Author: OdiaWeb Online

 ଦୁର୍ବାର ସାହସରେ କାର୍ଯ୍ୟ କରିବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସେବା କାର୍ଯ୍ୟକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ । ପତ୍ନୀଙ୍କ ସୁପରାମର୍ଶ ଉପାଦେୟ ହେବ । ଗୃହ କାର୍ଯ୍ୟରେ ମନୋନିବେଶ କରିବେ । ବନ୍ଧୁ ମିଳନର ସୁଯୋଗ ସୃଷ୍ଟି ହୋଇଛି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଶତ୍ରୁହନ୍ତା ହେବେ ।  ହଠାତ୍ ଦୂର ଯାତ୍ରା କରିବାର ସୂଚନା ମିଳୁଛି । ଭୀତିତ୍ରସ୍ତ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭ ହୋଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଧାର୍ମିକ, ତେଜସ୍ୱୀ ଓ ବ୍ୟକ୍ତି ବିଶେଷ ହେବେ । ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ…

Read More

କର୍ମ ଚଞ୍ଚଳ ରହିବେ । ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭ କାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି । ସୁଖାଦ୍ୟ ମିଳିବ । ଆନନ୍ଦ ଉପଭୋଗ କରିବେ । ବିଷାଦିତ ମାନସିକତାରେ ପରିବର୍ତ୍ତନ ଘଟିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ଶୁଭ ଖବର ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିବେ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଅଧ୍ୟୟନରତ ହୋଇପାରନ୍ତି । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହେବେ । ଦିନଟି ମଧ୍ୟମ ଧରଣର । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ । ପରିସ୍ଥିତି ପ୍ରତି ସଜାଗ ରହିବାକୁ ପଡ଼ିବ । ପ୍ରତିଶୋଧ ପରାୟଣ…

Read More

ଆକସ୍ମିକ ଭାବେ ବ୍ୟୟର ଭାର ବଢ଼ି ଯାଇପାରେ । ଆତଙ୍କିତ ଅବସ୍ଥା ସୃଷ୍ଟି ହେବ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ବିଭିନ୍ନ ମହଲରୁ ସୁପରାମର୍ଶ ମିଳିବ । ଉଚ୍ଚ ସମ୍ମାନ ପାଇ ଉତ୍‌ଫୁଲ୍ଲିତ ହୋଇପାରନ୍ତି । ଋଣ ପରିଶୋଧ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । କନ୍ୟା, ପୁତ୍ର, ପୌତ୍ର, ପ୍ରପ୍ରୌତ୍ରାଦି ଲାଭ କରିପାରନ୍ତି । କର୍ତ୍ତବ୍ୟ ପରାୟଣ ହେବେ । ଭକ୍ତି ମାର୍ଗରେ ମନ ବଳିବ । ଯାନବାହନ କ୍ରୟ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସ୍ଥିତି ଅନୁକୂଳ ରହିଛି । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାତ୍ର ବିଳମ୍ବରେ । ଲାଗି ରହିଥିବା ବିବାଦରେ ସୁ-ସମ୍ମାନ ହେବ । ପ୍ରଶଂସିତ ହୋଇପାରନ୍ତି । ସୁଖ ସମ୍ମାନ ମିଳିପାରେ…

Read More

ଶତ୍ରୁ ଦମନ କରିପାରନ୍ତି । ଏଥିପାଇଁ ବହୁବିଘ୍ନର ସମ୍ମୁଖୀନ ହେବେ । ଭାଇମାନଙ୍କ ଉପରେ ସ୍ନେହ ଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ । ମାନସିକ ସ୍ତରରେ ଚଞ୍ଚଳତା ଅନୁଭବ କରିବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ କରିବାକୁ ହେବ। ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରିରେ ବାଜିମାତ୍ ହେବାର ସୁଯୋଗ ଅଛି। ବ୍ୟବସାୟରେ ପ୍ରଚୁର ଲାଭ ହେବ । ଧନଲାଭ ହୋଇପାରେ। ନିଜକୁ କଳହମୁକ୍ତ ରଖିବାକ ପଡ଼ିବ । ଉଦାର ପ୍ରକୃତିର ହେବେ। ଦାନ-ଧର୍ମକୁ ଆଦରି ନେଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ପରାକାଷ୍ଠା ପ୍ରତିପାଦନ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । କୃଷିରୁ ଲାଭ ମିଳିବ | ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ। କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି…

Read More

ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ ସମ୍ପାଦନ କରିବେ, ତଥାପି ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । କୌଣସି ଆରଣରୁ କ୍ରୋଧିତ ହୋଇପାରନ୍ତି । ଶତ୍ରୁନାଶ କରି ନିଶ୍ଚିନ୍ତ ହେବେ । ଉତ୍ତମ ବୁଦ୍ଧି ଓ ପରୋପକାରୀ ହେବେ । ଆଶା ଫଳବତୀ ହେବ । ବନ୍ଧୁ ସହମତୀ ହୋଇପାରନ୍ତି । ସାଧନାରେ ସିଦ୍ଧିଲାଭ ହେବ । ପରୋପକାରୀ ହେବେ । ବିଭିନ୍ନ ଦିଗରୁ ପ୍ରଚୁର ଧନ ମିଳିବ । ଚଞ୍ଚଳ ଚେଷ୍ଟିତ ହେବେ । କୃଷିକ୍ଷେତ୍ରରୁ ଲଭ ମିଳିବ । ଯାନବାହନ ସୁଖ ମିଳିବ । ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ ଓ ଉତ୍ସାହ ବୃଦ୍ଧି ପାଇବ । ପରିସ୍ଥିତି ଅନୁକୂଳ ରହିଛି । ସତ୍‌ଚିନ୍ତାଧାରା ଆପଣଙ୍କୁ ମହାନ କରି ଗଢ଼ି ତୋଳିବ । କାର୍ଯ୍ୟ ସିଦ୍ଧି ହେବ ମାତ୍ର ବିଳମ୍ବରେ । କାର୍ଯ୍ୟରେ ସଫଳତା ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର…

Read More

ଯାତ୍ରାକାଳୀନ ଖର୍ଚ୍ଚ ବୃଦ୍ଧି ହେବାର ସମ୍ଭାବନା ଅଛି । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅଯଥା ବିବାଦରେ ଛନ୍ଦି ହୋଇ ପଡ଼ିବେ । ମୂଲ୍ୟହୀନ ବିତର୍କରେ ଭାଗ ନେବା ଅନୁଚିତ୍ । କେବେଳ ଭାଷା ମଧୁମୟ ହେବ । ଈପ୍‌ସିତ୍ କାର୍ଯ୍ୟକୁ ସହଜରେ ହାସଲ କରିପାରନ୍ତି । ଆୟ ବୃଦ୍ଧି ହେବାର ସମ୍ଭାବନା ଅଛି । ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ରାଜକୋଷ ଅର୍ଥ ମିଳିପାରେ । ସୁ-ସମ୍ବାଦ ପାଇବେ । ଜ୍ଞାନ ଅର୍ଜନରେ ଆଗ୍ରହୀ ହେବେ । ବିପଦମୁକ୍ତ ହୋଇପାରନ୍ତି । ଶ୍ରମ ସାର୍ଥକ ହେବ । ସୁ- ସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୁଳ ଅଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅଭିଳାଷ ପୂରଣ ହେବ । ସତ୍‌ସଙ୍ଗୀ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ଲାଭ…

Read More

ମାନସିକ ଶାନ୍ତି ଫେରି ପାଇବେ । ସରକାରୀ ଅନ୍ୟାନ୍ୟ ସ୍ତରରୁ ଆୟ ଆସିପାରେ । ସୁସ୍ଥ ଓ ନିରାମୟ ହେବେ । ଯଶସ୍ୱୀ ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଉଚ୍ଚ କତ୍ତୃପକ୍ଷଙ୍କ ସହ ସୁ-ସମ୍ପର୍କ ରହିବ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୁଳ ଉଜ୍ଜଳକାରୀ ହେବେ । ମନରେ ପ୍ରସନ୍ନତା ଦେଖାଦେବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭରେ ଚାଲିବ । ଲାଗି ରହିଥିବା ବିବାଦ ନିର୍ବିଘ୍ନରେ ସମାଧାନ ହୋଇପାରେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗବିଳାସରେ ଅତିବାହିତ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ବିଦ୍ୱାନ୍‌, ସାହସୀ ଓ ସମ୍ପତ୍ତିବାନ୍ ହେବେ । ପାରସ୍ପରିକ ବୁଝାବଣା ଠିକ୍ ରହିବ । ବାଦ-ବିବାଦର ସମାଧାନ ହେବ । ଉଦାର ସ୍ୱଭାବର ହେବେ ।…

Read More