Author: OdiaWeb Online

ସେବା କ୍ଷେତ୍ରରେ ଓ ପୂଜା ପଦ୍ଧତିରେ ମନୋନିବେଶ କରିପାରନ୍ତି । ପ୍ରଜ୍ଞାବାନ, ଶାନ୍ତ, ପ୍ରଭାବଶାଳୀ, ତଥା ସ୍ୱାଭିମାନୀ ହେବେ । ସୁଖ- ସମୃଦ୍ଧିପୂର୍ଣ୍ଣ ଜୀବନ ବିତାଇବେ । ପ୍ରତାରିତ ହୋଇପାରନ୍ତି । ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ । ଲୋକସଂପର୍କ ବୃଦ୍ଧି ପାଇବ । ମନ ପ୍ରସନ୍ନ ରହିବ । ବ୍ୟବସାୟ ଲାଭଜନକ ହେବ । ସେବା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ଉପଦେଶକୁ ଶିରୋଧାର୍ଯ୍ୟ କରି କାର୍ଯ୍ୟ କରବେ ।  ଅର୍ଥପ୍ରାପ୍ତିର ଅପୂର୍ବ ସୁଯୋଗ ଅଛି; ତଥାପି ମନରେ ଭୟର ସଂଚାରିତ ହୋଇପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ପୀଡ଼ା ଅନୁଭବ କରିପାରନ୍ତି । ବଳଶାଳୀ ହେବେ ।…

Read More

ଶତ୍ରୁ ସହିତ ମୁହାଁ-ମୁହିଁ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ଭ୍ରାତୃପ୍ରିୟ ହେବେ । ଧର୍ମମତି ହୋଇପାରନ୍ତି । ସୁଶୀଳ ଓ ସାଧୁହିତକାରୀ ହେବେ । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । ଉପୁଜି ଥିବା ଅପ୍ରିୟ ପରିସ୍ଥିତିରୁ ଉଧୁରି ଯାଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଭିନ୍ନ ସ୍ତରରୁ ସହଯୋଗ ମିଳିବ । ପୁଣ୍ୟବାନ୍ ହେବେ । ସ୍ୱଭାବ-ସୁଲଭ ଗୁଣର ଅଧିକାରୀ ହେବେ । ଜନବଲ୍ଲଭ ହୋଇପାରନ୍ତି । ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବାରେ ସକ୍ଷମ ହେବେ । ମନରେ ଅହଂଭାବ ଜାଗ୍ରତ ହୋଇପାରେ । ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ । ଉନ୍ନତି ପଥରେ ଆଗକୁ ବଢିପାରନ୍ତି । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରତ୍ ହେବେ । ଅଯଥାରେ କ୍ଷତି ସହିପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ମୂଲ୍ୟବାନ ଧାତୁ ଦ୍ରବ୍ୟ ପ୍ରାପ୍ତି ହେବେ ।…

Read More

 କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସାମାନ୍ୟ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ । ସଫଳତାର ନିକଟବର୍ତ୍ତୀ ହୋଇପାରନ୍ତି । ଆମୋଦପ୍ରମୋଦରେ ଦିନଟି ଅତିବାହିତ ହେବ। ବ୍ୟବସାୟ ଲାଭଜନକ ହେବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ । ଦୂରଯାତ୍ରା କରିପାରନ୍ତି । ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଶତ୍ରୁହନ୍ତା ହେବେ । ଚାକିରିରେ ସୁନାମ ଅର୍ଜନ କରିବେ । କାର୍ଯ୍ୟରେ ଢେର ଉନ୍ନତି ଘଟିବ। କେତେକ ଘଟଣାରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହେବେ…

Read More

ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ପ୍ରୀତି ଲାଭ କରି ଉତ୍‌ଫୁଲ୍ଲିତ ହେବେ । ଶୟନ ସୁଖ ମିଳିବ । ଅବିବାହିତଙ୍କର ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିର ହେବ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ । ଆତ୍ମଗୋପନ କରିପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଜୁଟୁଛି । ବିଭିନ୍ନ ସ୍ତରରୁ ସହଯୋଗ ପାଇ ବିଶେଷ ଉପକୃତ ହେବେ । ସର୍ବତ୍ର ସୁଖ ଭୋଗର ସୂଚନା ମିଳୁଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁସ୍ଥ ରହିବେ । କାର୍ଯ୍ୟରେ ସଫଳତା ଲାଭ କରବେ । ଦିନଟି ସମସ୍ୟା ବହୁଳ ହୋଇପାରେ । ଚଞ୍ଚଳ ଚେଷ୍ଟିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । ସୁଲକ୍ଷଣ କନ୍ୟା ସନ୍ତାନ ପ୍ରାପ୍ତ ହୋଇପାରନ୍ତି । ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି । ଦୁଶ୍ଚିନ୍ତା ଦୂର ହେବ । ଯାନବାହନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।…

Read More

ସମସ୍ତ କାର୍ଯ୍ୟ ଶୃଙ୍ଖଳା ମଧ୍ୟଦେଇ ଗତି କରବେ । ବନ୍ଧୁମିଳନ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି । ବ୍ୟବସାୟ ଲାଭରେ ଚାଲିବ । ସେବା ମନୋଭାବର ହେବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀ ପରାୟଣ ହେବେ । ନୂତନ ନିଯୁକ୍ତି ମିଳିବାର ସୁଯୋଗ ଅଛି । ଶତ୍ରୁ ଭୟ ଅଛି । ଭାଇମାନଙ୍କ ପ୍ରତି ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟସ୍ତତା ବଢ଼ିବ । ନିଜକୁ ଅସହାୟ ମନେ କରୁଥିବା ବେଳେ ଆକସ୍ମିକ ଧନଲାଭ ହେବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଲାଜକୁଳା ସ୍ୱଭାବର ହେବେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ତେଜସ୍ୱୀ ହେବେ । ଉଦାର ସ୍ୱଭାବର ହୋଇପାରନ୍ତି । ଦାନ-ଧର୍ମ ମତି ହୋଇ ଆତ୍ମ…

Read More

ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁମାନଙ୍କ ଉପରେ କଡ଼ା ନଜର ରଖିବାକୁ ପଡ଼ିବ । ବସ୍ତ୍ର ଭୂଷଣ ଲାଭ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଶତ୍ରୁନାଶ କରି ଆଶ୍ୱସ୍ତ ହେବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ । କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି । ଭାଇଙ୍କ ଉପରେ ବିପଦ ରହିଛି । ଧନ ଓ ଉତ୍ତମ ମିତ୍ର ଲାଭ ହେବ । ସୁଖୀ ହେବେ । ଘୋଡ଼ା, ହାତୀ ଚଢ଼ା ସମ୍ପତ୍ତିର ମାଲିକ ହୋଇପାରନ୍ତି । ଜଣେ ହୃଦୟବାନ୍ ବନ୍ଧୁ ପ୍ରାପ୍ତ ହୋଇପାରନ୍ତି । ଧର୍ମମତି ହେବାର ସୂଚନା ମିଳୁଛି । ମନୋଜ୍ଞ ହେବେ । କୃଷି କାର୍ଯ୍ୟରେ ଦକ୍ଷ ହେବେ । ଯାନବାହନ ସୁଖ ମିଳିବ । ଗୃହ ପରବେଶ ସନ୍ତୋଷଜନକ ହେବ । ଯଶସ୍ୱୀ ହୋଇପାରନ୍ତି । ଉତ୍ସବାଦିରେ ବନ୍ଧୁ ବାନ୍ଧବଙ୍କ…

Read More

 କାର୍ଯ୍ୟ ହାସଲ ପାଇଁ ଉଦ୍ୟମ ଜାରି ରଖିବେ । ଶତ୍ରୁର କାର୍ଯ୍ୟକଳାପ ଉପରେ କ୍ରୋଧ ପ୍ରକାଶ କରିପାରନ୍ତି । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଶକ୍ତିମାନ୍ ହେବେ । ଶତ୍ରୁହନ୍ତା ହେବେ ।  ବାଧ୍ୟ-ବାଧକତା‌ରେ କାର୍ଯ୍ୟ କରବେ । ଚଞ୍ଚଳ ପ୍ରକୃତରି ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଆପଣ ଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଧାର୍ମିକ, ତେଜସ୍ୱୀ ଓ ବିବେକୀ ହେବେ । ଉଦାର ସ୍ୱଭାବର ହେବେ । ହର୍ଷଯୁକ୍ତ ଓ ଦାନଶୀଳ ହୋଇପାରନ୍ତି । ନୀତିନିଷ୍ଠ ବ୍ୟକ୍ତିଭାବେ ପଦ-ମର୍ଯ୍ୟଦାର ଅଧିକାରୀ ହୋଇପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । କୃଷି କର୍ମକାରୀ ହେବେ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ମାଲିମୋକଦ୍ଦମାରେ ବିଜୟୀ ହେବେ । କର୍ମକ୍ଷେତ୍ରରେ ଉତ୍ସାହ…

Read More

ଅନ୍ୟ ମନସ୍କ ରହିଲେ କ୍ଷତି ସହି ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବ । ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି । ପ୍ରଭାବଶାଳୀ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଶୁଦ୍ଧ ସ୍ୱଭାବ ସମ୍ପନ୍ନ ହେବେ । ଜନବଲ୍ଲଭ ଭାବେ ସାମାଜିକ ଜୀବନରେ ପରିଗଣିତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ନୃତ୍ୟ-ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଯଶସ୍ୱୀ ହେବେ । ଧନବାନ୍ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ମିଳିବ । ଅନ୍ୟକୁ ସାହାଯ୍ୟ କରି ନିଜେ ବିପଦର…

Read More

ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରବେ । ଚଞ୍ଚଳ ଚେଷ୍ଟିତ ହେବେ । ଆସନ୍ନ ପ୍ରସବା ଥିଲେ କନ୍ୟାରତ୍ନ ଯାତ ହୋଇପାରେ । ହଠାତ୍ କିଛି ଅର୍ଥ ମିଳିବ । ବ୍ୟବସାୟ ଲାଭଜନକ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ । ପ୍ରତିଦ୍ୱନ୍ଦିତାରେ ବି ଲାଭ କରବେ । ବିବାଦୀୟ ଘଟଣାରେ ବିଜୟୀ ହୋଇପାରନ୍ତି । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି । ଉଦାର ସ୍ୱଭାବର ହେବେ । ଦାନ-ଧର୍ମରେ ନିଜକୁ ନିୟୋଜିତ କରବେ । ସୁସ୍ଥ ଓ ନିରାମୟ ରହବେ । ବ୍ୟବସାୟ ଲାଭଜନକ ହେବ । ଉଚ୍ଚ ଆଶା ଫଳବତୀ ହେବ । ମନ ପ୍ରସନ୍ନ ରହିବ । ମିଷ୍ଟଭାଷୀ ଭାବେ ଲୋକମାନଙ୍କୁ ବଶକରି ପାରନ୍ତି । ପ୍ରେମୀ ଓ ସାହସୀ ହେବେ । ସାନଭାଇଙ୍କଠାରୁ ଆଦର ସମ୍ମାନ ମିଳିବ । ଥଣ୍ଡାରେ ପୀଡ଼ିତ ହୋଇପାରନ୍ତି । ଯେକୌଣସି ଦିଗରୁ ଶୁଭବାର୍ତ୍ତା ମିଳିପାରେ ।…

Read More

ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ସଧୁସଙ୍ଗ ପାଇ ଉତ୍‌ଫୁଲ୍ଲିତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ବାର୍ତ୍ତା ପାଇ ଅତ୍ୟନ୍ତ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କର୍ମକ୍ଷେତ୍ର ନିଜର ପାରଦର୍ଶୀତା ପ୍ରତପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଧନଲାଭ ହେବ । ଭୋଗ ବିଳାସ କରିବେ । ବିନୀତ ହେବେ ।  ଦୂରଯାତ୍ରା ଯୋଗ ଅଛି । ଆଳସ୍ୟ ପରିତ୍ୟାଗ କଲେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ ଅର୍ଥ ପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଧନବାନ୍ ହେବେ । ଅପାର…

Read More