ପ୍ରସ୍ତୁତି ସାମଗ୍ରୀ- ରାଜମା ୨୦୦ଗ୍ରାମ
ଚିନି ବା ଗୁଡ ୫୦ ଗ୍ରାମ
ତେନୁଳି ଗୋଟିଏ ଗୁଳା
ରିଫାଇନ୍ ତେଲ ୪ଚାମଚ
ବେସନ ୨ ଚାମଚ
ନଡିଆକୋରୀ ଅଧକପ୍
ସୋରିଷ ୨ ଚାମଚ
ଲଙ୍କା ଲୁଣ
ହଳଦୀଗୁଣ୍ଡ,
ପାନମଧୁରୀ ୨ ଚାମଚ |
ପ୍ରଣାଳୀ- ରାତିରେ ରାଜମାକୁ ଭିଜାଇ ଦିଅନ୍ତୁ । ପ୍ରେସରକୁକରରେ ୪ଟି ହୁଇସିଲ୍ ପରେ ଓହ୍ଲେଇଦିଅନୁ । ତେନ୍ତୁଳିକୁ ଉଷୁମପାଣିରେ ଭିଜେଇ ଓଦା କାଢିଦିଅନ୍ତୁ । ବେସନକୁ ସାମାନ୍ୟ ତେଲରେ ଭାଜିନିଅନ୍ତୁ । ଏଥର କରେଇରେ ତେଲ ଦେଇ ଲଙ୍କା, ଫୁଟଣ ପକେଇ ନଡିଆକୋରା ପକାନ୍ତୁ । ତା’ପରେ ତେଜୁନିମଣ୍ତ, ଗୁଡ ପକେଇ ସିଝାରାଜମାକୁ ପକାନ୍ତୁ । ୫ମିନିଟ୍ ବେସନ ଭଜା ପକାଇ ଗୋଳାଇ ଦିଅନ୍ତୁ । ଫୂଟିଲା ପରେ କଟା ଧନିଆପତ୍ର ପକାଇ ଓହ୍ଲାନ୍ତୁ ।