Author: liza

ପ୍ରସ୍ତୁତି ସାମଗ୍ରୀ : ୧ କପ୍‌ ଛତୁ୨୫୦ ଗ୍ରା. ଚିକେନ୍‌୧ କପ୍‌ କଟା ପିଆଜ୪ ଚାମଚ ଅଦା-ରସୁଣର ବଟା୨ ଚାମଚ କଟା ଟମାଟୋ୧ ଚାମଚ ଗୁଣ୍ଡଲଙ୍କାଅଧା ଚାମଚ ଗୁଣ୍ଡହଳଦି୧ ଚାମଚ ଗୁଣ୍ଡଧନିଆ୧ ଚାମଚ ଗରମମସଲାଗୁଣ୍ଡ। ୧ ଚାମଚ କଟା ଧନିଆପତ୍ରଆବଶ୍ୟକ ଅନୁସାରେ ତେଲଓ ସ୍ଵାଦ ଅନୁଯାୟୀ ଲୁଣ | ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ଛତୁକୁ ଧୋଇ ଦୁଇଫାଳ କରି କାଟି ଅଛ ଉଷୁମ ପାଣିରେ ରଖି ବାହାର କରିଦିଅନ୍ତୁ । ତା’ପରେ ଚିକେନ୍‌କୁ ଧୋଇ ସେଥିରେ ଲୁଣ ଓ ଗୁଣ୍ଡହଳଦୀ ପକାଇ ୧୫ ମିନିଟ୍‌ ପାଇଁ ସିଝାଇ ରଖନ୍ତୁ । ଏହାପରେ କଢ଼େଇରେ ତେଲ ଗରମ କରି କଟା ପିଆଜ ଓ ସମସ୍ତ ମସଲା ମିଶାଇ ଭଲଭାବେ କଷନ୍ତୁ । ମସଲା କଷାରୁ ତେଲ ବାହାରକୁ ଦେଖାଯିବା ପରେ ଚିକେନ୍‌ ସିଝାକୁ ପକାଇ ଅଳ୍ପ ସମୟ ପାଇଁ ପୁନର୍ବାର କଷନ୍ତୁ । ଭଲଭାବେ କଷି ହୋଇ ଆସିଲେ ସେଥିରେ କଟା…

Read More

ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ ଗୁଣ୍ଡ ଛତୁ, ୪ ଟି ଅଣ୍ଡା, ୨ ଚାମଚ କଟା ପିଆଜ, ଅଧା ଚାମଚ ଲେଖାଏଁ କଟା ଅଦା, କଟା କଞ୍ଚାଲଙ୍କା ଓ ଗୁଣ୍ଡ ହଳଦି, ୧ ଚାମଚ ଜଟା ଧନିଆପତ୍ର, ଦରକାର ମୁତାବକ ତେଲ ଓ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ :ଅଣ୍ଡାରେ ଲୁଣ ଓ ହଳଦି ଦେଇ ଭଲଭାବେ ଫେଣ୍ଟି ରଖନ୍ତୁ । ପ୍ୟାନ୍‌ ଗରମକରି ପିଆଜ, ଅଦା, ରସୁଣ ଓ ଅନ୍ୟାନ୍ୟ ମସଲା ପକାଇ ମସ୍ରୁମ୍‌ ସହିତ କଷନ୍ତୁ । ମସଲା କଷି ହେବା ପରେ ସେଥିରେ ଧନିଆପତ୍ର ପକାଇ କଷାକୁ ଓହ୍ଲାଇ ଦିଅନ୍ତୁ । ତା’ପରେ ପ୍ୟାନ୍‌ରେ ଅଳ୍ପ ତେଲ ଦେଇ ଫେଣ୍ଟା ଅଣ୍ଡା ଗୋଳାରୁ ଅଳ୍ପ ଦେଇ ଗୋଲାକାର କରନ୍ତୁ । ମଝିରେ ଛତୁ ମସଲା କଷାକୁ ରଖି ପୁନର୍ବାର ଆଉ ଅଧିକ ଅଣ୍ଡା ଗୋଳାକୁ ଢ଼ାଳି ଆମ୍ଲେଟ୍‌କୁ ଓଲଟାଇ ଦିଅନ୍ତୁ । ଏହାକୁ…

Read More

ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରା. ମାଂସ୫୦୦ ଗ୍ରା. ବନ୍ଧାକୋବି୧ଟି ଆଳୁ୧ଟି ବଡ଼ ପିଆଜ୧ଟି ବଡ଼ ରସୁଣଖଣ୍ଡେ ଅଦା୧ ଛୋଟଚାମଚ ପୋସ୍ତ୧ ଛୋଟଚାମଚ ଗୁଣ୍ଡଧନିଆ୧ଟି ତେଜପତ୍ର୪ଟି ଶୁଖିଲାଲଙ୍କା୧୦୦ ଗ୍ରା. ତେଲ୨ ଚାମଚ ଘିଅ୧ ଛୋଟଚାମଚ ଗରମ ମସଲାଅଳ୍ପ ଜିରାସ୍ଵାଦ ଅନୁଯାୟୀ ଲୁଣ ଓ ହଳଦୀ ପ୍ରସ୍ତୁତ ପ୍ରଣାଳୀ: ପ୍ରଥମେ ଅଦା, ଲଙ୍କା, ଜିରା, ଧନିଆ ଓ ପୋସ୍ତ ମିଶାଇ ମସଲା ବାଟି ଅଲଗା ରଖନ୍ତୁ । ବନ୍ଧାକୋବିକୁ ଚୂନା ଚୂନା ଓ ଆଳୁକୁ ଛୋଟ ଛୋଟକରି କାଟି ରଖନ୍ତୁ । ଏହାପରେ କଡ଼େଇରେ ତେଲ ଗରମକରି କଟାପିଆଜ, କଟାରସୁଣ ପକାଇ ଅଳ୍ପ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ସେଥିରେ ସମସ୍ତ ବଟାମସଲା, ମାଂସ, ଲୁଣ ଓ ହଳଦି ଦେଇ କଷନ୍ତୁ । ଏହା ଅଳ୍ପ ନରମ ହୋଇ ଆସିବା ବେଳକୁ କଟାବନ୍ଧାକୋବିକୁ ପକାଇ ଢ଼ାଙ୍କୁଣୀ ଘୋଡ଼ାଇ ଦିଅନ୍ତୁ । ଏଥିରେ ଅଧକ ପାଣି ଦିଅନ୍ତୁ ନାହିଁ । ଧିମା…

Read More

ପ୍ରସ୍ତୁତି ସାମଗ୍ରୀ : ୨୫୦ ଗ୍ରା. ଚିକେନ୍‌୧ କପ୍‌ ପୋଦିନାପତ୍ର୨ଟି ରସୁଣ୨ ଛୋଟଚାମଟ ଭିନେଗାର୪ଟି କଞ୍ଚାଲଙ୍କା୧ ଛୋଟଚାମଚ ଅଜିନୋମଟୋଓ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପୋଦିନାପତ୍ରକୁ ଧୋଇ ଚିକ୍କଣ କରି ବାଟି ରଖନ୍ତୁ । ଚିକେନ୍‌ ସହିତ ଲୁଣ, ବଟା ପୋଦିନା, ସୋୟାସସ୍‌, ଓରସେଷ୍ଟର ସସ୍‌ ଓ ଭିନେଗାର ମିଶାଇ ଦୁଇଘଣ୍ଟା ରଖନ୍ତୁ । ରସୁଣ ଓ କଞ୍ଚାଲଙ୍କାକୁ ଏକାଠି ବାଟି ରଖନ୍ତୁ । କଡେଇରେ ତେଲ ଗରମ କରି ସସ୍‌ ମଧ୍ଯରୁ ଚିକେନ୍‌ ବାହାର କରି କଡ଼ା କରି ଛାଣନ୍ତୁ । ଚିକେନ୍‌ ଭଜା ସରିଗଲେ ବଳିଥିବା ତେଲରେ ରସୁଣ, କଞ୍ଚାଲଙ୍କା ଓ ସମସ୍ତ ସସ୍‌ , ଚିକେନ୍‌, ଲୁଣ ଓ ଅଜିନୋମୋଟୋ ଦେଇ ମାଞ୍ଚୁରିଆନ୍‌କୁ ଓହ୍ଲାଇ ଆଣନ୍ତୁ | ରୁଟି ସହିତ ଏହାକୁ ଗରମ ଗରମ ପରଷନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ : ୪ ବିଡ଼ା ପାଳଙ୍ଗ ଶାଗ୨ ବିଡା ଧନିଆପତ୍ର୫୦୦ ଗ୍ରା. ଚିକେନ୍‌୨ଟି ବଡ ପିଆଜଅଳ୍ପ ଗୋଟା ଗରମ ମସଲା୨ଟି ତେଜପତ୍ର୨ ଛୋଟଟାମଚ ରସୁଣ ବଟା୧ ଛୋଟ ଚାମଚ ଲେଖାଏଁ ବଟାଅଦାଗୁଣ୍ଡଲଙ୍କା, ଗୁଣ୍ଡହଳଦିଓ ଗୁଣ୍ଡ ଗରମମସଲାଅଧାକପ୍‌ ଦହି୪ ବଡ଼ଚାମଚ ସୋରିଷତେଲ୨ ଛୋଟଚାମଚ ଲହୁଣିସ୍ଵାଦ ଅନୁସାରେ ଲୁଣ ପ୍ରସ୍ତୁତ ପ୍ରଣାଳୀ : ପାଳଙ୍ଗ ଶାଗକୁ ଧୋଇ କଡ଼େଇରେ ଅଧା କପ୍‌ ପାଣି, ଅଧା ଚାମଚ ଚିନି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସିଝାଇ ରଖନ୍ତୁ । ଶାଗ ଥଣ୍ଡା ହୋଇଗଲେ ଧନିଆପତ୍ରଜୁ ଧୋଇ ଶାଗ ସହିତ ମିଶାଇ ଏକାଠି ବାଟି ରଖନ୍ତୁ । ଚିକେନ୍‌କୁ ଧୋଇ, ସ୍ବାଦ ଅନୁସୀରେ ଲୁଣ, ଗୁଣ୍ଡ ହଳଦି, ଦହି ଓ ସୋରିଷତେଲ ଗୋଳାଇ ଅଧଘଣ୍ଡା ରଖନ୍ତୁ । ପିଆଜକୁ ବାଟି ରଖନ୍ତୁ ।ପ୍ଯାନ୍‌ରେ ତେଲ ଗରମ କରି ତେଜପତ୍ର ଓ ଗୋଟା ଗରମ ମସଲା ପକାନ୍ତୁ । ଏଥରେ ଅଦା ଓ ରସୁଣ ବଟା…

Read More

ପ୍ରସ୍ତୁତି ସାମଗ୍ରୀ- କାବୁଲି ବୁଟ ୨କପ୍‌ଦହି ୪ଚାମଚଭଜା ଜିରାଗୁଣ୍ଡ ୧ଚାମଚଆମଚୁର ୧ଚାମଚ,କଟା ଅଦା ୧ ଖଣ୍ଡଓ ପିଆଁଜ ୨ଟି କଟା,ଲଙ୍କାଗୁଣ୍ଡ,ପରିମାଣ ଅନୁସାରେ ଲୁଣ,ତେଲ ଓ ଧନିଆପତ୍ର ! ପ୍ରଣାଳୀ- କରେଇରେ ତେଲ ଗରମ କରି ପିଆଜ ଓ ଅଦା ଭାଜିନିଅନ୍ତୁ।ଏଥିରେ ଦହି ମିଶାନ୍ତୁ । ତା’ପରେ ସିଜା ବୁଟ ଓ ମସଲା ମିଶେଇ ଏଥିରେ ପକାନ୍ତୁ ! ପାଣି ଦିଅନ୍ତୁ । ପାଣି ମରିଆସ୍ରିଲେ ଧନିଆପତ୍ର କଟା ଦେଇ ଓହ୍ଲାନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ- ହରଡଡାଲି ୧ କପ୍‌ଅଦା ୨ ଖଣ୍ଡସୋରିଷ ୧ଚାମଚତେନ୍ତୁଳିରସ ୧ଚାମଚସମ୍ବର ପାଉଡର ୧ଚାମଚ (ବଡ)ଭୁରୁସଙ୍ଗପତ୍ର ୧ଡେମ୍ଫଛୋଟ ଦେଶୀ ପିଆଜ ୧କପ୍‌କଞ୍ଚାଲଙ୍କା ୬ଟିମେଥି ୧ ଚାମଚନଡିଆକୋରା ଅଧକପ୍‌ରିଫାଇନ୍‌ ତେଲ୧ଚାମଚ ଲୁଣ.ଓ ହଳଦୀ | ପ୍ରଣାଳୀ- ହରଡଡାଲିରେ ଲୁଣ, ହକଦୀଦେଇ ସିଝାଅ । ଅଧା ସିଝିଲା ବେଳକୁ ଛୋଟ ପିଆଜ ଓ ଅଦା ପକାଅ । ସିଝିଗଲେ ତେନ୍ତୁଳିରସ, ନଡିଆଳୋରା, ସମ୍ବର ପାଉଡର ଦେଇ ଫୂଟେଇବ । ତେଲ ଫୁଟିଗଲ୍ଲେ ଫୁଟଣ ଓ କଞ୍ଚାଲଙ୍କା, ଭୁରୁସଙ୍ଗପତ୍ର ଦେଇ ବଘାରିନେବେ ।

Read More

ପ୍ରସ୍ତୁତି ସାମଗ୍ରୀ : ୪୦୦ ଗ୍ରାମ୍‌ କଟାଛତୁ୧ କପ୍‌ କଟା ପିଆଜ୧୨୫ ଗ୍ରା.ଘିଅ୧ ଚାମଚ ଗୁଣ୍ଡ ହଳଦି୧ ଚାମଚ ଗୁଣ୍ଡ ଲଙ୍କା୧ ଚାମଚ କଟା ରସୁଣ୧ କପ୍‌ ମନପସନ୍ଦର କଟା ପରିବା ଏବଂ ସ୍ଵାଦ ଅନୁଯାୟୀ ଲୁଣ ! ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଗୁଆଁଘିଅ ଗରମ କରି ସେଥିରେ କଟା ପିଆଜ, କଟା ରସୁଣ ପକାଇ ଭାଜନ୍ତୁ । ତା”ପରେ କଟା ଛତୁ ପକାନ୍ତୁ । ସେଥିରେ ଗୁଣ୍ଡ ହଳଦି, ଗୁଣ ଲଙ୍କା, ଲୁଣ ଓ ମନପସନ୍ଦର ପରିବା (ଯଥା – ଗାଜର, ମଟର, ଫୁଲକୋବି, କଟା ଟମାଟୋ) ପକାଇ ଧିମା ଆଞ୍ଚରେ ୫/୭ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ ଏବଂ ଶେଷରେ କଟା ଧନିଆପତ୍ର ପକାଇ ଓହ୍ଲାଇ ଆଣି ପରିବେଷଣ କରନ୍ତୁ ।

Read More

ପ୍ରସ୍ତୁତି ସାମଗ୍ରୀ : ୨ କପ୍‌ ଧୁଆ ଓ କଟା ହୋଇଥିବା ଛତୁ୧ କପ୍‌ କଟା ପିଆଜ୪ ଚାମଚ ଟମାଟୋ ପ୍ୟୁରୀ୧ ଚାମଚ ଗରମ ମସଲା୧ ଚାମଚ ଅଦା-ରସୁଣ ପେଷ୍ଟ୧ ଚାମଚ ଫ୍ରେଶ୍‌ କ୍ରିମ୍‌୨ ଚାମଚ ଦେଶୀ ଘିଅଅଧା ଚାମଚ ଗୁଣ୍ଡ ଗୋଲମରିଚସଜାଇବା ପାଇଁ ଧନିଆପତ୍ର ଏବଂ ସ୍ଵାଦ ଅନୁଯାୟୀ ଲୁଣ । ପ୍ରସ୍ତୁତ ପ୍ରଣାଳୀ : କଡ଼େଇରେ ଘିଅ ଗରମକରି ସେଥିରେ କଟା ପିଆଜ ବାଦାମୀ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ତା’ପରେ ଅଦା-ରସୁଣ ପେଷ୍ଟ ଦେଇ କଷନ୍ତୁ | କଷିଲା ପରେ ସେଥିରେ ଟମାଟୋ ପ୍ୟୁରୀ ଦେଇ ଗୋଳାନ୍ତୁ ଏବଂ କିଛି ସମୟ ପରେ ଛତୁ ମିଶାନ୍ତୁ¡ ଆଉ କିଛି ସମୟ ପରେ ଅଧା କପ୍‌ ପାଣି ଦେଇ ୧୦ ମିନିଟ୍‌ ପର୍ଯ୍ୟନ୍ତ ଫୂଟାନ୍ତୁ |ତା’ପରେ ଫ୍ରେଶ୍‌ କ୍ରିମ୍‌ ଏବଂ ୧ ମିନିଟ୍‌ ୧୬୭ ଗରମ ମସଲା ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସାମାନ୍ୟ ଫୁଟାନ୍ତୁ ।…

Read More

ପ୍ରସ୍ତୁତି ସାମଗ୍ରୀ : ୫ କପ୍‌ କଟା ପାଳଙ୍ଗ୧୦୦ ଗ୍ରା ସିଝା ବଟନ୍‌ ମସରୁମ୍‌୧୫ଟି କଞ୍ଚାଲକା୧ କପ୍‌ କଟା ଧନିଆପତ୍ର୧ ଚାମଚ ଅଦା-ରସୁଣ ବଟା୧ କପ୍‌ କଟା ପିଆଜ୧ ଚାମଚ ଗୁଣ୍ଡ ଧନିଆ୧ ଚାମଚ ଚିନି,୧/୪ ଚାମଚ ଆଜିନାମଟୋ୧ ଚାମଚ କ୍ରିମ୍‌୧ ଚାମଚ ବଟର୨ ଚାମଚ ସିଝା ଗ୍ରୀନ୍‌ ମଟରସ୍ବାଦ ଅନୁଯାୟୀ. ଲୁଣ ଓ ଆବଶ୍ୟକ ଅନୁଯାୟୀ ତେଲ । ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ ପାଳଙ୍ଗକୁ ସିଝାଇ ଥଣ୍ଡାକରି ପେଷ୍ଟ ବନାନ୍ତୁ ଗୋଟିଏ ପ୍ୟାନ୍‌ରେ ତେଲ ଗରମ କରି ସେଥିରେ ପ୍ରସ୍ତୁତ ପିଆଜ ଓ ଲଙ୍କାର ପେଷ୍ଟକୁ ବାଦାମୀ ରଙ୍ଗ ହେବା ପର୍ଯ୍ୟନ୍ତ କଷନ୍ତୁ । ସେଥିରେ ଅଦା-ରସୁଣ ପେଷ୍ଟ ଦେଇ କଷିବା ପରେ ପାଳଙ୍ଗ ପେଷ୍ଟ ଦେଇ ୩ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବେ । ତାଂପରେ ସେଥିରେ ସିଝା ଛତୁ ପକାଇ ୨ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବେ । ଶେଷରେ ବାଉଲ୍‌କୁ କାଢ଼ି କ୍ରିମ୍‌ ଓ ବଟର ଦେଇ…

Read More