
Contents
- 1 କାହାକୁ ଈର୍ଷା କରି ମନୁଷ୍ୟ ତା’ର କିଛିବି କ୍ଷତି କରିପାରେ ନାହିଁ, ବରଂ ସେ ନିଜର ନିଦ ଓ ସୁଖ ଶାନ୍ତିକୁ ନଷ୍ଟ କରିଦିଏ | ଶୁଭ ରାତ୍ରୀ
- 2 ବିଶ୍ୱାସ ରଖ, କାଲିର ଦିନ ନିଶ୍ଚୟ ଭଲରେ କଟିବ | ଶୁଭ ରାତ୍ରୀ
- 3 ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ କିନ୍ତୁ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି, ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ୍ | ଶୁଭ ରାତ୍ରି |
- 4 ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବା ମନୁଷ୍ୟକୁ ସୁସ୍ଥ, ସମୃଦ୍ଧ ଏବଂ ବୁଦ୍ଧିମାନ ବନେଇଥାଏ | ଶୁଭ ରାତ୍ରି |
- 5 ଜିତିବାର ଅଭ୍ୟାସ ରଖିବା ଭଲ, କିନ୍ତୁ ବେଳେ ବେଳେ କିଛି ସମ୍ପର୍କରେ ହାରିଯିବା ଭଲ | ଶୁଭ ରାତ୍ରି
କାହାକୁ ଈର୍ଷା କରି ମନୁଷ୍ୟ ତା’ର କିଛିବି କ୍ଷତି କରିପାରେ ନାହିଁ, ବରଂ ସେ ନିଜର ନିଦ ଓ ସୁଖ ଶାନ୍ତିକୁ ନଷ୍ଟ କରିଦିଏ |
ଶୁଭ ରାତ୍ରୀ
By envying someone, man cannot harm him, Rather, he destroys his sleep and happiness and peace.
Good night
Kahaku Irsha Kari Manushya tara kichi b khyati karipare nahin, baram se nijara nida o sukha shantiku nasta karidie.
ବିଶ୍ୱାସ ରଖ, କାଲିର ଦିନ ନିଶ୍ଚୟ ଭଲରେ କଟିବ |
ଶୁଭ ରାତ୍ରୀ
Believe me, tomorrow must be a good day.
Good night
Biswas rakha kalira dina nischay bhalare katiba.
Good Night Quotes4
ଅତୀତକୁ ପରିବର୍ତ୍ତନ କରିବା ଅସମ୍ଭବ କିନ୍ତୁ ଭବିଷ୍ୟତର ନିୟନ୍ତ୍ରଣ ନିଜ ହାତରେ ଅଛି, ଏହି କଥାକୁ ବୁଝି ବିଚାରି ସମସ୍ତେ ଆଗକୁ ବଢିବା ଉଚିତ୍ |
ଶୁଭ ରାତ୍ରି |
It is impossible to change the past, but the future is in our hands. Everyone should move forward with this in mind.
Good Night
Atitaku Paribarttan Kariba Asmbhab Kintu Bhabishyatara Niyantrana Nija Hatare Achhi, Ehi Kathaku Bujhi Bichari Samaste Agaku Badhiba Uchit.

ଶୀଘ୍ର ଶୋଇବା ଓ ଶୀଘ୍ର ଉଠିବା ମନୁଷ୍ୟକୁ ସୁସ୍ଥ, ସମୃଦ୍ଧ ଏବଂ ବୁଦ୍ଧିମାନ ବନେଇଥାଏ |
ଶୁଭ ରାତ୍ରି |
Getting to bed early and getting up early makes a person healthy, prosperous and intelligent.
Good night
Sighra Soiba O Sighra Uthiba, Manushyaku Sustha, Samrudha Ebam Buddhiman Baneithae.
