Author: liza

ପ୍ରସ୍ତୁତି ସାମଗ୍ରୀ- ୧ କିଲୋଗ୍ରାମ ଚିକେନ୫୦୦ ଗ୍ରାମ ଚାଉଳ୨ ଚାମଚ ଘିଅ୧ କପ୍‌ ରିଫାଇନ୍‌ ତେଲ୪ ଗୋଟି ପିଆଜ୨ଟା ତେଜପତ୍ର୪ଟା ଲବଙ୍ଗ,୪ ଟା ଗୁଜୁରାତି୧ ଗୋଟି ରସୁଣ୧ ଇଞ୍ଚ ଅଦା୨ ଖଣ୍ଡ ଜାଇତ୍ରିଅଳ୍ପ ଜାଇଫଳ,୧ ଚାମଚ ଜିରା୧ ଚାମଚ ଧଳା ଗୋଲମରିଚ୪ ଖଣ୍ଡ ଡାଲଚିନି୬ଟା ଲାଲ ଲଙ୍କା,ଅଧାକପ୍‌ ଦୁଧ ପ୍ରଣାଳୀ- ପ୍ରଥମେ ଚାଉଳକୁ ଧୋଇକରି ଭାତ ରାନ୍ଧିଦିଅ । ଚିକେନ୍‌କୁ ଛୋଟ ଛୋଟ ଖଣ୍ଡ କରିଦିଅ । କରେଇରେ ଅଧେ ତେଲ ଦେଇ ପିଆଜ, ବଟା ମସଲା ଓ ଚିକେନ୍‌ ଦେଇ ଭଲଭାବରେ କଷିଦେଇ ଅଳ୍ପ ପାଣିରେ ସିଝାଇ ଦିଅ । ଆଗରୁ ପିଆଜ ୨ଟା, ରସୁଣ, ଅଦା, ଲଙ୍କାକୁ ଚିକ୍କଣ କରି ବାଟିଦେଇଥିବ | ଜାଇତ୍ରି ଜାଇଫଳକୁ ଅଲଗା କରି ଚିକ୍କଣ କରି ବାଟି ଦେଇଥିବ । ଚିକେନ୍‌ ସିଝିଗଲେ ଅଳ୍ପ ଅଳ୍ପ ଝୋଳଥିବ ଓହ୍ଲାଇଦେବ । ସେହି ସମୟରେ ତରକାରିରେ ଡାଲଚିନି ପ୍ରଭୃତି ବଟାକୁ ପକାଇଦେବ । ଏକ…

Read More

ସାମଗ୍ରୀ- ୫୦୦ ଗ୍ରାମ୍‌ ମାଂସ୫୦୦ ଗ୍ରାମ ବାସନା ଚାଉଳ୪ ଗୋଟି ପିଆଜ୮ ପାଖୁଡ଼ା ରସୁଣ୧ ଇଞ୍ଚ ଅଦା୬ଟା ଲାଲ ଲଙ୍କା୨ ଖଣ୍ଡ ଡାଲଚିନି୪ ଗୋଟି ଲବଙ୍ଗ୮ଟା ଗୋଲମରିଚ୨ ଟା ତେଜପତ୍ରଅଳ୍ପ ଜାଇତ୍ରଅଧକପ୍‌ ରିଫାଇନ୍‌ ତେଲ୪ ଚାମଚ ଘିଅ୨ ଚାମଚ ଭେନିଗର | ପ୍ରଣାଳୀ – ପ୍ରଥମେ ଦୁଇଟି ପିଆଜକୁ କାଟିଦେବ । ଅନ୍ୟ ଦୁଇଟି ପିଆଜ, ଲାଲ ଲଙ୍କାକୁ ଚିକ୍କଣ କରି ବାଟିଦିଅ । ପ୍ରେସର କୁକର୍‌ରେ ମାଂସ,ପିଆଜ କଟା ,ପିଆଜ ମସଲା ,ଭେନିଗର,ଲୁଣ ହଳଦୀ ପକାଇ ଅଳ୍ପ ତେଲରେ କଷ |କଷା ମସଲରୁ ଭଲ ବାସନା ଆସିଲେ ସେଥିରେ ଅଳ୍ପ ପାଣିଦେଇ ମାଂସ ସିଝାଇବ ।ମାଂସ ସିଝିଲେ ଓହ୍ଲାଇ ରଖିବ । ମାଂସ ଅଳ୍ପଟାଣ ରହିଲେ ଭଲହେବ । ଡେକ୍ଚିରେ ତେଲ ଗରମ କରି ଅନ୍ୟାନ୍ୟ ମସଲା, ଗୋଟା ଗୋଟା, କିମ୍ବା ଟିକେ ଅଧାଭଙ୍ଗା କରି ତେଲରେ ପକାଇବ । ଗଉଳ ଭଲଭାବେ ଭାଜି ହୋଇଗଲେ ସେଥିରେ ଚାଉଳର ଡବଲ…

Read More

ପ୍ରସ୍ତୁତି ସାମଗ୍ରୀ- ୫୦୦ ଗ୍ରାମ୍‌ ମାଂସ୫୦୦ ଗ୍ରାମ୍‌ ବାସନା ଅରୁଆ ଗଉଳ୧ କପ୍‌ କଣ୍ଟାଛଡ଼ା ସିଝା ଚିକେନ୍୧ କପ୍‌ ଚୋପାଛଡ଼ା ଛୋଟ ଚିଙ୍ଗୁଡ଼ି୧ ଗୋଟି ଗାଜର୧୨ ଗୋଟି ବିନ୍‌୨ ମୁଠା ମଟର ମଞ୍ଜି୧ ଚାମଚ ସୋୟାବିନ୍ ସସ୍ଅ ଚାମଚ ଭିନେଗାର୧ ଚାମଚ ସଲ୍‌ଟ୨ ଟା ଅଣ୍ଡା ପ୍ରଣାଳୀ – ଅରୁଆ ଚାଉଳକୁ ଖୁବ୍‌ ଝର ଝର ଭାତ ରାନ୍ଧି ରଖ | କଣ୍ଟା ଥିବା ଚିକେନ୍ ସିଝାଇ ନେଇ କିଛି ମାଂସ ବାହାର କରି ରଖ । କରେଇର ୧ ଗମଚ ତେଲଦେଇ ଚିଙ୍ଗୁଡି ମାଛ କୁ ଭାଜି କରି ରଖ | ଗାଜର, ବିନ୍‌ ଓ ଆଳୁକୁ ପତଳା ପତଳା କରି କାଟିଦିଅ | କରେଇରେ ୨ ଚାମଚ ତେଲ ପକାଇ ମଟର ମଞ୍ଜି ସହିତ ସବୁ ପରିବାକୁ ଢାଙ୍କୁଣୀ ଘୋଡାଇ ଅଳ୍ପ ଅଳ୍ପ ଖରିଆ କରି ଭାଜିଦିଅ |ଆଉ ଥରେ କରେଇରେ ୨ ଚାମଚ ତେଲ ଦେଇ ପିଆଜକୁ…

Read More

ପ୍ରସ୍ତୁତି ସାମଗ୍ରୀ -ଅଧା କିଲୋ ଚିକେନ୍‌୧ ଗୋଟି ପିଆଜଖଣ୍ଡିଏ ଛୋଟ ଅଦାତିନୋଟି ତେଜପତ୍ର୨ଟି ଗୁଜୁରାତିଦୂଇ ଚାମଟ କର୍ନଫ୍ଲୋର୧ ଗୋଟି ପିଆଜ୧ ଚାମଚ ଗୋଲମରିଚ ଗୁଣ୍ଡ୧ ଗୋଟି ରସୁଣ୨ ଖଣ୍ଡ ଡାଲଚିନି୧ ଚାମଚ ଲହୁଣୀଦରକାର ଅନୁଯାୟୀ ଲୁଣ | ପ୍ରଣାଳୀ -ସର୍ବ ପ୍ରଥମେ ଚିକେନ୍‌ ସବୁତକ ୮ କପ୍‌ ପାଣିଦେଇ ଅଳ୍ପ ଜାଳରେ ବସାଇବେ । ସେଥିରେ ପିଆଜ, ରସୁଣ, ଅଦା, ତେଜପତ୍ର, ଡାଲଚିନି, ଗୁଜୁରାତି ବାଟିକରି ପକାଇଦେବେ । ଚିକେନ୍‌ ସିଝିଗଲେ କର୍ନଫ୍ଲୋର ପକାଇ ଆଉ ପାଞ୍ଚ ମିନିଟ୍‌ ଫୁଟାଇବେ । ପରସିବା ବେଳେ ଲୁଣ, ଗୋଲମରିଚ ଗୁଣ୍ଡ ଟମାଟ ସସ୍‌. ଲହୁଣୀ ପକାଇବେ | ଏହି ଜିନିଷ ସବୁବେଳେ ଗରମ ଗରମ ଖାଇବାକୁ ଦେବେ । ଚାହିଲେ ଆପଣ ସୁପ୍‌ରେ ଗାଜର ବିନ୍ସ ଛୋଟ ଛୋଟ କାଟି ସିଝାଇ ପକାଇ ପାରନ୍ତି ।

Read More

ପ୍ରସ୍ତୁତି ସାମଗ୍ରୀ -ଅଧା କିଲୋ ଚିକେନ୍‌୧ ଗୋଟି ପିଆଜଖଣ୍ଡିଏ ଛୋଟ ଅଦାତିନୋଟି ତେଜପତ୍ର୨ଟି ଗୁଜୁରାତିଦୂଇ ଚାମଟ କର୍ନଫ୍ଲୋର୧ ଗୋଟି ପିଆଜ୧ ଚାମଚ ଗୋଲମରିଚ ଗୁଣ୍ଡ୧ ଗୋଟି ରସୁଣ୨ ଖଣ୍ଡ ଡାଲଚିନି୧ ଚାମଚ ଲହୁଣୀଦରକାର ଅନୁଯାୟୀ ଲୁଣ | ପ୍ରଣାଳୀ – ଏଥିରେ ଚିକେନ୍‌ ସୁପ୍‌ ପରି ପ୍ରଥମେ ସିଝାଇବେ । ଅନ୍ୟ ଏକ ପାତ୍ରରେ ମକା ୧ କପ୍‌ ଲୁଣଦେଇ ୧ କପ୍‌ ପାଣିରେ ସିଝାଇବେ । ମକା ସିଝିବା ପରେ ଭଲରୂପେ ଚକଟିଦେବେ । ସିଝା ଚିକେନ୍‌ ସୁପ୍‌ ମକାସିଝା ଏବଂ କର୍ନଫ୍ଲାଏାର ମିଶାଇ ଫୂଟାଇବେ ଚୁଲିରୁ ଓହ୍ଲାଇବା ବେଳେ ବଟର ଓ ଗୋଲମରିଚ ଗୁଣ୍ଡ ପକାଇବେ । ଏହାକୁ ଗରମ ଗରମ ପରଷିବେ ।

Read More

ପ୍ରସ୍ତୁତି ସାମଗ୍ରୀ -ଅଧା କିଲୋ ଚିକେନ୍‌୧ ଗୋଟି ପିଆଜଖଣ୍ଡିଏ ଛୋଟ ଅଦାତିନୋଟି ତେଜପତ୍ର୨ଟି ଗୁଜୁରାତିଦୂଇ ଚାମଟ କର୍ନଫ୍ଲୋର୧ ଗୋଟି ପିଆଜ୧ ଚାମଚ ଗୋଲମରିଚ ଗୁଣ୍ଡ୧ ଗୋଟି ରସୁଣ୨ ଖଣ୍ଡ ଡାଲଚିନି୧ ଚାମଚ ଲହୁଣୀଦରକାର ଅନୁଯାୟୀ ଲୁଣ | ପ୍ରଣାଳୀ ¬ ସର୍ବ ପ୍ରଥମେ ଚିକେନ୍‌ ସବୁତକ ୮ କପ୍‌ ପାଣିଦେଇ ଅଳ୍ପ ଜାଳରେ ବସାଇବେ । ସେଥିରେ ପିଆଜ, ରସୁଣ, ଅଦା, ତେଜପତ୍ର, ଡାଲଚିନି, ଗୁଜୁରାତି ବାଟିକରି ପକାଇଦେବେ । ଚିକେନ୍‌ ସିଝିଗଲେ କର୍ନଫ୍ଲୋର ପକାଇ ଆଉ ପାଞ୍ଚ ମିନିଟ୍‌ ଫୁଟାଇବେ । ପରସିବା ବେଳେ ଲୁଣ, ଗୋଲମରିଚ ଗୁଣ୍ଡ ଟମାଟ ସସ୍‌. ଲହୁଣୀ ପକାଇବେ | ଏହି ଜିନିଷ ସବୁବେଳେ ଗରମ ଗରମ ଖାଇବାକୁ ଦେବେ । ଚାହିଲେ ଆପଣ ସୁପ୍‌ରେ ଗାଜର ବିନ୍ସ ଛୋଟ ଛୋଟ କାଟି ସିଝାଇ ପକାଇ ପାରନ୍ତି ।

Read More

ପ୍ରସ୍ତୁତି ସାମଗ୍ରୀ- ୨୫୦ ଗ୍ରାମ ମାଂସର କଣ୍ଟା,ଅଥବା ୨୫୦ ଗ୍ରାମ ଗୋଡ଼ର କଣ୍ଟା୨ ଖଣ୍ଡ ଡାଲଚିନିଏକ ଚାମଚ ଲହୁଣୀ୧ ଚାମଚ ଗୋଲମରିଚ ଗୁଣ୍ଡ୩ଟି ଗୁଜୁରାତି୍୨୫୦ ଗ୍ରାମ ଅମୃତ ଭଣ୍ଡା୨ଟି ପିଆଜଖଣ୍ଡିଏ ଛୋଟ ରସୁଣ୪ଟି ତେଜ୧ ଚାମଚ କର୍ନ ଫ୍ଲୋର୍‌୨ ଚାମଚ ଟମାଟ ସସ୍‌ | ପ୍ରଣାଳୀ – ସର୍ବ ପ୍ରଥମେ ଅମୃତ ଭଣ୍ଡା ଏବଂ ମାଂସକଣ୍ଟା ଗୁଡ଼ିକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ୮ କପ୍‌ ପାଣି ଦେଇ ସେଗୁଡ଼ିକୁ କମ୍‌ ଜାଳରେ ସିଝାଅ । ସେଥିରେ ଅଦା ପିଆଜ ଏବଂ ରସୁଣ ବାଟି ପକାଇ ଦିଅନ୍ତୁ | ତେଜପତ୍ର ଗୁଜରାତି, ଡାଲଚିନି ଗୁଣ୍ଡ କରି ସେଥିରେ ପକାଇ ଦିଅନ୍ତୁ । ମାଂସ ସିଝିଗଲା ପରେ ସେଗୁଡ଼ିକୁ ଗରମଚରେ ଭଲରୁପେ ଚକଟି ଦିଅନ୍ତୁ ଯେପରି ଅମୃତଭଣ୍ଡା ଗୁଡ଼ିକ ସୁପ୍‌ରେ ମିଶିଯିବ । ଏହାପରେଏକ ଗ୍ରାମଚ କର୍ନଫ୍ଲୋର ପକାଇ ପାଞ୍ଚ ମିନିଟ୍‌ ଫୁଟାନ୍ତୁ । ପରସିବା ବେଳେ ଟମାଟ ସସ୍‌ ଗୋଲମରିଚ…

Read More

ପ୍ରସ୍ତୁତି ସାମଗ୍ରୀ : ୫୦୦ ଗ୍ରା. ଛତୁ୨୫୦ ଗ୍ରା. ଚିଙ୍ଗୁଡ଼ି୨ କପ୍‌ ବସାଦହି୨ ଚାମଚ ଚାଉଳ୧ କପ୍‌ କଟା ପିଆଜ୧ କପ୍‌ ତେଲ୪ ଚାମଚ କଟା ଟମାଟୋଗୁଆଘିଅ୧ କପ୍‌ କଟା ଧନିଆପତ୍ର୨ ଚାମଚ ଲେମ୍ବୁରସ୨ ଚାମଚ କଟା ଟମାଟୋ,ଚାମଚ ଅଦା-ରସୁଣ ବଟା୨ ଚାମଚ ଗୁଣ୍ଡ ଲଙ୍କା୧ ଚାମଚ ଗୁଣ୍ଡ ହଳଦି୪ଟି ଲେଖାଏଁ ଗୋଟା ଲବଙ୍ଗଡାଲଚିନି ଓ ଗୁଜୁରାତି୪ଟି ତେଜପତ୍ର୨ ଚାମଚ ଗରମମସଲା ଗୁଣ୍ଡଏବଂ ସ୍ଵାଦ ଅନୁଯାୟୀ ଲୁଣ ।ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ତେଲ ଗରମ କରି କଟା ପିଆଜ ଭାଜିବେ | ସେଥିରେ ଧୂଆ ହୋଇଥିବା ଚିଙ୍ଗୁଡ଼ି ଓ ଛତୁକୁ ଭାଜି ପ୍ଲେଟକୁ କାଢ଼ି ରଖନ୍ତୁ । କଡେଇରେ ଘିଅ ଗରମ କରି ଗୋଟା ଲବଙ୍ଗ, ଡାଲଟିନି, ଗୁଜୁରାତି, ତେଢପତ୍ର ପକାଇ ଭାଜନ୍ତୁ । ବଟା ମସଲା ପେଷ୍ଟ ଦେଇ କଷନ୍ତୁ । ତା’ପରେ ଗୁଣ୍ଡ ହଳଦି, ଗୁଣ୍ଡ ଲଙ୍କା, ଲୁଣ, କଟା ଟମାଟୋ ଅଳ୍ପ ପକାଇ କଷନ୍ତୁ ।…

Read More

ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ପୋଇ ଶାଗଗୋଟେ଼ ବଡ ରୋହି ମାଛର ମୁଣ୍ଡ୨ଟି ଆଳୁଗୋଟିଏ ବାଇଗଣଛୋଟ ଖଣ୍ଡେ ବୋଇତି କଖାରୁଛୋଟ- ଖଣ୍ଡେ ମାଟିଆଳୁ୨ଟି ପିଆଜ୧ଟି ରସୁଣଛୋଟ ଖଣ୍ଡେ ଅଦା୪ଟି ଶୁଖିଲା ଲଙ୍କାଦେଢ଼ ଚାମଚ ଗରମ ମସଲାଆବଶ୍ୟକୀୟ ସୋରିଷ ତେଲ୨ ଟି ଟମାଟୋଦେଢ଼ ଚାମଚ ଚିନିସ୍ବାଦ ଅନୁଯାୟୀ ଲୁଣ ପ୍ରସ୍ତୁତି ପ୍ରଣାଳୀ : ସମସ୍ତ ପରିବାକୁ ଧୋର ଛୋଟ ଛୋଟ ଖଣ୍ଡରେ କାଟନ୍ତୁ ଶାଗକୁ ଚୂନା ଚୂନା ଏବଂ ନାଡ଼ିଗୁଡ଼ିକୁ ଖଣ୍ଡ ଖଣ୍ଡ କରି କାଟନ୍ତୁ । ପିଆଜ, ରସୁଣ, ଅଦା ଓ ଛେଚି ରଖନ୍ତୁ । ମାଛମୁଣ୍ଡକୁ ଧୋଇ, ଲୁଣ, ହଳଦି ଗୋଳେଇ କଡ଼େଇରେ ତେଲ ହୋଇ ଆସିଲେ ଶାଗ, କଟାପରିବା, ଟମାଟୋ, ଲୁଣ ଓ ହଳଦି ପକେଇ ଢ଼ାଙ୍କି ଦିଅନ୍ତୁ ¡ ପରିବା ଅଧା ସିଝି ଆସିଲେ, ମାଛମୁଣ୍ଡ ପକେଇ ଖଡ଼ିକାରେ ଭାଙ୍ଗି ଭାଙ୍ଗି ପରିବା ସହିତ ମିଶେଇ ଦିଅନ୍ତୁ । ମାଛମୁଣ୍ଡ ସହିତ ପରିବାକୁ କିଛି ସମୟ…

Read More

ପ୍ରସ୍ତୁତି ସାମଗ୍ରୀ : ୩୦୦ ଗ୍ରା. ଛୋଟଟିଙ୍ଗୁଡ଼ି୧୫୦ ଗ୍ରା. ପୋଇ,୧୦୦ ଗ୍ରା. କଖାରୁ୫୦ ଗ୍ରା ବାଇଗଣ୨ଟି ମୂଳା୧୦୦ ଗ୍ରା. ଜହ୍ନି୫୦ ଗ୍ରା. ସାରୁ୧୦୦ ଗ୍ରା, ଆଳୁ୨ ବଡ଼ଚାମଚ ବଟାସୋରିଷ୧ ଛୋଟଚାମଚ ଲେଖାଏଁ ବଟାଅଦାବଟାରସୁଣଗୁଣ୍ଡଲଙ୍କାଗୁଣ୍ଡହଳଦିଗୁଣ୍ଡଦିଆ ଓ ଫୁଟଣଅଳ୍ପ କଟାଧନିଆପତ୍ର, ୨ଟିତେଜପତ୍ର୩ ବଡ଼ଚାମଚ ସୋରିଷ ତେଲ୧ଟି ବଡ଼ ପିଆଜ୧ ଟି ବଡ଼ ଟମାଟୋ,ସ୍ଵାଦ ଅନୁସାରେ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ଚିଙ୍ଗୁଡ଼ିରୁ ଚୋପା ଛଡାଇ ଧୋଇ ଲୁଣ ଓ ଗୁଣ୍ଡହଳଦି ଗୋଳାଇ ରଖନ୍ତୁ । ପିଆଜକୁ ଲମ୍ବା ଲମ୍ବା ଏବଂ ଟମାଟୋକୁ ଟୂନା ଚୂନା କରି କାଟି ରଖନ୍ତୁ । ପୋଇପତ୍ର ଓ ପୋଇଡଙ୍କଜୁ ଅଲଗା କରି କାଟି ଧୋଇ ରଖନ୍ତୁ । ପରିବାଗୁଡ଼ିକୁ ଛୋଟ ଛୋଟ ଚାରିକୋଣିଆ ଖଣ୍ଡ କରି କାଟି ରଖନ୍ତୁ | କଡ଼େଇରେ ତେଲ ଗରମ କରି ଫୁଟଣ ଓ ତେଜପତ୍ର ପକାନ୍ତୁ । କଟାପିଆଜ ଓ କଟାଟମାଟୋ ପକାଇ ଅନ୍ନ ସମୟ ଭାଜନ । ବଟାରସୁଣ, ଗୁଣ୍ଡଲଙ୍କା,…

Read More