Odia Rashiphala

Odia Rasiphala Saturday 20th April 2019

Daily Odia Horoscope

ନୂତନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ପ୍ରୀତି ଲାଭ କରି ଉତ୍‌ଫୁଲ୍ଲିତ ହେବେ । ଶୟନ ସୁଖ ମିଳିବ । ଅବିବାହିତଙ୍କର ମନୋରମା କନ୍ୟାସହ ବିବାହ ସମ୍ବନ୍ଧ ସ୍ଥିର ହେବ । ମୂଲ୍ୟବାନ୍ ଧାତୁଦ୍ରବ୍ୟ ପ୍ରାପ୍ତ ହେବେ ।
ଆତ୍ମଗୋପନ କରିପାରନ୍ତି । ଅର୍ଥପ୍ରାପ୍ତିର ସୁଯୋଗ ଜୁଟୁଛି । ବିଭିନ୍ନ ସ୍ତରରୁ ସହଯୋଗ ପାଇ ବିଶେଷ ଉପକୃତ ହେବେ । ସର୍ବତ୍ର ସୁଖ ଭୋଗର ସୂଚନା ମିଳୁଛି । ଶତ୍ରୁ ଦମନ କରି ଆଶ୍ୱସ୍ତ ହେବେ । ସୁସ୍ଥ ରହିବେ ।
କାର୍ଯ୍ୟରେ ସଫଳତା ଲାଭ କରବେ । ଦିନଟି ସମସ୍ୟା ବହୁଳ ହୋଇପାରେ । ଚଞ୍ଚଳ ଚେଷ୍ଟିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ । ସୁଲକ୍ଷଣ କନ୍ୟା ସନ୍ତାନ ପ୍ରାପ୍ତ ହୋଇପାରନ୍ତି । ଶ୍ରେଷ୍ଠ ପଦ-ପଦବୀରେ ମଣ୍ଡିତ ହୋଇପାରନ୍ତି ।
ଦୁଶ୍ଚିନ୍ତା ଦୂର ହେବ । ଯାନବାହନ ସୁଖ ମିଳିବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶ୍ରେଷ୍ଠମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପୁତ୍ର ସୁଖ ମିଳିପାରେ । ପରୋପକାରୀ ହେବେ । ବୁଦ୍ଧିମାନ୍ ବ୍ୟକ୍ତିଭାବେ ନିଜର ପରିଚୟ ସୃଷ୍ଟି କରିବେ ।
ଆର୍ଥିକ ଅନଟନର ଅବସାନ ଘଟିବ । ଅଦ୍ୟମ ଚେଷ୍ଟା ଫଳରେ କାର୍ଯ୍ୟ ହାସଲ କରବାକୁ ସକ୍ଷମ ହେବେ । କଳ,ବଳ, କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ସମୃଦ୍ଧି ମାର୍ଗରେ ଆଗକୁ ବଢ଼ିବେ । ସର୍ବ ସୁଖ ମିଳିବା ଆଶା କରାଯାଏ ।
 ପରବେଶ ଆପଣଙ୍କ ପାଇଁ ଲାଭଜନକ ହେବ । ଆଶାବାଦୀ ହୋଇପାରନ୍ତି । ଚିନ୍ତା ବୃଦ୍ଧି ହୋଇପାରେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ବିବିଧ ଧନଯୁକ୍ତ ହୋଇପାରନ୍ତି । ଚଞ୍ଚଳ ମନା ହେବେ । ଅତିସୁଖୀ ଓ କୀର୍ତ୍ତିମାନ ହେବେ ।
ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ବନ୍ଧୁ ସହାୟତାରୁ ଲାଭବାନ ହୋଇପାରନ୍ତି । ରୁଚିକର ସୁସ୍ୱାଦୁ ଭୋଜନ ମିଳିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଋଣ ପରିଶୋଧ କରିବାରେ ସକ୍ଷମ ହୋଇପାରନ୍ତି ।
ପରିସ୍ଥିତି ପ୍ରତି ଉଦାସୀନ ରହବେ । କେହି ଆପଣଙ୍କ ପଥରୋଧ କରବା ପାଇଁ ଉଦ୍ୟମ ଚଳାଇ ପାରନ୍ତି । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ଶୋଭନ ବ୍ୟକ୍ତି ସମ୍ପନ୍ନ ହୋଇପାରନ୍ତି । ମିଷ୍ଟ ଭାବେ ସମସ୍ତଙ୍କ ମନ କିଣିବାରେ ସକ୍ଷମ ହେବେ ।
ତରବର ନ ହୋଇ ଅପେକ୍ଷାରତ ହେଲେ କାର୍ଯ୍ୟର ସଫଳ ରୂପାୟନ କରବାରେ ସକ୍ଷମ ହେବେ । ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ରାଜକୋଷ ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ଜନସାଧାରଣଙ୍କ ପ୍ରିୟପାତ୍ର ହେବେ ।
ନିଜେ ନିଜକୁ ସାନ୍ତ୍ୱନା ଦେବେ । କାର୍ଯ୍ୟରେ ସଫଳତା ମିଳିବ । ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମତତ୍ପରତା ପ୍ରକାଶ ପାଇବ । ନାନା ବିଭବରେ ମଣ୍ଡିତ ହୋଇପାରନ୍ତି । କୀର୍ତ୍ତି, ମର୍ତ୍ତି , ସତ୍ତ୍ୱ, ସନ୍ତୋଷ ସବୁକିଛି ମିଳିପାରେ ।
ଇଚ୍ଛା କରୁଥିବା ସୁଫଳ ପ୍ରାପ୍ତ ହୋଇପାରନ୍ତି । ବିଭାଗରେ ଓ ସାଧାରଣ କ୍ଷେତ୍ରରେ ଆଦର ସମ୍ମାନ ମିଳିବ । ଆଶା ଫଳବତୀ ହେବ । ବନ୍ଧୁ ମିଳନରେ ବିଶେଷ ଉପକୃତ ହୋଇପାରନ୍ତି । ବିଭିନ୍ନ ସ୍ତରରୁ ଧନଲାଭ ହେବାର ସୂଚନା ମିଳୁଛି ।
ଶୁଭ ବାର୍ତ୍ତା ପାଇ ପ୍ରଫୁଲ୍ଲିତ ହୋଇପାରନ୍ତି । ମନରେ ବିଷଣ୍ଣ ଭାବ ଜାତ ହୋଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଗୃହରେ ଅଶାନ୍ତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବା ଆଶାକରାଯାଏ । ଅଷ୍ଟମ ଚନ୍ଦ୍ର ଯୋଗଁ ସତର୍କ ରହିବେ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X