Odia QuotesOdia SmsOdia Wishes
Odia Miscellaneous Quotes
Odia Quotes, Images, Messages, Wishes, Whatsup Status


Contents
- 1 ବଡ ଅଜୀବ ଏ ଦୁନିଆର ମେଳା ଭିଡ ତ ବହୁତ ଦେଖାଯାଏ କିନ୍ତୁ ସମସ୍ତେ ଏକୁଟିଆ ଥାଆନ୍ତି |
- 2 ଆକର୍ଷଣ ବୋଧହୁଏ ଅନେକଙ୍କ ପାଇଁ ହୋଇପାରେ କିନ୍ତୁ ସମର୍ପଣ କେବଳ ଜଣଙ୍କ ପାଇଁ ହୋଇଥାଏ |
- 3 ମିଥ୍ୟା ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ଛୋଟ ହୋଇଥାଏ |
- 4 ଆଜି ଛାଇକୁ ପଚାରିଲି କାଇଁ ଚାଲୁଛୁ ମୋ ସହ, ହସିକି ସେ ବି କହିଦେଲା ଆଉ କିଏ ଅଛି ଚାଲିବାକୁ ତୋ ସହ |
- 5 ନାରୀ କେବେହେଲେ ଖେଳନା ନୁହେଁ ସେ ତ ପରମାତ୍ମାଙ୍କ ପରେ ପୂଜନୀୟ ଅଟେ, ଯିଏ ମୃତ୍ୟୁର ଶଯାରେ ଯାଇ ଗୋଟିଏ ଜୀବନକୁ ଜନ୍ମ ଦିଏ ।
ବଡ ଅଜୀବ ଏ ଦୁନିଆର ମେଳା ଭିଡ ତ ବହୁତ ଦେଖାଯାଏ କିନ୍ତୁ ସମସ୍ତେ ଏକୁଟିଆ ଥାଆନ୍ତି |
The world is a fair, the crowds are very crowded but everyone is alone.
Bada Ajib a Duniara Mela, Bhida ta Bahut Dekhaje Kintu Samaste Ekutia Thanti.

ଆକର୍ଷଣ ବୋଧହୁଏ ଅନେକଙ୍କ ପାଇଁ ହୋଇପାରେ କିନ୍ତୁ ସମର୍ପଣ କେବଳ ଜଣଙ୍କ ପାଇଁ ହୋଇଥାଏ |
The attraction may be for many but the dedication is only for one.
Akarshana Bodhhue Anekanka Pain Hoipare Kintu Samarpana Kebala Jananka Pain Hoithae.

ମିଥ୍ୟା ଯେତେ ଉଚ୍ଚ ହେଉନା କାହିଁକି, ସତ୍ୟ ତୁଳନାରେ ଏହା ଛୋଟ ହୋଇଥାଏ |
No matter how high the lie is, it is smaller than the truth.
Mithya Jete Uchha Heuna Kahinki, Satya Tulanare Eha Chhota Hoithae.

ଆଜି ଛାଇକୁ ପଚାରିଲି କାଇଁ ଚାଲୁଛୁ ମୋ ସହ, ହସିକି ସେ ବି କହିଦେଲା ଆଉ କିଏ ଅଛି ଚାଲିବାକୁ ତୋ ସହ |
Today I asked Shadow why you are walking with me, and he laughed and said who else is there to walk with you.
Aji Chhaiku Pacharili Kain Chaluchhu Mo Saha, Hasiki Se b Kahidela Aau Kie Achhi Chalibaku To Saha.
