Odia Rashiphala

Odia Rasiphala Saturday 2nd February 2019

Daily Odia Horoscope

ପୈତୃକ ସମ୍ପତ୍ତି ପାଇଁ ମାଲି ମୋକଦ୍ଦମା ସୃଷ୍ଟି ହୋଇପାରେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ । ଶୁଭା-ଶୁଭ ମିଶ୍ରିତ ଫଳ ମିଳିପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ସନ୍‌ମାର୍ଗୀ ହୋଇ, ଦାନକୁ ବ୍ରତଭାବେ ଗ୍ରହଣ କରିବେ ।
ଅନୁରୂପ ଓ ଦକ୍ଷତା ବୃଦ୍ଧି ହୋଇପାରେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଶାସ୍ତ୍ରାଭ୍ୟାସୀ ହେବେ । ବିନୀତ ସ୍ୱଭାବ ସମ୍ପନ୍ନ ହୋଇପାରନ୍ତି । ସ୍ତ୍ରୀଧନ ହେତୁ ସୁଖ ଅନୁଭବ କରିବେ । କାବ୍ୟକର୍ତ୍ତା ହୋଇପାରନ୍ତି ।
ଆଶାବାଦୀ ହୋଇପାରନ୍ତି । ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ବିଶେଷ ସଫଳତା ଲାଭ କରିପାରନ୍ତି । ସତ୍ ଉପାୟରେ ଧନ ଅର୍ଜନ କରିପାରନ୍ତି । ଗୁଣଜ୍ଞ ହୋଇପାରନ୍ତି । ବୁଦ୍ଧିମାନ ହେବେ । ସୁଖ ମିଳିବ ।
ଉତ୍ତମ ମତ୍ରଙ୍କ ସାନିଧ୍ୟ ମିଳିବ । ପୁତ୍ର ସନ୍ତାନ ମିଳିପାରେ । ମନ୍ତ୍ରଶାସ୍ତ୍ରାଦି ଆୟତ୍ତ କରିପାରନ୍ତି । ଧନ ମଳିବ । ଯାନବାହନ ସୁଖ ମିଳିବ । ଉତ୍ତମ ବାକ୍ୟ ବିନିମୟରେ ପଟୁତା ଦେଖା ଦେବ । ସର୍ବାଙ୍ଗୀଣ ଉନ୍ନତି ହେବ।
ବିରୋଧତା ବୃଦ୍ଧି ହୋଇପାରେ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । କର୍ମ କୁଶଳତା ପ୍ରକାଶ ପାଇବ । ଚିନ୍ତା ହ୍ରାସ ହୋଇପାରେ । ବଭିନ୍ନ ସ୍ତରରୁ ସହଯୋଗ ମିଳିପାରେ । କୌଶଳ ପ୍ରୟୋଗ କରି ଶତ୍ରୁନାଶ କରିବେ ।
ନୂତନ ଆୟ ପନ୍ଥା ଖୋଲିପାରନ୍ତି । ନିଜକୁ କଳହଠାରୁ ଦୂରେଇ ରଖିବେ । ଦନଟି ସୁଖରେ ଅତିବାହିତ କରିପାରନ୍ତି । କର୍ମକ୍ଷେତ୍ରରେ ପ୍ରଭାବ ବିସ୍ତାର କରିବେ । ପୂଜ୍ୟପୂଜା ପାଇ ପାରନ୍ତି । ସତ୍‌କ୍ରିୟାଯୁକ୍ତ ହେବେ । ଭ୍ରାନ୍ତମନା ହୋଇପାରନ୍ତି ।
ଅଟକି ଥିବା ଅର୍ଥ ମିଳିପାରେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ । ପ୍ରିୟଭାଷୀ ହେବେ । ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି । ସୁବର୍ଣ୍ଣ ସମ୍ପଦ ମଳିପାରେ । ବଳବାନ୍ ହୋଇ ଅସାଧ୍ୟ ସାଧନ କରିବେ ।
କାର୍ଯ୍ୟ ହାସଲ ପାଇଁ ଅହରହ ଚେଷ୍ଟିତ ହେବେ । ଆଶାବାଦୀ ହୋଇପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଧନାଗମର ବି ସୁଯୋଗ ଅଛି । ସମସ୍ୟାରେ ଜଡ଼ିତ ହୋଇପାରନ୍ତି । ଭାଗ୍ୟଶାଳୀ ହୋଇପାରନ୍ତି । ଅଶେଷ ଗୁଣର ଅଧିକାରୀ ହେବେ ୤
ପଡ଼ୋଶୀଙ୍କ ପାଇଁ ବିବ୍ରତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନ ମଳିବ । ଆୟ ଆଶା ନୁରୂପ ହୋଇପାରେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । କାର୍ଯ୍ୟରେ ସଫଳତା ଲାଭ କରିବେ । ନୈତିକତା ବୃଦ୍ଧି ହେବାର ସୂଚନା ମିଳୁଛି ୤
ହଜି ଯାଇଥିବା ପଦାର୍ଥ ଫେରିପାଇବେ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ୤ ପାରିବାରିକ ସୁଖ ଅବ୍ୟାହତ ରହିବ । ଧର୍ମ-ଧାରଣାର ବଶବର୍ତ୍ତୀ ହେବେ । ସତ୍‌କର୍ମରେ ସଫଳତା ପାଇବେ । ସମୃଦ୍ଧି ହେବ ।
ପ୍ରତ୍ୟେକ କାର୍ଯ୍ୟରେ ପ୍ରାୟତଃ ଲାଭବାନ୍ ହୋଇପାରନ୍ତି । ଭଲ ଆୟ ପାଇଁ କଷ୍ଟ ସ୍ୱୀକାର କରିବାକୁ ପଡବ। ଘାତଚନ୍ଦ୍ର ଯୋଗୁଁ ଅଶାନ୍ତି ଓ ଅସୁସ୍ଥତା ଅନୁଭବ କରିପାରନ୍ତି । ବ୍ୟୟ ବୃଦ୍ଧିହେବ । ବିଭାଗୀୟ ଅର୍ଥ ମଳିପାରେ । ମଧୁରୁଭାଷୀ ହେବେ ।
ମନ ଅସ୍ଥିର ରହିବ; ତଥାପି ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ମନରେ ସରସତା ଆସବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । କାର୍ଯ୍ୟ ହାସଲ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଉତ୍ତମ ଗୁଣ ଓ ନୀତି ନିଷ୍ଠ ହେବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
ଜମାରୁ ମିସ କରନ୍ତୁନି !!! - DON’T MISS OUT !!!
Subscribe To OdiaWeb
Be the first to get latest updates and exclusive content straight to your email inbox.
ନୁଆ ନୁଆ ନିଉଜ ଆଉ ତଥ୍ୟ ଆପଣଙ୍କ ମେଲ ରେ, ଆଜିହିଁ ସବସ୍କ୍ରାଇବ କରନ୍ତୁ ।

ନିଉଜ, ଫିଲ୍ମ, ଗୀତ, ଫଟୋ, ଭିଡିଓ, ଶାୟରୀ, ମୋବାଇଲ ଆପ୍, ଚାକିରୀ, ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ଆହୁରି କେତେ....
Stay Updated
Give it a try, you can unsubscribe anytime.  ଆପଣ କେବେବି ଅନସବସ୍କ୍ରାଇବ କରିପାରିବେ ।
Close
X