ପ୍ରସ୍ତୁତି ସାମଗ୍ରୀ– କାବୁଲି ବୁଟ ୨କପ୍
ଦହି ୪ଚାମଚ
ଭଜା ଜିରାଗୁଣ୍ଡ ୧ଚାମଚ
ଆମଚୁର ୧ଚାମଚ,
କଟା ଅଦା ୧ ଖଣ୍ଡ
ଓ ପିଆଁଜ ୨ଟି କଟା,
ଲଙ୍କାଗୁଣ୍ଡ,
ପରିମାଣ ଅନୁସାରେ ଲୁଣ,
ତେଲ ଓ ଧନିଆପତ୍ର !
ପ୍ରଣାଳୀ– କରେଇରେ ତେଲ ଗରମ କରି ପିଆଜ ଓ ଅଦା ଭାଜିନିଅନ୍ତୁ।ଏଥିରେ ଦହି ମିଶାନ୍ତୁ । ତା’ପରେ ସିଜା ବୁଟ ଓ ମସଲା ମିଶେଇ ଏଥିରେ ପକାନ୍ତୁ ! ପାଣି ଦିଅନ୍ତୁ । ପାଣି ମରିଆସ୍ରିଲେ ଧନିଆପତ୍ର କଟା ଦେଇ ଓହ୍ଲାନ୍ତୁ ।