ ଚାମଚ,ଲୁଣ, ହଳଦୀ ଦରକାର ମୁତାବକ। ପ୍ରଣାଳୀ- ପ୍ରଥମେ ମୁଗଡାଲିକୁ ଦର ସିଝା କରି ରଖ । କରେଇରେ ତେଲ ଦେଇ ପିଆଜ, ରସୁଣ, କଞ୍ଚାଲଙ୍କାକଟା, ଅଦା, ଫୁଟଣ ଦେଇ ସଜନାପତ୍ର ପକେଇ ସନ୍ତୁଳିବ | ତା’ପରେ ମୁଗଡାଲି ପକେଇ କିଛି ସମୟ ଫୁଟେଇବ । ଉପରେ ୧ଚାମଚ କଞ୍ଚା ସୋରିଷ ତେଲ ପକେଇପାର । ଗରମ ଗରମ ରୂଟି ସହିତ ଖାଇବାକୁ ଦେବ ।

Read More

ପ୍ରସ୍ତୁତି ସାମଗ୍ରୀ- ମୁଗଡାଲି ୧କପ୍‌ପଣସକଠା କଟା ୧କପ୍‌ (ଛୋଟ ସରୁସରୁ)ପିଆଜ ୨ଟିଘିଅ ୨ ଚାମଚଗରମମସଲା ବଟା ୧ଚାମଚଧନିଆପତ୍ର୨ଚାମଚ ଲୁଣହଳଦୀ ଦରକାର ମୁତାବକ | ପ୍ରଣାଳୀ- ପ୍ରେସରକୁକରରେ ମୁଗଡାଲି ଓ ପଣସକଠାକୁ ଲୁଣ, ହଳଦୀ ଦେଇ ସିଝେଇ ନିଅନ୍ତୁ ।ପ୍ରେସର ଖୋଲି ରଖନ୍ତୁ । କରେଇରେ ଘିଅ, ଜିରା ଫୁଟେଇ ପିଆଜ ଭାଜନ୍ତୁ । ପିଆଜ ବାଦାମୀ ରଙ୍ଗର ହେଲେ ଡାଲମା ବଘାରନ୍ତୁ ।ଗରମ ମସଲା ଓ ଧନିଆପତ୍ର ଦେଇ ଓହ୍ଲାନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ- ରାଜମା ୨୦୦ଗ୍ରାମଚିନି ବା ଗୁଡ ୫୦ ଗ୍ରାମତେନୁଳି ଗୋଟିଏ ଗୁଳାରିଫାଇନ୍‌ ତେଲ ୪ଚାମଚବେସନ ୨ ଚାମଚନଡିଆକୋରୀ ଅଧକପ୍‌ସୋରିଷ ୨ ଚାମଚଲଙ୍କା ଲୁଣହଳଦୀଗୁଣ୍ଡ,ପାନମଧୁରୀ ୨ ଚାମଚ | ପ୍ରଣାଳୀ- ରାତିରେ ରାଜମାକୁ ଭିଜାଇ ଦିଅନ୍ତୁ । ପ୍ରେସରକୁକରରେ ୪ଟି ହୁଇସିଲ୍‌ ପରେ ଓହ୍ଲେଇଦିଅନୁ । ତେନ୍ତୁଳିକୁ ଉଷୁମପାଣିରେ ଭିଜେଇ ଓଦା କାଢିଦିଅନ୍ତୁ । ବେସନକୁ ସାମାନ୍ୟ ତେଲରେ ଭାଜିନିଅନ୍ତୁ । ଏଥର କରେଇରେ ତେଲ ଦେଇ ଲଙ୍କା, ଫୁଟଣ ପକେଇ ନଡିଆକୋରା ପକାନ୍ତୁ । ତା’ପରେ ତେଜୁନିମଣ୍ତ, ଗୁଡ ପକେଇ ସିଝାରାଜମାକୁ ପକାନ୍ତୁ । ୫ମିନିଟ୍ ବେସନ ଭଜା ପକାଇ ଗୋଳାଇ ଦିଅନ୍ତୁ । ଫୂଟିଲା ପରେ କଟା ଧନିଆପତ୍ର ପକାଇ ଓହ୍ଲାନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ- ଟମାଟୋ ୨ଟାପିଆଜ ୧ଟି୍ସୋରିଷ ଅଧ ଚାମଚଭୁରୁସଙ୍ଗପତ୍ର ହଳଦୀଗୁଣ୍ଡ ୧ ଚାମଚକଞ୍ଚାଲଙ୍କା ୪ଟି, ଡାଲି ୧କପ୍‌ (ହରଡ ବା ମସୁର)ବିରିତାଲି ଅଧ ଚାମଚତେଲ, ଲୁଣ ଦରକାର ଅନୁଯାୟୀ ପ୍ରଣାଳୀ- ଡାଲିକୁ ହଳଦୀ ପାଣିରେ ସିଝେଇ ନିଅନ୍ତୁ । ତେଲରେ ପିଆଜଭାଜନ୍ତୁ ଓ କଟା ବିଲାତିବାଇଗଣ, କଞ୍ଚାଲଙ୍କା ଭାଜନ୍ତୁ ! ତା’ପରେ ଡାଲି ପକେଇ ଗୋଳେଲ ନିଅନ୍ତୁ । ଲୁଣ ମିଶାନ୍ତୁ । କରେଇରେ ତେଲ ଫୁଟେଇ ବିରିଡାଲି, ସୋରିଷ, ହେଙ୍ଗୁ, ଭୁରୁସଙ୍ଗପତ୍ର ପକେଇ ଭାଜି ଡାଲି ସହିତ ମିଶେଇ ଦିଅନ୍ତୁ । ଗରମ ଗରମ ପରଷନ୍ତୁ ରୁଟି ସହିତ ଖାଇବାକୁ ଦିଅନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ: ୧ କପ୍‌ କଟା ଛତୁ୧ ଚାମଚ କଟା ଟମାଟୋ,୧ ଚାମଚ କଟା କଞ୍ଚାଲଙ୍କାଅଧା କପ୍‌ କଟା ପିଆଜ୧ ଚାମଚ କଟା ରସୁଣ୧ ଚାମଚ କଟା ଗାଜର୧ ଚାମଚ କଟା କାଜୁଡ଼ି୧ ଚାମଟ ଗଜାମୁଗ ଓ ଗଜାବୁଟ୧ ଚାମଚ ସିଝା କଟା ଆଳୁଅଧ କପ୍‌ କୋରା ନଡ଼ିଆସାମାନ୍ୟ ହେଙ୍ଗୁ ଓ ଗୋଲମରିଚ୨ ଡେମ୍ଫ ଭୁର୍ସଙ୍ଗ ପତ୍ର୧ ଚାମଚ ସୋରିଷତେଲ୨ଟି ଶୁଖିଲା ଲଙ୍କା୧ କପ୍‌ ସାମାନ୍ୟ ଚିନିମିଶାବସାଦହି ଏବଂ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଡ଼େଇରେ ତେଲ, ହେଙ୍ଗୁ, ଶୁଖିଲା ଲକା, ଭୁର୍ସଙ୍ଗ ପତ୍ର ପକାଇ ଭାଜନ୍ତୁ । ତା’ପରେ ସେଥିରେ କଟା ଛତୁକୁ ପକାଇ ସାମାନ୍ୟ ଭାଟି ଗୋଟିଏ ବଡ଼ ପାତ୍ରକୁ ଢ଼ାଳି ଦିଅନ୍ତୁ । ଏବେ ସେଥିରେ କଟା ହୋଇଥିବା ସମସ୍ତ ସାମଗ୍ରୀ ପକାଇ ଗୋଳାଇ ଦିଅନ୍ତୁ । ତା’ପରେ ଏଥିରେ ଦହି ଓ କୋରା ନଡ଼ିଆ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ପରେ…

Read More

ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରାମ୍‌ ଛତୁଗୋଟିଏ ଆଳୁ୨ ଚାମଚ ବଟା ସୋରିଷଅଧା ଚାମଚ ବଟା ରସୁଣ୧ ଚାମଚ କଟା କଞ୍ଚାଲଙ୍କାଅଧା ଚାମଚ ହଳଦି,ଅଧା ଚାମଚ ଗୁଣ୍ଡ ଲଙ୍କାଗୋଟିଏ କଟା ଟମାଟୋଅଧା କପ୍‌ ସୋରିଷ ତେଲ ଓ ସ୍ଵାଦଅନୁଯାୟୀ ଲୁଣ ପ୍ରସ୍ତୁତ ପ୍ରଣାଳୀ : ଛତୁକୁ କାଟି ଧୋଇ, ଚିପୁଡ଼ି ଏକ ପାତ୍ରରେ ରଖନ୍ତୁ । ଆଳୁକୁ ଛୋଟ ଖଣ୍ଡରେ କାଟି ଛତୁରେ ମିଶାନ୍ତୁ । ସେଥିରେ ବଟା ସୋରିଷ, ବଟା ରସୁଣ, ହଳଦି, ଗୁଣ୍ଡଲଙ୍କା, କଞ୍ଚାଲଙ୍କା, ଟମାଟୋ, ସୋରିଷ ତେଲ ଓ ଲୁଣ ପଟାାଇ ଗୋଳାଇ ଦିଅନ୍ତୁ । ଏବେ ଆଞ୍ଚରେ କଢ଼଼େଇ ବସାଇ ସେଥିରେ ଛତୁ ମିଶ୍ରଣକୁ ଢ଼ାଳି ଗୋଳାନ୍ତୁ ଏବଂ ଢ଼ାଙ୍କୁଣୀ ବନ୍ଦ କରି ମଧ୍ୟମ ଆଞ୍ଚରେ ୨୦ ରୁ ୨୫ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ । ତେବେ ମଝିରେ ମଝିରେ ଏହାକୁ ଗୋଳାଉଥିବେ । ଆବଶ୍ୟକ ମୁତାବକ ପାଣିଦେଇ ପାରନ୍ତି ଏବଂ ଆଞ୍ଚ ମଧ୍ଯ କମାଇ…

Read More

ପ୍ରସ୍ତୁତି ସାମଗ୍ରୀ- ପଣସକଠା ୧ଟିବୁଟଢାଲି ଅଧକପ୍‌ଲଙ୍କା ୨ଟିଅଦା ପିଆଜରସୁଣଗରମମସଲା ଧନିଆପତ୍ରଲୁଣ ତେଜପତ୍ର, ତେଲ |ପ୍ରଣାଳୀ- ପଣସକଠା କାଟି ସିଝେଇ ନିଅନ୍ତୁ । ଵୁଟଡାଲି ବତୁରେଇ ପଣସକଠା ଓ ବୁଟଡାଲି ବାଟିନିଅନ୍ତୁ । ଅନ୍ୟାନ୍ୟ ମସଲା ବାଟନ୍ତୁ । ତେଲ ଗରମ ହେଲେ ମସଲା କଷି ସେଥିରେ ଏଇ ବଟାକୁ ଭାଜନ୍ତୁ । ଥଣ୍ଡା ହେଲେ ଲୁଣ ଓ ଧନିଆପତ୍ର ମିଶେଇ ଛୋଟ ଛୋଟ ଗୁଳା କରି ଭାଜନ୍ତୁ । ଚିଲିସସ୍‌ ସହିତ ଖାଇବାକୁ ଦିଅନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ- ପୋଟଳ ଅଧକେଜିପିଆଜ ଚଉଠ କେଜିରସୁଣ ୨ କୋଲାହଳଦୀଲଙ୍କା,ଢାଲଚିନି ଏବଂ ଲୁଣ | ପ୍ରଣାଳୀ- ପ୍ରଥମେ ପୋଟଳକୁ ଛାଞ୍ଚି ଦୁଇଥର କରି କାଟି ରଖନ୍ତୁ | ଅଧାପିଆଜ ସରୁ ଲମ୍ବା ଲମ୍ବ କରି କାଟନ୍ତୁ ଓ ବାକି ଅଧକ ରସୁଣ, ଲଙ୍କା, ଡାଲଚିନି ସହ ବାଟିନିଅନ୍ତୁ | ପ୍ରଥମେ ତେଲ ଫୁଟିଲେ ପିଆଜ କଟା ଓ ପୋଟଳ ଲୁଣ ହଳଦୀ ଦେଇ ଭାଜନ୍ତୁ । ଅଧାଭଜା ହୋଇଗଲେ ସେଥିରେ ବଟା ମସଲାକୁ ପକାଇ ସିମ୍‌ରେ ଢାଙ୍କୁଣି ଦେଇ ଘୋଡାଇ ରଖନ୍ତୁ । ଭାଜିହେଲାବେଳକୁ ୨ ଚାମଚ ଦୁଧ ଓ ୧ ଚାମଚ ଗୁଆଘିଅ ଦେଇ ଗୋଳେଇ ନିଅନ୍ତୁ । କାଚ଼ୁ, କିସ୍‌ମିସ୍‌ ଥିଲେ ଭାଜି ଦେଇପାରନ୍ତି ।

Read More

ପ୍ରସ୍ତୁତି ସାମଗ୍ରୀ- ମଟର ୫୦ ଗ୍ରାମଗାଜର ୫୦ଗ୍ରାମବିନ୍‌ ୫୦ଗ୍ରାମକାଜୁବାଦାମଗୁଣ୍ଡ ୨ ଚାମଚସପୁରି ୨ ଚାମଚଦହି ଅଧକପ୍‌ପନିର ୫୦ଗ୍ରାମଗୋଟିଏ ପିଆଜ କୋରାଟମାଟୋ ୨ ଟି ରସକଞ୍ଚାଲଙ୍କା ବଟା ଅଧ ଚାମଚରସୁଣ ଅଧ ଚାମଚଅଦା ଅଧଚାମଚଲୁଣହଳଦୀଗରମମସଲା,ଲାଲ୍‌ଲଙ୍କାଗୁଣ୍ଡ,କାଜୁବାଦାମ କେଇଖଣ୍ଡ,ରିଫାଇନ୍‌ତେଲ । ପ୍ରଣାଳୀ- ପରିବାଗୁଡିକ ଛୋଟ ଛୋଟ ଖଣ୍ଡ କାଟି ସିଝେଇ ନେବେ । ପନିର, ଆଳୁ, କାଜୁଖଣ୍ଡକୁ ଭାଜିନେବେ । ତା’ ଦେହରେ ଅଦା, ରସୁଣ, ଲଙ୍କାବଟା ଦେବେ | କିଛି ସମୟ ପରେ ଟମାଟୋ, ଦହି, ଗରମମସଲା, ଲଙ୍କାଗୁଣୁ, ହଳଦୀ, ଲୁଣ ଦେଇ ଭାଜିବେ । ଝୋଳ ବହଳିଆ ହେବାଯାଏ ରାନ୍ଧିବେ । ସପୁରି ଖଣ୍ଡ ଉପରେ ଦେଇ ଖାଇବାକୁ ଦେବେ ।

Read More

ପ୍ରସ୍ତୁତି ସାମଗ୍ରୀ : ୪ ଖଣ୍ଡ ବ୍ରେଡ୧ କପ୍‌ କଟାଛତୁ୨ ଟି ସିଝାଆଳୁ,୨ ଚାମଚ ଅଦା-ପିଆଜ ଓ ରସୁଣର ବଟା୧ ଟା ଟମାଟୋ୧ଟି କଟା ପିଆଜ,୧ ଚାମଚ ଗୁଣ୍ଡ ଲଙ୍କାଅଧା ଚାମଚ ଗରମମସରା ଗୁଣ୍ଡଆବଶ୍ୟକତାନୂଯାୟୀ ତେଲ କିମ୍ବା ଘିଅଏବଂ ଅଳ୍ପ କଅଁଳିଆ ବନ୍ଧାକୋବି ପତ୍ରଓ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଅଳ୍ପ ଉଷୁମ ମାଣିରେ ବୁଡାଇ ଉଠାଇ ଦିଅନ୍ତୁ! ଗରମ କରି ତେଲ ଦେଇ ଅଦା, ରସୁଣ ଓ ପିଆଜ ବଟା ପକାଇ କିଛି ସମୟ କଷନ୍ତୁ |ସିଝା ଆଳୁରେ ଲୁଣ ଦେଇ ଚକଟି ସେହି ମସଲା କଷାରେ ମିଶାଇ ଦିଅନ୍ତୁ। ଏହାପରେ ବ୍ରେଡ଼୍‌ ଖଣ୍ଡକୁ ୩ କୋଣିଆ କାଟି ତେଲ କିମ୍ବା ଘିଅ ଦେଗ ଭାଜି ରଖନ୍ତୁ ।ସେହି ଭଜା ବ୍ରେଡ୍ ଉପରେ ଆଳୁ କଷା,କଟା ପିଆଜ କଟା ଛତୁ ରଖି ତାୱାରେ କିଛି ସମୟ ପାଇଁ ଗରମ କରନ୍ତୁ |ତା ପରେ…

Read More