Author: OdiaWeb Online

କିଛି ସମୟ ପାଇଁ ମାନସିକ ଭାରସାମ୍ୟ ହରାଇ ପାରନ୍ତି । କାର୍ଯ୍ୟ ହାନି ଘଟିବାର ସମ୍ଭାବନା ଅଛି । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ । ଭାଗ୍ୟଶାଳୀ ହୋଇପାରନ୍ତି । ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ହେବେ । ବହୁ ପରିମାଣରେ ଖର୍ଚ୍ଚାନ୍ତ ହୋଇପାରନ୍ତି । ଆଶା ଫଳବତୀ ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଐଶ୍ବର୍ଯ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଧନଲାଭ ହେବ । ଚିନ୍ତାଧାରା ଉନ୍ନତମାନର ହେବ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ସୁସ୍ଥ ଓ ନିରାମୟ ରହିବେ । ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ମଧୁରଭାଷୀ ହେବେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା ଓ କଫ ଜନିତ ପୀଡ଼ା ଭୋଗିବେ । ବିପଦ ଦୂରେଇ ଯିବ ।…

Read More

ଭିତରେ ଭାତୃ ବିବାଦ ଉଙ୍କି ମାରିପାରେ । ପ୍ରତାରିତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଯଶସ୍ବୀ ହେବେ । ଲୋଭାସକ୍ତ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ । ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ରହିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ବାଦାନୁବାଦର ସମ୍ମୁଖୀନ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି । ଦେବପୂଜାରେ ନିୟୋଜିତ ହେବେ । ଆୟ ବୃଦ୍ଧିହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ବୁଦ୍ଧିମାନର ପରିଚୟ ଦେବେ । ବ୍ୟବସାୟ ଲାଭଜନକ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ। କର୍ମରେ ଢ଼େର ଉନ୍ନତି ଆଶାକରାଯାଏ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ବିବାଦରେ…

Read More

ସମସ୍ତ ଅସୁବିଧା ଖୁବ୍ ଶ୍ରୀଘ୍ର ଦୂର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପରୋପକାର କରିବେ; ମାତ୍ର ଅପଦସ୍ତ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନେତ୍ର ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ । ଆର୍ଥିକ ସ୍ଥିତିର ଅଗ୍ରଗତି ଘଟିପାରେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ଅର୍ଥ ସହ ସମ୍ମାନ ମିଳିବ । ସକାଳୁ ଉଠିବା ପରେ କିଛି ସମୟ ପାଇଁ ସାମାନ୍ୟ ଅସସ୍ଥୁତା ଅନୁଭବ କରିପାରନ୍ତି । ସତ୍‌ସଙ୍ଗୀ ହେବେ । କୁଳଦୀପକ ଭାବେ ବଂଶ…

Read More

ବିପଦରୁ ଉଧୁରି ଯାଇପାରନ୍ତି । ପ୍ରତାରିତ ହେବା ଆଶା କରାଯାଏ । ବାଦ-ବିବାଦରେ ଅନୁତପ୍ତ ହୋଇପାରନ୍ତି । ମଧୁର ଭାଷାରେ ବିରୋଧୀଙ୍କୁ ଆୟତ୍ତ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ଗରୁକୃପା ଲାଭ କରିବେ । କାର୍ଯ୍ୟଧାରାରେ ପରିବର୍ତ୍ତନ ଘଟାଇ ସଫଳତା ଲାଭ କରିବେ । ବିଭିନ୍ନ ସୂତ୍ରରୁ; ଏପରିକି ସରକାରୀ ସ୍ତରରୁ ଧନପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳ ପ୍ରକୃତିର ହେବେ । ବ୍ୟବସାୟ ଲାଭଜନକ ହେବ । ଲୋକପ୍ରିୟତା ବୃଦ୍ଧି ହେବ । ଆଳସ୍ୟ ପରିତ୍ୟାଗ କରି କାର୍ଯ୍ୟ ହାସଲ ପାଇଁ ଲାଗି ପଡ଼ିବେ । ସୁଖୀ ହେବେ । ବହୁ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । କୀର୍ତ୍ତିମାନ ହେବେ । ଧର୍ଯ୍ୟ ସହକାରେ କାର୍ଯ୍ୟ କରିବେ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ଭ୍ରମଣ ଯୋଗ ଅଛି ।…

Read More

ମିଳିମିଶି କାର୍ଯ୍ୟ କରିବାର ସୁଯୋଗ ପାଇବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ । ମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ଲାଭ ହେବ । ଉତ୍ତମ ଭୋଜନ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ଆୟ ଆଶାନୁରୂପ ହେବ । ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଚକ୍ଷୁପୀଡ଼ା ଉପୁଜିପାରେ । ସାହସୀ, ଜ୍ଞାନୀ ଓ ଗୁପ୍ତ ବିଦ୍ୟାରେ ଆଗ୍ରହୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ଅଧିକ ପରିଶ୍ରମର ସମ୍ମୁଖୀନ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ବୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ସ୍ତରରେ ସମ୍ମାନିତ ହୋଇ ଅର୍ଥ ପାଇବେ । ଆୟ ବୃଦ୍ଧି ଘଟିବ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ…

Read More

ନୂତନ ଆୟ ପନ୍ଥା ସ୍ଥିର କରବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇବେ । କୀର୍ତ୍ତିମାନ୍ ହେବେ । ସରକାରୀ ଅର୍ଥ ମିଳିବ । ଭୋଗୀ ଓ ଗୁଣଜ୍ଞ ହୋଇପାରନ୍ତି । ପରୋପକାରୀ ହେବେ । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ଆତ୍ମସନ୍ତୋଷ ଲାଭ କରବେ । ସରକାରଙ୍କ ତରଫରୁ ଧନପ୍ରାପ୍ତ ହୋଇପାରନ୍ତି । ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିପାରନ୍ତି । କୀର୍ତ୍ତି, ମର୍ତ୍ତି, ସ୍ୱତ୍ତ୍ୱ, ସନ୍ତୋଷ ସବୁ କଛି ମିଳିପାରେ । ବିଭ୍ରାଟ ଘଟଥିବା କାର୍ଯ୍ୟର ସୁଧାର ଆଣି ସନ୍ତୁଷ୍ଟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମଉଜ ମଜଲିସରେ ଦିନଟି ଅତିବାହିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରବେ । ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଧନକ୍ଷୟ ହେବାର…

Read More

ନିଜ ଇଚ୍ଛା ଅନୁସାରେ ଫଳ ପାଇବେ । ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ୤ ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରବେ । ଚଞ୍ଚଳ ପ୍ରକୃତିର ହେବେ । ସମ୍ମାନିତ ହେବେ । ଦେଶଦର୍ଶନର ସୁଯୋଗ ମିଳିବ । କାର୍ଯ୍ୟ ହାସଲ କରବାରେ ସକ୍ଷମ ହେବେ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହବି । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ମିଳିବ । ଲାଗି ଥିବା ବିବାଦର ସୁ-ସମାଧାନ ହେବ ୤ ଘାତଚନ୍ଦ୍ର ଥାଇ ବି ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହୋଇପାରେ । ଭୋଗ-ବିଳାସ କରିପାରନ୍ତି । ଧର୍ମାତ୍ମା, ବିଦ୍ୱାନ ସାହସୀ ଓ ସମ୍ପତ୍ତିବାନ ହେବେ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ବ୍ୟବସାୟ ଲାଭଜନକ ହେବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ…

Read More

ପୈତୃକ ସମ୍ପତ୍ତି ପାଇଁ ମାଲି ମୋକଦ୍ଦମା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସନ୍‌ମାର୍ଗୀ ହୋଇ, ଦାନକୁ ବ୍ରତଭାବେ ଗ୍ରହଣ କରିବେ । ଅନୁରୂପ ଓ ଦକ୍ଷତା ବୃଦ୍ଧି ହୋଇପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ । କାବ୍ୟକର୍ତ୍ତା ହୋଇପାରନ୍ତି । ଆଶାବାଦୀ ହୋଇପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ବିଶେଷ ସଫଳତା ଲାଭ କରିପାରନ୍ତି । ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି । ଗୁଣଜ୍ଞ ହୋଇପାରନ୍ତି । ବୁଦ୍ଧିମାନ ହେବେ । ସୁଖ ମିଳିବ । ଉତ୍ତମ ମତ୍ରଙ୍କ ସାନିଧ୍ୟ ମିଳିବ । ପୁତ୍ର ସନ୍ତାନ ମିଳିପାରେ । ମନ୍ତ୍ରଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଧନ ମଳିବ…

Read More

 କର୍ମ ଫଳ ଭୋଗ କରିପାରନ୍ତି । ଥକି ପଡ଼ିଥିବାରୁ ବିଶ୍ରାମ ଗ୍ରହଣ କରିବାକୁ ଇଚ୍ଛୁକ ହେବେ । ବୁଦ୍ଧିମାନର ପରିଚୟ ଦେବେ । ଯାନବାହନ ସୁଖ ମିଳିବ । ଧନ ସହିତ ଶ୍ରେଷ୍ଠ ମାନ୍ୟତା ପୁତ୍ର ସୁଖ ମିଳିପାରେ । ମାନସିକ ସ୍ତରରେ ପ୍ରଫୁଲ୍ଲତା ବୃଦ୍ଧିହେବ । ଭୋଜନରେ ଅସନ୍ତୋଷ ପ୍ରକାଶ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶଭୁକାର୍ଯ୍ୟ କରଣୀୟ । ଆନନ୍ଦ ଉପଭୋଗ କରିବେ । ନୂତନ ଗବେଷଣା ପ୍ରତି ଆଗ୍ରହୀ ହେବେ । ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି । ଋଣ ପରିଶୋଧ କରିପାରନ୍ତି ୤ ପରିଶ୍ରମ ଅଧିକ ହୋଇପାରେ । ଅର୍ଥପ୍ରାପ୍ର ସୁଯୋଗ ସୃଷ୍ଟି ହୋଇଛି । ଶୁଭ ଖବର ପାଇ ଖୁସି ହେବେ…

Read More

ବ୍ୟୟ ବହୁଳର ସମ୍ମୁଖୀନ ହେବେ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସୁଖ ସମୃଦ୍ଧିର ସମୟ ଉପସ୍ଥିତ । ବାଣିଜ୍ୟ କାର୍ଯ୍ୟରେ ଆଗେଇବେ । ସର୍ବଜନ ସର୍ବଜନ ପ୍ରିୟ ହୋଇପାରନ୍ତି ।  ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ । ବହୁମିତ୍ରଙ୍କ ସାନିଧ୍ୟ ପାଇ ଉପକୃତ ହେବେ । ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପ୍ରୀତି ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ମନରେ ଗର୍ବଭାବ ଉଦ୍ରେକ ହେବ । ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଚକ୍ଷୁପୀଡ଼ା ଉପିଜିବ । ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ ।…

Read More