Odia Rashiphala

Odia Rasiphala Tuesday 12th February 2019

Daily Odia Horoscope

ଭିତରେ ଭାତୃ ବିବାଦ ଉଙ୍କି ମାରିପାରେ । ପ୍ରତାରିତ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ଯଶସ୍ବୀ ହେବେ । ଲୋଭାସକ୍ତ ହୋଇପାରନ୍ତି । ବିନୀତ ସ୍ୱଭାବର ହେବେ ।
ଧର୍ମ-ଧାରଣାରେ ଉତ୍ସର୍ଗୀକୃତ ମନୋଭାବ ରହିବ । ଧନକ୍ଷୟ ହେବାର ସମ୍ଭାବନା ଅଛି । ବାଦାନୁବାଦର ସମ୍ମୁଖୀନ ହେବେ । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବର ହୋଇପାରନ୍ତି । ସ୍ତ୍ରୀ ଧନ ହେତୁ ସୁଖୀ ହୋଇପାରନ୍ତି ।
ଦେବପୂଜାରେ ନିୟୋଜିତ ହେବେ । ଆୟ ବୃଦ୍ଧିହେବାର ସୂଚନା ମିଳୁଛି । ବ୍ୟବସାୟ ଲାଭଜନକ ହେବ । କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି । ବୁଦ୍ଧିମାନର ପରିଚୟ ଦେବେ ।
ବ୍ୟବସାୟ ଲାଭଜନକ ହୋଇପାରେ । ସାଧନାରେ ସିଦ୍ଧିଲାଭ କରିବେ। କର୍ମରେ ଢ଼େର ଉନ୍ନତି ଆଶାକରାଯାଏ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ବିବାଦରେ ବିଜୟ ଲାଭ କରିପାରନ୍ତି । ମହାଧନ ପ୍ରାପ୍ତ ହେବେ । ଉତ୍ତମ ଭୋଜନ ମିଳିବ ।
ଦୂରୁହ କାର୍ଯ୍ୟରେ ସଫଳତା ଅବଶ୍ୟ ମିଳିବ । ସେବା କାର୍ଯ୍ୟରେ ନିୟୋଜିତ ହେବେ । ଶୁଭ ସମ୍ବାଦ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ପାରିବାରିକ ସୁଖ, ସମୃଦ୍ଧି ଆଶା କରାଯାଏ । ବହୁଦିନ ଆଶାପୂର୍ଣ୍ଣ ହେବାର ସୂଚନା ମିଳୁଛି ।
ଦୁରୂହ ସଂପର୍କ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ପରିସ୍ଥିତି ପ୍ରତିକୂଳ ରହିପାରେ । ସମ୍ମାନିତ ହେବେ । ଯଶସ୍ୱୀ ହୋଇପାରନ୍ତି । ମାନସିକ ଅଶାନ୍ତି ଦୂର ହେବ । ସର୍ବତ୍ର ସୁଖ ମିଳିବ । ବିଜୟୀ ହେବେ ।
ପାରିବାରକି ବିଶୃଙ୍ଖଳାର ଅବସାନ ଘଟିପାରେ । କର୍ମକ୍ଷେତ୍ରରେ ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରଫୁଲ୍ଲିତ ରହିବ । ସୁଖରେ ଦିନଟି ଅତିବାହିତ କରିପାରନ୍ତି । ଶାସ୍ତ୍ର ପରିତ୍ୟାଗ ଯୋଗୁଁ ମହାଭୟ ପାଇ ପାରନ୍ତି ।
କୌଣସି କାରଣରୁ ମାନସିକ ସ୍ତରରେ ବିଷାଦିତ ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତୁ ଅନୁଭବ କରବେ । ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଦେବ ଦର୍ଶନ କରି ଶାନ୍ତି ଓ ସନ୍ତୋଷ ଲାଭ କରିବେ । ସୁସ୍ଥ ରହିବେ । ଶତ୍ରୁ ଦମନ କରବେ ।
ସେବାମୂଳକ କାର୍ଯ୍ୟରେ ଆଗ୍ରହୀ ହୋଇପାରନ୍ତି । ଲେଖା-ପଢ଼ାରେ ପାରଦର୍ଶୀ ହେବେ । ଗୃହକାର୍ଯ୍ୟରେ ଧ୍ୟାନ ଦେବେ । ବିଭିନ୍ନ ସୂତ୍ରରୁ ଧନପ୍ରାପ୍ତିର ସଯୋଗ ସୃଷ୍ଟି ହୋଇଛି । ପାରିବାରିକି ସୁଖ ମିଳିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ ।
ପରିସ୍ଥିତି ଲାଭପ୍ରଦ ହୋଇପାରେ । ଚିନ୍ତାଧାରା ଉନ୍ନତମାନର ହେବ । ନୂଆ ବନ୍ଧୁ ଜୁଟି ପାରନ୍ତି । ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି । କୃଷି କାର୍ଯ୍ୟରେ ଲାଭବାନ ହେବେ । ଯାନବାହନ ଚଳାଚଳ ସୁଖଦାୟକ ହୋଇପାରେ ।
ଦେବ ଦର୍ଶନରେ ଆନନ୍ଦ ମିଳିବ । ମନୋବଳ ଦୃଢ଼ ରହିବ । ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି । ଉଚ୍ଚ ଆଶା ଫଳବତୀ ହେବ । ଠାକୁରଙ୍କ ପୂଜାରେ ନିମଗ୍ନ ହୋଇପାରନ୍ତି । କର୍ମକ୍ଷେତ୍ରରେ ସଫଳତା ଲାଭ କରବେ । କାର୍ଯ୍ୟରେ ତତ୍ପର ହେବେ ।
ବାପାଙ୍କ ଭଗ୍ନ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତି ହୋଇପାରନ୍ତି । ଅନୁରୋଧ ରକ୍ଷା କରି ସହଯୋଗ କରବେ । କର୍ତ୍ତବ୍ୟନିଷ୍ଠ ହେବେ । ଧର୍ମ-କର୍ମ ସମ୍ପାଦନ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଅଗମ୍ୟ ସ୍ଥାନରେ ଅକ୍ଳେଶରେ ପହଞ୍ଚିଯିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X