ପ୍ରସ୍ତୁତି ସାମଗ୍ରୀ –ଅଧା କିଲୋ ଚିକେନ୍
୧ ଗୋଟି ପିଆଜ
ଖଣ୍ଡିଏ ଛୋଟ ଅଦା
ତିନୋଟି ତେଜପତ୍ର
୨ଟି ଗୁଜୁରାତି
ଦୂଇ ଚାମଟ କର୍ନଫ୍ଲୋର
୧ ଗୋଟି ପିଆଜ
୧ ଚାମଚ ଗୋଲମରିଚ ଗୁଣ୍ଡ
୧ ଗୋଟି ରସୁଣ
୨ ଖଣ୍ଡ ଡାଲଚିନି
୧ ଚାମଚ ଲହୁଣୀ
ଦରକାର ଅନୁଯାୟୀ ଲୁଣ |
ପ୍ରଣାଳୀ –
ଏଥିରେ ଚିକେନ୍ ସୁପ୍ ପରି ପ୍ରଥମେ ସିଝାଇବେ । ଅନ୍ୟ ଏକ ପାତ୍ରରେ ମକା ୧ କପ୍ ଲୁଣଦେଇ ୧ କପ୍ ପାଣିରେ ସିଝାଇବେ । ମକା ସିଝିବା ପରେ ଭଲରୂପେ ଚକଟିଦେବେ । ସିଝା ଚିକେନ୍ ସୁପ୍ ମକାସିଝା ଏବଂ କର୍ନଫ୍ଲାଏାର ମିଶାଇ ଫୂଟାଇବେ ଚୁଲିରୁ ଓହ୍ଲାଇବା ବେଳେ ବଟର ଓ ଗୋଲମରିଚ ଗୁଣ୍ଡ ପକାଇବେ । ଏହାକୁ ଗରମ ଗରମ ପରଷିବେ ।