Odia QuotesOdia SmsOdia Wishes
Odia Quotes on Brother and Sister
Odia Quotes, Messages, Wishes, Images


Contents
- 1 ଭାଇ ଭଉଣୀ ସମ୍ପର୍କରେ ଗୋଟିଏ ଖାସ୍ କଥା ନିଶ୍ଚିତ ଅଛି କି, ସେମାନେ ଯେତେ ପରସ୍ପର ମଧ୍ୟରେ ଲଢିଥାନ୍ତି, ସେତେ ଅଧିକ ପରସ୍ପରର ଚିନ୍ତା କରନ୍ତି ।
- 2 ଭାଇ ଛୋଟ ହେଉ କି ବଡ, ନିଜ ଭଉଣୀକୁ ସୁରକ୍ଷା ଦେବାର କର୍ତ୍ତବ୍ୟ କେବେବି ଭୁଲେନାହିଁ ।
- 3 ଭାଇ-ଭଉଣୀର ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ |
- 4 ଭାଇ-ଭଉଣୀ ସଂପର୍କରେ ଟିକିଏ ଖଟାସ୍ ରହିବା ମଧ୍ୟ ଜରୁରୀ, କାରଣ ଏହା ସେମାନଙ୍କ ସମ୍ପର୍କକୁ ଗଭୀର କରିଥାଏ |
- 5 ଗୋଟିଏ ବଡ ଭଉଣୀ ସବୁବେଳେ ନିଜ ଭାଇକୁ ଆଗକୁ ଯିବାକୁ ଉତ୍ସାହିତ କରେ |
ଭାଇ ଭଉଣୀ ସମ୍ପର୍କରେ ଗୋଟିଏ ଖାସ୍ କଥା ନିଶ୍ଚିତ ଅଛି କି, ସେମାନେ ଯେତେ ପରସ୍ପର ମଧ୍ୟରେ ଲଢିଥାନ୍ତି, ସେତେ ଅଧିକ ପରସ୍ପରର ଚିନ୍ତା କରନ୍ତି ।
There is definitely something special about Brother and Sister that, The more they fight, the more they think about each other.
Bhai Bhauni Samparkare Gotie Khas Katha Nischita Achhiki, Semane Jete Paraspara Madhyare Ladhithanti, Sete Adhika Parasparara Chinta Karanti.

ଭାଇ ଛୋଟ ହେଉ କି ବଡ, ନିଜ ଭଉଣୀକୁ ସୁରକ୍ଷା ଦେବାର କର୍ତ୍ତବ୍ୟ କେବେବି ଭୁଲେନାହିଁ ।
The brother, young or old, never forgot his duty to protect his sister.
Bhai Chhota Heu Ki Bada, Nija Bhauniku Suraksha Debara Karttabya Kebebi Bhulenahin.

ଭାଇ-ଭଉଣୀର ସମ୍ପର୍କ ହେଉଛି ଦୁନିଆର ସବୁଠାରୁ ମୂଲ୍ୟବାନ ସମ୍ପର୍କ |
Brother-sister relationships are the most valuable relationship in the world.
Bhai Bhaunira Samparka Heuchhi Duniara Sabutharu Mulyaban Samparka.

ଭାଇ-ଭଉଣୀ ସଂପର୍କରେ ଟିକିଏ ଖଟାସ୍ ରହିବା ମଧ୍ୟ ଜରୁରୀ, କାରଣ ଏହା ସେମାନଙ୍କ ସମ୍ପର୍କକୁ ଗଭୀର କରିଥାଏ |
It is also important to have a little bit of a brother-sister relationship, Because it deepens their relationship.
Bhai Bhauni Samparkare Tikie Khatas Rahiba Madhya Jaruri, Karana Eha Semanka Samparkaku Gabhira Karithae.
