ପ୍ରସ୍ତୁତି ସାମଗ୍ରୀ-
ମଟର ୫୦ ଗ୍ରାମ
ଗାଜର ୫୦ଗ୍ରାମ
ବିନ୍ ୫୦ଗ୍ରାମ
କାଜୁବାଦାମଗୁଣ୍ଡ ୨ ଚାମଚ
ସପୁରି ୨ ଚାମଚ
ଦହି ଅଧକପ୍
ପନିର ୫୦ଗ୍ରାମ
ଗୋଟିଏ ପିଆଜ କୋରା
ଟମାଟୋ ୨ ଟି ରସ
କଞ୍ଚାଲଙ୍କା ବଟା ଅଧ ଚାମଚ
ରସୁଣ ଅଧ ଚାମଚ
ଅଦା ଅଧଚାମଚ
ଲୁଣ
ହଳଦୀ
ଗରମମସଲା,
ଲାଲ୍ଲଙ୍କାଗୁଣ୍ଡ,
କାଜୁବାଦାମ କେଇଖଣ୍ଡ,
ରିଫାଇନ୍ତେଲ ।
ପ୍ରଣାଳୀ– ପରିବାଗୁଡିକ ଛୋଟ ଛୋଟ ଖଣ୍ଡ କାଟି ସିଝେଇ ନେବେ । ପନିର, ଆଳୁ, କାଜୁଖଣ୍ଡକୁ ଭାଜିନେବେ । ତା’ ଦେହରେ ଅଦା, ରସୁଣ, ଲଙ୍କାବଟା ଦେବେ | କିଛି ସମୟ ପରେ ଟମାଟୋ, ଦହି, ଗରମମସଲା, ଲଙ୍କାଗୁଣୁ, ହଳଦୀ, ଲୁଣ ଦେଇ ଭାଜିବେ । ଝୋଳ ବହଳିଆ ହେବାଯାଏ ରାନ୍ଧିବେ । ସପୁରି ଖଣ୍ଡ ଉପରେ ଦେଇ ଖାଇବାକୁ ଦେବେ ।