ପ୍ରସ୍ତୁତି ସାମଗ୍ରୀ– ହରଡଡାଲି ୧ କପ୍
ଅଦା ୨ ଖଣ୍ଡ
ସୋରିଷ ୧ଚାମଚ
ତେନ୍ତୁଳିରସ ୧ଚାମଚ
ସମ୍ବର ପାଉଡର ୧ଚାମଚ (ବଡ)
ଭୁରୁସଙ୍ଗପତ୍ର ୧ଡେମ୍ଫ
ଛୋଟ ଦେଶୀ ପିଆଜ ୧କପ୍
କଞ୍ଚାଲଙ୍କା ୬ଟି
ମେଥି ୧ ଚାମଚ
ନଡିଆକୋରା ଅଧକପ୍
ରିଫାଇନ୍ ତେଲ
୧ଚାମଚ ଲୁଣ.ଓ ହଳଦୀ |
ପ୍ରଣାଳୀ- ହରଡଡାଲିରେ ଲୁଣ, ହକଦୀଦେଇ ସିଝାଅ । ଅଧା ସିଝିଲା ବେଳକୁ ଛୋଟ ପିଆଜ ଓ ଅଦା ପକାଅ । ସିଝିଗଲେ ତେନ୍ତୁଳିରସ, ନଡିଆଳୋରା, ସମ୍ବର ପାଉଡର ଦେଇ ଫୂଟେଇବ । ତେଲ ଫୁଟିଗଲ୍ଲେ ଫୁଟଣ ଓ କଞ୍ଚାଲଙ୍କା, ଭୁରୁସଙ୍ଗପତ୍ର ଦେଇ ବଘାରିନେବେ ।