Odia Rashiphala

Odia Rasiphala Thursday 7th February 2019

Daily Odia Horoscope

ନୂତନ ଆୟ ପନ୍ଥା ସ୍ଥିର କରବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ପାଇବେ । କୀର୍ତ୍ତିମାନ୍ ହେବେ । ସରକାରୀ ଅର୍ଥ ମିଳିବ । ଭୋଗୀ ଓ ଗୁଣଜ୍ଞ ହୋଇପାରନ୍ତି ।
ପରୋପକାରୀ ହେବେ । କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରି ଆତ୍ମସନ୍ତୋଷ ଲାଭ କରବେ । ସରକାରଙ୍କ ତରଫରୁ ଧନପ୍ରାପ୍ତ ହୋଇପାରନ୍ତି । ପ୍ରଦୂଷଣ ମୁକ୍ତ ଗୃହରେ ବାସ କରିପାରନ୍ତି । କୀର୍ତ୍ତି, ମର୍ତ୍ତି, ସ୍ୱତ୍ତ୍ୱ, ସନ୍ତୋଷ ସବୁ କଛି ମିଳିପାରେ ।
ବିଭ୍ରାଟ ଘଟଥିବା କାର୍ଯ୍ୟର ସୁଧାର ଆଣି ସନ୍ତୁଷ୍ଟ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ମଉଜ ମଜଲିସରେ ଦିନଟି ଅତିବାହିତ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିବାଦୀୟ ଘଟଣାରେ ବିଜୟ ଲାଭ କରବେ ।
ପ୍ରିୟ ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ସତର୍କରେ ଚଳିବେ ।
ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହୋଇପାରନ୍ତି । ସୁବର୍ଣ୍ଣାଦି ଧାତୁଦ୍ରବ୍ୟ ଲାଭ ହୋଇପାରେ । ବନ୍ଧୁ ସହାୟତା ମଳିବ । ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ । ସୁଖରେ ଦିନଟି ବିତିବ ।
ପାରିବାରିକ ସୁଖ ଅବ୍ୟାହତ ରହିବ । ବିଭିନ୍ନ ସୂତ୍ରରୂ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ ହୋଇପାରନ୍ତି । ବ୍ୟବସାୟରେ ସାମାନ୍ୟ ଲାଭ ମିଳିବ । କର୍ମଚାରୀ ସୁଖୀ ହେବେ ।
କାର୍ଯ୍ୟରେ ପରିବର୍ତ୍ତନ ଘଟିବ । ଅଧିକ ଦାୟିତ୍ୱ ବହନ ହୋଇପାରନ୍ତି । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ବିଶେଷ ଉପକୃତ ହେବେ । ମନରେ ସରସତା ଆସିବ । ଚଞ୍ଚଳ ପ୍ରକୃତର ହେବେ । ପାରିବାରିକ ସୁଖ ଅବ୍ୟାହତ ରହିବ ।
ସୁଯୋଗର ସଦୁପଯୋଗ ହୋଇପାରନ୍ତି । କାର୍ଯ୍ୟ ସହଜ ଓ ସୁଗମ ହୋଇପାରେ । କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ । କୃଷକର୍ମ ଲାଭ ଜନକ ହେବ । ଯାନବାହନ ସୁଖ ମିଳିବ । ସମସ୍ତଙ୍କ ପ୍ରିୟ ପାତ୍ର ହେବେ ।
ପରିଶ୍ରମର ମୂଲ୍ୟାଙ୍କନ ହେବ । ହସ-ଖୁସିରେ ଦିନଟି ଅତିବାହିତ ହୋଇପାରନ୍ତି । ଯଶସ୍ୱୀ ହେବେ । ମିତ୍ର ଲାଭ ହୋଇପାରେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ପ୍ରତିଯୋଗିତା ଆପଣଙ୍କ ସପକ୍ଷରେ ଯିବ । ମହାନ୍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ ।
ସହଯୋଗ ନ ମିଳିବାର ମନଦୁଃଖ ହୋଇପାରନ୍ତି; ମାତ୍ର ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ବ୍ୟବସାୟ ଲାଭଜନକ ହେବ । ଚଞ୍ଚଳମନା ହେବେ । ଅତିସୁଖୀ ଓ କୀର୍ତ୍ତିମାନ୍ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ ।
ଆୟ ଆଶାନୁରୂପ ହେବ । ସରକାରୀ କିମ୍ବା ବନ୍ଧୁ ସହାୟତାରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟତ ହେବେ । ସୁସ୍ଥ ଓ ନରାମୟ ରହିବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ ।
ବନ୍ଧୁମେଳରେ ଅପ୍ରିୟ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଖର୍ଚ୍ଚ ପରିମାଣ ଅଧିକତର ହେବ । ସ୍ନେହପୂର୍ଣ୍ଣ କଥାବାର୍ତ୍ତାରେ ପରକୁ ଆପଣାର କରିବାରେ ସକ୍ଷମ ହେବେ । ଶାରୀରିକ କ୍ଳେଶ ଉପଜିପାରେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X