Author: OdiaWeb Online

ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ନାନାବିଧ ସମ୍ମାନର ଅଧିକାରୀ ହେବେ । ଯାନବାହନ ସୁଖ ମିଳିପାରେ । କୀର୍ତ୍ତିମାନ୍ ହେବେ । ଭୋଗ-ବିଳାସ କରପାରନ୍ତି । ଗୁଣବାନ୍ ହେବେ । ମନ ପ୍ରସନ୍ନ ରହିବ । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ । ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ସରକାରୀ ଅର୍ଥ ମଳିବ । ଉତ୍ତମ ଗୃହରେ ବାସ କରପାରନ୍ତି । କୀର୍ତ୍ତିମାନ୍ ହେବେ । ବହୁବିଧ ଧନର ଅଧିକାରୀ ହୋଇପାରନ୍ତି । ଗୁଣଯୁକ୍ତ ହେବେ । କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ । ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧନବାନ୍ ହୋଇପାରନ୍ତି । ଘରଣୀଙ୍କ ମନନେବାରେ ସଦ୍ଧିହସ୍ତ ହେବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ରଙ୍କ ପାଇଁ ସୁଖ ଭୋଗ କରିବେ । ମୃଗଶିରା ଓ ପୁନର୍ବସୁ ନକ୍ଷତ୍ରର ସ୍ୱଳ୍ପ ଫଳ । ପୁଷ୍ୟା ଓ ଅଶ୍ଳେଷା…

Read More

ଅତିଥି ସତ୍କାର କରିପାରନ୍ତି । ଧନ-ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢ଼ି ତୋଳିବ । ଗରୁକୃପା ଲାଭ କରିପାରନ୍ତି । ଯେକୌଣସି ସୂତ୍ରରୂ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଆପଣଙ୍କ ମନରେ ଉପୁଜିଥିବା ସନ୍ଦେହ ମୋଚନ ହେବ । ଦୃଢ଼ ମନୋବଳକୁ ପାଥେୟ କରି କର୍ମ ମାର୍ଗରେ ଅଗ୍ରସର ହେବେ । ଅର୍ଥପ୍ରାପ୍ତିରେ ସୁଖ ଅନୁଭବ କରିପାରନ୍ତି । କର୍ମରେ ଆନନ୍ଦ ମିଳିବ । କୌଶଳରେ କାର୍ଯ୍ୟ ହାସଲ କରିବେ । ପରିଶ୍ରମୀ ହେବେ ଓ ତା’ର ମୂଲ୍ୟ ମିଳିବ । କାର୍ଯ୍ୟ ସଂପାଦନ କରିବା କଷ୍ଟସାଧ୍ୟ ହେବ । ବିନୟୀ ସ୍ୱଭାବ ସମ୍ପନ୍ନ ହେବେ । ଜଣେ ମହାନ୍ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ । ସତ୍‌ପଥଗାମୀ ଓ ପ୍ରତାପୀ ହେବେ । ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟପାଇଁ କାର୍ଯ୍ୟ କରିବେ । ଶାରୀରିକ ପୀଡ଼ା ଅନୁଭବ…

Read More

ବିଭିନ୍ନ ସୂତ୍ରରୂ ଆୟ ଆଶାନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ । ଅର୍ଥ ମିଳିବ । ରୋଜଗାରର ମାର୍ଗ ଉନ୍ମୁକ୍ତ ରହିଛି । ଶ୍ରମ ସାର୍ଥକ ହେବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ଦାମ୍ପତ୍ୟ ସୁଖ ମିଳିବ । ଧର୍ମାତ୍ମା ହେବେ । ଚିନ୍ତାମୁକ୍ତ ହୋଇପାରନ୍ତି । ସାମାନ୍ୟ ମାତ୍ରାର ଶାରୀରିକ…

Read More

ଅଜାଣତରେ ପ୍ରତାରିତ ହୋଇପାରନ୍ତି । କର୍ମ ଚଞ୍ଚଳ ରହିବେ । ନିଜ କୁଳକୁ ଉଜ୍ଜଳମୟ କରି ଗଢ଼ିତୋଳିବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଦୟାଳୁ ସ୍ୱଭାବର ହେବେ । ଦୂରଦୃଷ୍ଟି ସମ୍ପନ୍ନ ହେବେ । ପରୋପକାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । ଦେହ ଓ ମନ ଭଲ ରହିଲେ ବି ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଈର୍ଷାଳୁ ସ୍ୱଭାବ ପରିତ୍ୟାଗ କଲେ ସାମାଜିକ ଆଦର ମିଳିବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସତର୍କତାର ଦିନଟିଏ । ଉତ୍ସବାଦିରେ ବନ୍ଧୁଙ୍କ ସହ ମିଳିତ ହେବେ । ସୁଖ-ସମ୍ଭୋଗ କରିପାରନ୍ତି । ବ୍ୟବସାୟ…

Read More

ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିବେ । ନୃତ୍ୟ ସଙ୍ଗୀତ ପ୍ରିୟ ହେବେ । ଗୁଣଜ୍ଞ ହୋଇପାରନ୍ତି । ଉପଯୁକ୍ତ କର୍ମାନୁରକ୍ତ ହେବେ । ସରକାରଙ୍କ ତରଫରୁ ଅର୍ଥ ପାଇ ଧନଶାଳୀ ହୋଇପାରନ୍ତି । ସୁଖ ମିଳିବ । ବୁଦ୍ଧିମାନ୍ ହେବେ । ଯାନବାହନ ସୁଖ ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ମଣି ଭୂଷଣାଦିଯୁକ୍ତ ହୋଇପାରନ୍ତି । ପରୋପକାର କରି ଆତ୍ମ ସନ୍ତୋଷ ଲାଭ କରିବେ । ଭୋଗାସକ୍ତ ହେବେ । ବିନୀତ ସ୍ୱଭାବର ହେବେ । ଚାକିରି କ୍ଷେତ୍ରରେ ଭ୍ରମଣ ଯୋଗ ଅଛି । ଧର୍ମ-ଧାରଣାରେ ମନୋନିବେଶ କରିପାରନ୍ତି । ପୁଅ ଓ ବନ୍ଧୁଙ୍କ ପାଇଁ ସୁଖଭୋଗ କରିବେ । ମାନ୍ୟତା ମିଳିପାରେ । ରାଜପ୍ରସାଦ ପରି ପ୍ରଦୂଷଣମୁକ୍ତ ଗୃହ ସୁଖ ମିଳିପାରେ । ପଡ଼ୋଶୀଙ୍କ ସହାୟତାରେ ଲାଭବାନ୍ ହେବେ । ଆଶାବାଦୀ ହେବେ । ପରୋପକାରୀ ହୋଇପାରନ୍ତି । ଉତ୍ସାହିତ ହୋଇ ନିଜର କର୍ତ୍ତବ୍ୟ…

Read More

ପ୍ରିୟ ବ୍ୟକ୍ତିଙ୍କ ସହ ମତାନ୍ତର ଘଟପାରେ । ପରୋପକାର କର ଆତ୍ମ ସନ୍ତୋଷ ମଳିବ । ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି । ଦାନକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ସନ୍‌ମାର୍ଗୀ ଧନବାନ୍ ହେବେ । ସୁଖ ମିଳିବ । ଅତ୍ୟଧିକ ଅର୍ଥପ୍ରାପ୍ତ ଆଶାରେ କାର୍ଯ୍ୟ ବ୍ୟସ୍ତ ରହିବେ । ଶାରୀରକ ଅସୁସ୍ଥତା ଅନୁଭବ କରିପାରନ୍ତି । ଦ୍ରବ୍ୟନଷ୍ଟ ହେବାର ସୂଚନା ମିଳୁଛ । ପରୋପକାରୀ ହେବେ । ମଣି-ଭୂଷଣ ଆଦି ପ୍ରାପ୍ତ ହେବେ । ସରକାରୀ ମାନ୍ୟତା ମଳିବ । କାର୍ଯ୍ୟକ୍ଷେତ୍ର ଲାଭଦାୟକ ହେବ । ସୁଖ ସମ୍ଭୋଗ କରିପାରନ୍ତି । ବହୁ ଶୁଭଫଳ ଆଶା କରାଯାଏ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁଅ ମିତ୍ରଲୋକମାନଙ୍କ ପାଇଁ ସୁଖଭୋଗ କରିବେ । ମା’ଙ୍କ ସହ ବିମନା ହେବେ । ମାନସକ ସ୍ତରରେ ଆଘାତ ପ୍ରାପ୍ତ ହୋଇପାରନ୍ତି । କୌଣସ ଏକ ଅଘଟଣକୁ ନେଇ କ୍ରୋଧିତ…

Read More

ଦୃଢ଼ ଆତ୍ମ ବିଶ୍ୱାସ ନେଇ କାର୍ଯ୍ୟ କରିବେ । ସେବା-ପୂଜାରେ ମନୋନିବେଶ କରିବେ । ଭାଗ୍ୟଶାଳୀ ହେବେ । ଭୋଗ ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା ପ୍ରବାସପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ । ବିରକ୍ତି ପ୍ରକାଶ କଲେ ଅପ୍ରିୟ ହେବେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଈର୍ଷା ପରିତ୍ୟାଗ କଲେ ଲୋକପ୍ରିୟ ହୋଇପାରନ୍ତି । ସ୍ୱାଭିମାନୀ ହୋଇପାରନ୍ତି । ଭାଗ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ହେତୁ ସତର୍କ ରହିବେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ପ୍ରୀତି ଲାଭ କରି ଉତ୍‌ଫୁଲ୍ଲିତ ହେବେ । ବ୍ୟବସାୟ ଲାଭଜନକ ହେବ । ସମାଜ ସେବାପ୍ରତି ମନ ବଳାଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । ବିବାହ ବିଳମ୍ବ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଭାଇମାନଙ୍କ…

Read More

ମନ ବ୍ୟାକୁଳିତ ହେବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଖର୍ଚ୍ଚାନ୍ତ ହେବେ । ସରକାରୀ ଅର୍ଥ ପାଇପାରନ୍ତି । ନିଜ କର୍ମରେ ଦକ୍ଷତା ପ୍ରତିପାଦନ କରିବେ । ଚତୁର ହେବେ । ଧର୍ମ କ୍ରିୟାରତ ଓ ମନୋଜ୍ଞ ହେବେ । ପାରିବାରିକ ସ୍ତରରେ ବାଦ-ବିବାଦ ଉପୁଜିପାରେ; ଆନନ୍ଦ-ଉତ୍ସବ ଊଣା ହେବ ନାହିଁ । ବୁଦ୍ଧିମାନ୍ ହେବେ । ସରକାରୀ ମାନ୍ୟତା ସହିତ ଅର୍ଥ ପ୍ରାପ୍ତର ସୂଚନା ମିଳୁଛି । ପରୋପକାରୀ ହେବେ । ଭୋଗାସକ୍ତ ହେବେ । ଗୁଣୀ ହେବେ । ଯୋଜନା ଫଳପ୍ରସୂ ହୋଇପାରେ । ନିର୍ଭୀକ ଭାବେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ କରିବେ । ରାଜ ପ୍ରାସାଦ ହେତୁକ ସୁଖ ମିଳିପାରେ । ସୁବର୍ଣ୍ଣାଦି ମୂଲ୍ୟବାନ୍ ଧାତୁଦ୍ରବ୍ୟ ସହିତ ଯାନ-ବାହନ ସୁଖ ପାଇପାରନ୍ତି । ଅଟକି ରହିଥିବା ଅର୍ଥ ମିଳିବ । ସେଥିପାଇଁ ଆତ୍ମସନ୍ତୋଷ ମିଳିପାରେ । ଉଚ୍ଚଆଶା ଫଳବତୀ ହେବ । ବିଭିନ୍ନ ସ୍ତରରେ…

Read More

ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନିର ସମ୍ଭାବନା ଅଛି । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରୁକ୍ତ ହେବେ । ଯଶସ୍ୱୀ ହେବେ । ସରକାରୀ ଅର୍ଥ ପାଇ ଧନଶାଳୀ ହେବେ । ନିଜକୁ ନିଜେ ସାନ୍ତ୍ୱନା ଦେବେ । ବନ୍ଧୁମିଳନର ସୁଯୋଗ ଅଛି । ସୁଖକର ଘଟଣା ମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଉତ୍ତମ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । ଆୟ ଆଶାନୁରୂପ ହେବ । ବେଳେବେଳେ ଅସହାୟତା ପ୍ରକାଶ କରିପାରନ୍ତି । ଶତ୍ରୁ ପରାଜିତ ହେବ । ମାନସିକ ଶାନ୍ତି ଫେରି ପାଇବେ। ସୁ- ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । ଚାଷ କାର୍ଯ୍ୟରେ ଉନ୍ନତି ଘଟିବ । ବିଚାର ଆଲୋଚନା…

Read More

କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ । ଗୃହରେ ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କାର୍ଯ୍ୟ କ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବେ । ବ୍ୟବସାୟରେ ପ୍ରଚୁର ଲାଭ ହେବ । ଜନ ସାଧାରଣଙ୍କର ପ୍ରିୟ ପାତ୍ର ହେବେ । ବିଚକ୍ଷଣ ହେବେ । ପରିବାରରୁ ଦୁଃଖ ମିଳିପାରେ । ଅନାଦର ହୋଇପାରନ୍ତି । ଧର୍ମ କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଅପରାହ୍ନରୁ ପାରିବାରିକ ଶାନ୍ତିର ଅଭ୍ୟୁଦୟ ହେବ । ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ସ-ଭୋଜନ ମିଳିବ । କାର୍ଯ୍ୟରେ ସଫଳ ହେବେ । ବୈଦିକ ଶକ୍ତି ସାହାଯ୍ୟ ମିଳିବ । ସ୍ୱାଧୀନ ଭାବେ କିଛି କାର୍ଯ୍ୟ କରିବ । କଷ୍ଟପ୍ରଦ ହୋଇପାରେ । ବିବାଦୀୟ ପରିସ୍ତିତି ଉପୁଜି ପାରେ । ସତ୍‌ପଥଗାମୀ ହେବେ । ବହୁ ମିତ୍ର ସାହାଯ୍ୟ, ସହାନୁଭୂତି ମିଳିବ । ଜ୍ଞାନୀ ହେବେ । ଅଜଣା ବ୍ୟକ୍ତି ଦ୍ୱାରା ଉପକୃତ ହୋଇପାରନ୍ତି । ବ୍ୟାକୁଳିତ ହୋଇପାରନ୍ତି । ଉଚ୍ଚ…

Read More