Odia Rashiphala

Odia Rasiphala Wednesday 30th January 2019

Daily Odia Horoscope

ବ୍ୟୟ ବହୁଳର ସମ୍ମୁଖୀନ ହେବେ । ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସୁଖ ସମୃଦ୍ଧିର ସମୟ ଉପସ୍ଥିତ । ବାଣିଜ୍ୟ କାର୍ଯ୍ୟରେ ଆଗେଇବେ । ସର୍ବଜନ ସର୍ବଜନ ପ୍ରିୟ ହୋଇପାରନ୍ତି ।
 ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ । ବହୁମିତ୍ରଙ୍କ ସାନିଧ୍ୟ ପାଇ ଉପକୃତ ହେବେ । ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ପ୍ରୀତି ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।
ମନରେ ଗର୍ବଭାବ ଉଦ୍ରେକ ହେବ । ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ । ଦାମ୍ପତ୍ୟ ଜୀବନ ସଖୁପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁନାଶ କରିବାରେ ସକ୍ଷମ ହେବେ । ଚକ୍ଷୁପୀଡ଼ା ଉପିଜିବ ।
ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । କ୍ରୋଧିତ ହୋଇପାରନ୍ତି । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ଯଦିଓ ହିଂସା ମାର୍ଗରେ ମନବଳାଇବେ; ତଥାପି ଶ୍ରେଷ୍ଠ ମାନ୍ୟତା ମିଳିବ ।
 ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ୟ ହୋଇପାରେ । ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି । କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇପାରନ୍ତି । କର୍ମ ତତ୍ପରତା ପ୍ରକାଶ ପାଇବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ ।
ଚିନ୍ତା ଦୂରେଇ ଯିବ । ପରିଶ୍ରମର ମୂଲ୍ୟ ମିଳିବ । କାର୍ଯ୍ୟରେ ସଫଳତା ଲାଭ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ସରକାରୀ ସ୍ତରରୁ ସମ୍ମାନିତ ହେବେ । ବିଦ୍ୟା ଅର୍ଜନରେ ସକ୍ଷମ ହୋଇପାରନ୍ତି । ମାନସିକ ଅଶାନ୍ତି ଦୂର ହେବ ।
କୌଣସି ଦିଗରୁ ବିଚାର ନ କରି କାର୍ଯ୍ୟ କରି ଚାଲିବେ । ବିଚାର ଆଲୋଚନା ନ କରି କାର୍ଯ୍ୟ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହେବ । ବାଧା-ବିଘ୍ନ ସତ୍ତ୍ୱେ କାର୍ଯ୍ୟରେ ସଫଳତା ମିଳିବ । ବିଭିନ୍ନ ଦିଗରୁ ଧନାଗମର ସଯୋଗ ସୃଷ୍ଟି ହୋଇଛି ।
 ଗୃହ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଲକ୍ଷ୍ମୀ ବରଦାୟିକା ଅଛନ୍ତି । ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହୋଇପାରେ।
ଭ୍ରାତୃସ୍ନେହୀ ହୋଇପାରନ୍ତି । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ସମସ୍ୟା ଦୂର ହୋଇପାରେ । ସର୍ବତ୍ର ଶୁଭ ଆଶା କରାଯାଏ । କାର୍ଯ୍ୟ କ୍ଷେତ୍ରରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ । ମଧୁରଭାଷୀ ହେବେ । ସଫଳତାର ଶୀର୍ଷକୁ ଯିବେ ।
ଶୁଭକର୍ମ ସବୁ ବାଧାବିଘ୍ନକୁ ଏଡ଼ାଇ ଧୀରେ ସୁସ୍ଥେ ଆଗକୁ ବଢ଼ିବେ । ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କୀର୍ତ୍ତିମାନ୍ ହେବେ । ଆଦର ଅଭ୍ୟର୍ଥନା ମିଳିବ । କରିତ୍‌କର୍ମା ହେବେ । ବ୍ୟବସାୟ ଲାଭଜନକ ହେବ । ସରକାରୀ ଅର୍ଥ ମିଳିବ।
ବିଚାର ବିମର୍ଶ ଓ ଆଲୋଚନାରୁ ଉପକୃତ ହୋଇପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଆୟ ଆଶାନୁରୂପ ହେବ । ପାରିବାରିକ ସମୃଦ୍ଧି ଆଶା କରାଯାଏ । ବ୍ୟବସାୟ ଲାଭଜନକ ହେବ । କୀର୍ତ୍ତିମାନ୍ ହେବେ । ସର୍ବ ସୁଖ ଆଶା କରାଯାଏ।
ପାରିବାରିକ ଅଶାନ୍ତି ଦୂରେଇ ଯିବ । ଜନ ସଂପର୍କ ବୃଦ୍ଧି ପାଇବ । ପରିଶ୍ରମ ଅଧିକ ହେବ; ମାତ୍ର ସ୍ୱଳ୍ପ ଲାଭ ମିଳିପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନସାରା କାର୍ଯ୍ୟ ବ୍ୟସ୍ତରେ ରହିବେ । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X