

Contents
ହେଲମେଟ ପିନ୍ଧନ୍ତୁ, ସୁରକ୍ଷିତ ଜୀବନ ଯାତ୍ରା କରନ୍ତୁ |
Wear a helmet, travel safely.
Helmet Pindhantu, surakhsita Jiban Jatra Karantu.

ଦୁର୍ଘଟଣାକୁ ରୋକିବା ପାଇଁ ହେଲମେଟ ହେଉଛି ଏକ ଉପାୟ |
Helmets are one way to prevent accidents.
Durghatanaku Rokiba Pain Helmet Heuchhi EKa Upaya.

ହେଲମେଟ୍ ନପିନ୍ଧି ତୁମେ ପୋଲିସ୍ କୁ ବୋକା ବନେଇ ପାରିବ କିନ୍ତୁ ମୃତ୍ୟୁକୁ ନୁହେଁ |
You can fool the police without wearing a helmet but not death.
Helmet Napindhi Tume Police Ku Boka Banei Pariba Kintu Mrutyuku Nuhen.

ହେଲମେଟ ଆପଣଙ୍କୁ ପୋଲିସ ଏବଂ ଆକସ୍ମିକ ମୃତ୍ୟୁ ଉଭୟରୁ ରକ୍ଷା କରିବ |
Helmets will protect you from both police and accidental death.
Helmet Apananku Police Ebam Akasmika Mrutyu Ubhayaru Raksha Kariba.

ହେଲମେଟ୍ ପିନ୍ଧନ୍ତୁ ନିଜ ପାଇଁ ଏବଂ ନିଜ ପରିବାର ପାଇଁ |
Wear a helmet for yourself and your family.
Helmet Pindhantu Nija Pain Ebam Nija Paribar Pain.