Odia Rashiphala

Odia Rasiphala Monday 11th February 2019

Daily Odia Horoscope

ସମସ୍ତ ଅସୁବିଧା ଖୁବ୍ ଶ୍ରୀଘ୍ର ଦୂର ହେବ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ରୋଜଗାର ଆଶାନୁରୂପ ହେବ । ମାଲିମୋକଦ୍ଦମାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।
ପରୋପକାର କରିବେ; ମାତ୍ର ଅପଦସ୍ତ ହୋଇପାରନ୍ତି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ନେତ୍ର ପୀଡ଼ା ଅନୁଭବ କରିପାରନ୍ତି । ମଧୁରଭାଷୀ ହେବେ । ସାହସୀ ଓ ଜ୍ଞାନୀ ହେବେ ।
ଆର୍ଥିକ ସ୍ଥିତିର ଅଗ୍ରଗତି ଘଟିପାରେ । ଧନ ପ୍ରାପ୍ତିର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଯଶସ୍ବୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ସରକାରୀ ଅର୍ଥ ସହ ସମ୍ମାନ ମିଳିବ ।
ସକାଳୁ ଉଠିବା ପରେ କିଛି ସମୟ ପାଇଁ ସାମାନ୍ୟ ଅସସ୍ଥୁତା ଅନୁଭବ କରିପାରନ୍ତି । ସତ୍‌ସଙ୍ଗୀ ହେବେ । କୁଳଦୀପକ ଭାବେ ବଂଶ ମର୍ଯାଦାକୁ ଆଲୋକିତ କରିବେ । ଦୟାଳୁ ହେବେ । ବ୍ୟବସାୟ ଲାଭଜନକ ହେବ ।
କିଛି ଭୁଲ କାର୍ଯ୍ୟ କରି ଅନୁତପ୍ତ ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତ ହୋଇ ମହାପୁଣ୍ୟ ଅର୍ଜନ କରିବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ଅତିବାହିତ କରିବେ । ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ । ସୁଖୀ ହେବେ ।
ବିଜ୍ଞ ଲୋକ ସହିତ ବନ୍ଧୁତା ସୃଷ୍ଟି କରିବେ । ଦିନଟି ସୁଖମୟ ହେବ । କଷ୍ଟକର ହେବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି । ମିତ୍ରମାନେ କରଛଡ଼ା ଦେଇପାରନ୍ତି ।
ପରିବାରର ଅତି ନିଜଲୋକଙ୍କ ପାଇଁ ଅସୁବିଧା ଉପୁଜିପାରେ। ବ୍ୟବସାୟ ଲାଭଜନକ ହେବ । ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବେ । ଶାନ୍ତ ଓ ଧର୍ଯ୍ୟବାନ୍ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ ।
ଦିନସାରା କାର୍ଯ୍ୟବ୍ୟସ୍ତ ରହିବେ । ନିଜ କାର୍ଯ୍ୟ ପାଇଁ ମନରେ ଗର୍ବଭାବ ଆସିପାରେ । ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ସଦିଚ୍ଛା ଭାବ ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳିଷ୍ଠ ଓ ଶ୍ରତୁହନ୍ତା ହେବା ଆଶାକରାଯାଏ ।
ଧୈର୍ଯ୍ୟର ସହ କାର୍ଯ୍ୟ କରି ସଫଳତା ପାଇଁ ଖୁସି ହୋଇପାରନ୍ତି । ଚଞ୍ଚଳ ଚେଷ୍ଟିତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପାଇଁ ଆଗ୍ରହୀ ହେବେ । ପୁତ୍ର ସୁଖ ମିଳିବା ଆଶାକରାଯାଏ ।
ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ପୂଣ୍ୟ କରି ଆତ୍ମତୃପ୍ତି ଲାଭ କରିବେ । ଶୋଭନ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ରହିବେ । କୃଷି ଖେତରୁ ଲାଭ ମିଳିବ ।
ଆୟର ସ୍ୱଚ୍ଛତା ଆପଣଙ୍କୁ ଖୁସି କରାଇ ନ ପାରେ। ଆପଣଙ୍କ ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଧାର୍ମିକ ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କ ଠାରୁ ଆଦରସମ୍ମାନ ମିଳିବ ।
ମାନସିକ ଚାପ ବୃଦ୍ଧି ହୋଇପାରେ । ସ୍ୱାଧୀନ ଭାବେ ମିଳି-ମିଶି କାର୍ଯ୍ୟ କରିବା କଷ୍ଟଦାୟକ ହେବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ସହନଶୀଳ ହେବେ । ଶାନ୍ତିପ୍ରିୟ ହୋଇପାରନ୍ତି । ଉଦାର ଓ ବିଦ୍ୟାପ୍ରେମୀ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X