ନିଦ, ଯଦି ଆସେ ସବୁକିଛି ଭୁଲେଇଦିଏ,
ଯଦି ନ ଆସେ ତାହାଲେ ସବୁକିଛି ମନେ ପକାଇଦିଏ |
Nida, Jadi Ase Sabukichi Bhuleidie,
Jadi Na Ase Tahale Sabukichhi Mane Pakaidie.
ଯେଉଁ ମଜ୍ଜା ଶୋଇବାରେ ଅଛି, ସେଇ ମଜ୍ଜା ଦୁନିଆର କେଉଁ କୋଣରେ ନାହିଁ ।
Jeun Maja Soibare Achhi, Sei Maja Duniara Keun Konare Nahin.
ପ୍ରକୃତ ନିଦ ତ ପିଲାଦିନରେ ଆସୁଥିଲା,
ଏବେତ ଲୋକମାନେ କେବଳ ଥକି ଶୋଇଯାଉଛନ୍ତି ।
Prakruta Nida Ta Piladinare Asuthila
Ebeta Lokamane Kebala Thaki Soijauchanti.
ଶୋଇବା ହେଉଛି ଏକ ଶୃଙ୍ଖଳା, ଯାହା ସ୍ୱାସ୍ଥ୍ୟ ଏବଂ ଆମ ଶରୀରକୁ ଏକତ୍ର ସଂଯୋଗ କରେ |
Shoiba Heuchhi EKa Srunkhala,Jaha Swasthya
Ebam Ama Shariraku Ekatra Sanjoga Kare.
ବିଛଣାରେ ଶୋଇବା ପରେ ଏବଂ ଶୋଇବା ପୂର୍ବରୁ,
ମଣିଷ ନିଜର କ୍ରୋଧକୁ ଭୁଲିଯିବା ଉଚିତ୍ |
Bichhanare Soiba Pare Ebam Soiba Purbaru
Manisha Nijara Krodhaku Bhulijiba Uchhit.