ନୂତନ ଆୟ ପନ୍ଥା ସ୍ଥିର କରବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇବେ । କୀର୍ତ୍ତିମାନ୍ ହେବେ । ସରକାରୀ ଅର୍ଥ ମିଳିବ । ଭୋଗୀ ଓ ଗୁଣଜ୍ଞ ହୋଇପାରନ୍ତି । | |
ପରୋପକାରୀ ହେବେ । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ଆତ୍ମସନ୍ତୋଷ ଲାଭ କରବେ । ସରକାରଙ୍କ ତରଫରୁ ଧନପ୍ରାପ୍ତ ହୋଇପାରନ୍ତି । ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିପାରନ୍ତି । କୀର୍ତ୍ତି, ମର୍ତ୍ତି, ସ୍ୱତ୍ତ୍ୱ, ସନ୍ତୋଷ ସବୁ କଛି ମିଳିପାରେ । | |
ବିଭ୍ରାଟ ଘଟଥିବା କାର୍ଯ୍ୟର ସୁଧାର ଆଣି ସନ୍ତୁଷ୍ଟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମଉଜ ମଜଲିସରେ ଦିନଟି ଅତିବାହିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରବେ । | |
ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସତର୍କରେ ଚଳିବେ । | |
ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରନ୍ତି । ସୁବର୍ଣ୍ଣାଦି ଧାତୁଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ସହାୟତା ମଳିବ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ସୁଖରେ ଦିନଟି ବିତିବ । | |
ପାରିବାରିକ ସୁଖ ଅବ୍ୟାହତ ରହିବ । ବିଭିନ୍ନ ସୂତ୍ରରୂ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ ହୋଇପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । କର୍ମଚାରୀ ସୁଖୀ ହେବେ । | |
କାର୍ଯ୍ୟରେ ପରିବର୍ତ୍ତନ ଘଟିବ । ଅଧିକ ଦାୟିତ୍ୱ ବହନ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ମନରେ ସରସତା ଆସିବ । ଚଞ୍ଚଳ ପ୍ରକୃତର ହେବେ । ପାରିବାରିକ ସୁଖ ଅବ୍ୟାହତ ରହିବ । | |
ସୁଯୋଗର ସଦୁପଯୋଗ ହୋଇପାରନ୍ତି । କାର୍ଯ୍ୟ ସହଜ ଓ ସୁଗମ ହୋଇପାରେ । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ । କୃଷକର୍ମ ଲାଭ ଜନକ ହେବ । ଯାନବାହନ ସୁଖ ମିଳିବ । ସମସ୍ତଙ୍କ ପ୍ରିୟ ପାତ୍ର ହେବେ । | |
ପରିଶ୍ରମର ମୂଲ୍ୟାଙ୍କନ ହେବ । ହସ-ଖୁସିରେ ଦିନଟି ଅତିବାହିତ ହୋଇପାରନ୍ତି । ଯଶସ୍ୱୀ ହେବେ । ମିତ୍ର ଲାଭ ହୋଇପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ମହାନ୍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । | |
ସହଯୋଗ ନ ମିଳିବାର ମନଦୁଃଖ ହୋଇପାରନ୍ତି; ମାତ୍ର ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବ । ଚଞ୍ଚଳମନା ହେବେ । ଅତିସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । | |
ଆୟ ଆଶାନୁରୂପ ହେବ । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟତ ହେବେ । ସୁସ୍ଥ ଓ ନରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । | |
ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚ ପରିମାଣ ଅଧିକତର ହେବ । ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ଶାରୀରିକ କ୍ଳେଶ ଉପଜିପାରେ । |