ପ୍ରସ୍ତୁତି ସାମଗ୍ରୀ– ପଣସକଠା ୧ଟି
ବୁଟଢାଲି ଅଧକପ୍
ଲଙ୍କା ୨ଟି
ଅଦା ପିଆଜ
ରସୁଣ
ଗରମମସଲା ଧନିଆପତ୍ର
ଲୁଣ ତେଜପତ୍ର, ତେଲ |
ପ୍ରଣାଳୀ- ପଣସକଠା କାଟି ସିଝେଇ ନିଅନ୍ତୁ । ଵୁଟଡାଲି ବତୁରେଇ ପଣସକଠା ଓ ବୁଟଡାଲି ବାଟିନିଅନ୍ତୁ । ଅନ୍ୟାନ୍ୟ ମସଲା ବାଟନ୍ତୁ । ତେଲ ଗରମ ହେଲେ ମସଲା କଷି ସେଥିରେ ଏଇ ବଟାକୁ ଭାଜନ୍ତୁ । ଥଣ୍ଡା ହେଲେ ଲୁଣ ଓ ଧନିଆପତ୍ର ମିଶେଇ ଛୋଟ ଛୋଟ ଗୁଳା କରି ଭାଜନ୍ତୁ । ଚିଲିସସ୍ ସହିତ ଖାଇବାକୁ ଦିଅନ୍ତୁ ।