![]() |
ଅନ୍ୟ ମନସ୍କ ରହିଲେ କ୍ଷତି ସହି ପାରନ୍ତି । ଚିନ୍ତାଗ୍ରସ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । କର୍ମରେ ଉନ୍ନତି ଓ ବ୍ୟବସାୟରେ ଲାଭ ହେବ । |
![]() |
ଧୈର୍ଯ୍ୟ ଧରି କାର୍ଯ୍ୟ କଲେ ସଫଳତା ମିଳିବ । ଦ୍ରବ୍ୟ ନଷ୍ଟର ସମ୍ଭାବନା ଅଛି । ପ୍ରଭାବଶାଳୀ ହେବେ । ପୁଣ୍ୟବାନ୍ ହୋଇପାରନ୍ତି । ଶୁଦ୍ଧ ସ୍ୱଭାବ ସମ୍ପନ୍ନ ହେବେ । ଜନବଲ୍ଲଭ ଭାବେ ସାମାଜିକ ଜୀବନରେ ପରିଗଣିତ ହେବେ । |
![]() |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ନୃତ୍ୟ-ସଙ୍ଗୀତ ପ୍ରତି ଆଗ୍ରହ ପ୍ରକାଶ କରିପାରନ୍ତି । ଯଶସ୍ୱୀ ହେବେ । ଧନବାନ୍ ହୋଇପାରନ୍ତି । ସରକାରୀ ସ୍ତରରୁ ଅର୍ଥ ମିଳିବ । |
![]() |
ଅନ୍ୟକୁ ସାହାଯ୍ୟ କରି ନିଜେ ବିପଦର ସମ୍ମୁଖୀନ ହୋଇପାରନ୍ତି । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ବୁଦ୍ଧିମତାର ପରିଚୟ ସୃଷ୍ଟି କରିବେ । ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହୋଇପାରନ୍ତି । ପୁତ୍ର ସୁଖ ମିଳିବ । ପରୋପକାରୀ ହେବେ । |
![]() |
ଯାତ୍ରାଦିରେ ଲାଭବାନ ହୋଇପାରନ୍ତି । କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମୃଦ୍ଧିର ମୂଳଦୁଆ ପଡ଼ିବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ରହିବେ । |
![]() |
ନିଜର କାର୍ଯ୍ୟ ଦକ୍ଷତା ପ୍ରତିପାଦନ କରବେ । ଲୋକମାନଙ୍କର ଶ୍ରଦ୍ଧାର ପାତ୍ର ହୋଇପାରନ୍ତି । ଭୋଗ-ବିଳାସ କରିପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । କ୍ରୋଧ ସମ୍ବରଣ କଲେ ସଫଳ ମିଳିବ । ଚକ୍ଷୁପୀଡ଼ାରେ ଆକ୍ରାନ୍ତ ହୋଇପାରନ୍ତି । |
![]() |
କାର୍ଯ୍ୟରେ ସଫଳତା ଲାଭ କରିବେ । ମନ ପ୍ରସନ୍ନ ରହିବ । ଅର୍ଥପ୍ରାପ୍ତିର ସୂଚନା ମିଳୁଛି । ପ୍ରୀତି ଲାଭ ସୁଯୋଗ ସୃଷ୍ଟି ହୋଇଛି । ଉନ୍ନତିକର ଯୋଜନାର ଶଭୁାରମ୍ଭ କରିପାରନ୍ତି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିଭାଗୀୟ ସ୍ତରରୁ ଅର୍ଥ ମିଳିବ । |
![]() |
ତୀର୍ଥଯାତ୍ରା କରବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ କାର୍ଯ୍ୟ କରବାର ଉତ୍ସାହ ବୃଦ୍ଧି ପାଇବ । ସ୍ନେହ-ପ୍ରୀତିରେ ସହକର୍ମୀମାନଙ୍କୁ ବାନ୍ଧି ପାରନ୍ତି । ଉଚ୍ଚକର୍ତ୍ତୃପକ୍ଷଙ୍କ ବିଶ୍ୱାସଭାଜନ ହେବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । |
![]() |
ପତ୍ନୀଙ୍କ ଠାରୁ ପ୍ରେରଣା ପାଇ କାର୍ଯ୍ୟ କରିବେ । ସେବା ରୂପକ ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ବହୁଦିନର ଆଶା ପୂର୍ଣ୍ଣ ହୋଇପାରେ । ନିଜ କାର୍ଯ୍ୟ ପାଇଁ ଆତ୍ମ ସନ୍ତୋଷ ଲାଭ କରବେ । |
![]() |
କର୍ମକ୍ଷେତ୍ରରେ ବ୍ୟାଘାତ ସୃଷ୍ଟି ହୋଇପାରେ । ଘାତଚନ୍ଦ୍ର ସହିତ ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ଖୁବ୍ ସତର୍କତାର ସହ ଚଳିବାକୁ ପଡ଼ିବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ସ୍ୱାଭିମାନୀ ହେବେ । ଉଚ୍ଚ ସମ୍ମାନ ଆରୋହଣ ଓ ଜଳଯାତ୍ରା କରବା ନିଷେଧ । |
![]() |
କାର୍ଯ୍ୟରେ ସଫଳତା ଲାଭ କରବିବେ । ଆମୋଦପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଚିନ୍ତାଧାରା ଉନ୍ନତ ମାନର ହେବ । ନୂଆ ବନ୍ଧୁଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସନ୍ମାର୍ଗୀ ହେବେ । |
![]() |
ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ହେବ । ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ରାଜପୂଜା ମିଳିପାରେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ଧନଶାଳୀ ହେବେ । ସତ୍ମାର୍ଗରେ ପରିଚାଳିତ ହୋଇପାରନ୍ତି । |