
Contents
- 1 ପେଟର ଭୋକ ଜୀବନର ସବୁ ରଙ୍ଗ ଦେଖେଇଦେଲା, ଯିଏ ନିଜର ବୋଝ ଉଠେଇବା ଜାଣିନାହାନ୍ତି, ପେଟର ଭୋକ ତାକୁ ପଥରର ବୋଝ ଉଠେଇଦେଲା |
- 2 ରୁଟି ସେମାନଙ୍କ ଥାଳିରୁ ଡଷ୍ଟବିନ୍ କୁ ଯାଏ ଯେଉଁମାନେ ଭୋକ କ’ଣ ଜାଣନ୍ତି ନାହିଁ !
- 3 ଖାଦ୍ୟର ଅପଚୟ କରନ୍ତୁ ନାହିଁ ଖାଦ୍ୟର ସଦ୍ ଉପଯୋଗ କରନ୍ତୁ !
- 4 ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଏତେ ଭୋକିଲା ଯେ ଭଗବାନ୍ ସେମାନଙ୍କୁ ରୁଟିର ରୂପ ଛଡା ଅନ୍ୟ କୌଣସି ରୂପରେ ଦେଖାଯିବେ ନାହିଁ |
- 5 କୁହାଯାଏ ହସ ଅନମୋଲ୍ ଅଟେ, କେବଳ ଦଶ ଟଙ୍କାରେ ବିକ୍ରି ହୁଏ ଯେତେବେଳେ ପେଟ ଭିତରେ ଭୋକ କାନ୍ଦୁଥାଏ |
ପେଟର ଭୋକ ଜୀବନର ସବୁ ରଙ୍ଗ ଦେଖେଇଦେଲା, ଯିଏ ନିଜର ବୋଝ ଉଠେଇବା ଜାଣିନାହାନ୍ତି, ପେଟର ଭୋକ ତାକୁ ପଥରର ବୋଝ ଉଠେଇଦେଲା |
The hunger of the stomach showed all the colors of life, who did not know how to bear his burden, the hunger of the stomach lifted him the burden of the stone.
Petara Bhoka Jibanara Sabu Ranga Dekheidela, Jie Nijara Bojha Utheiba Janinahanti, Petara Bhoka Taku Patharara Bojha Utheidela.

ରୁଟି ସେମାନଙ୍କ ଥାଳିରୁ ଡଷ୍ଟବିନ୍ କୁ ଯାଏ ଯେଉଁମାନେ ଭୋକ କ’ଣ ଜାଣନ୍ତି ନାହିଁ !
The bread goes from their plate to the dustbin who don’t know what hunger is!
Ruti Semananka Thaliru Dustbinku Jae Jeunmane Bhoka Kan Jananti Nahin.
Odia Hunger Quotes1
ଖାଦ୍ୟର ଅପଚୟ କରନ୍ତୁ ନାହିଁ ଖାଦ୍ୟର ସଦ୍ ଉପଯୋଗ କରନ୍ତୁ !
Don’t waste your food, Make good use of food!
Khadyara Apachaya Karantu Nahin, Khadyara Sad Upajoga Karantu.

ଦୁନିଆରେ ଏପରି କିଛି ଲୋକ ଅଛନ୍ତି, ଯେଉଁମାନେ ଏତେ ଭୋକିଲା ଯେ ଭଗବାନ୍ ସେମାନଙ୍କୁ ରୁଟିର ରୂପ ଛଡା ଅନ୍ୟ କୌଣସି ରୂପରେ ଦେଖାଯିବେ ନାହିଁ |
There are some people in the world who are so hungry that God will not be seen in any form other than the form of bread.
Duniare Epari Kichhi Loka Achhanti, Jenumane Ete Bhokila Je Bhagaban Semananku Rutira Rupa Chada Anya Kounasi Rupare Dekhajibe Nahin.
