![]() |
ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ସଧୁସଙ୍ଗ ପାଇ ଉତ୍ଫୁଲ୍ଲିତ ହେବେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । |
![]() |
ଶୁଭ ବାର୍ତ୍ତା ପାଇ ଅତ୍ୟନ୍ତ ଖୁସି ହେବେ । ସାଙ୍ଗଠନିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କର୍ମକ୍ଷେତ୍ର ନିଜର ପାରଦର୍ଶୀତା ପ୍ରତପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଧନଲାଭ ହେବ । ଭୋଗ ବିଳାସ କରିବେ । ବିନୀତ ହେବେ । |
![]() |
ଦୂରଯାତ୍ରା ଯୋଗ ଅଛି । ଆଳସ୍ୟ ପରିତ୍ୟାଗ କଲେ ସଫଳତା ମିଳିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିବେ । ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି । ଯଶସ୍ୱୀ ହେବେ । ସରକାରୀ ଅର୍ଥ ପ୍ରାପ୍ତ ହେବେ । |
![]() |
ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଧନବାନ୍ ହେବେ । ଅପାର ଗଣୁର ଅଧିକାରୀ ହୋଇପାରନ୍ତି । ତୃପ୍ତିକର ଭୋଜନରେ ଆପ୍ୟାୟିତ ହେବେ । ରୋଜଗାରକ୍ଷମ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ଅନିଶ୍ଚିତତା ଅନୁଭବ କରିପାରନ୍ତି । ମନରେ ଉଦ୍ବେଗ ଜାତ ହେବ । କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ । ବ୍ୟୟ ପରିମାଣ ବୃଦ୍ଧି ପାଇବ । ଧର୍ମାସକ୍ତ ଓ ମତିମାନ ହୋଇପାରନ୍ତି । ପୁତ୍ର- ମିତ୍ର ହେତୁକ ସୁଖ ଭୋଗ କରିବେ । ବହୁ ଧନ ମିଳିବ । |
![]() |
ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଭ୍ରମଣ ସୁଖ ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ରୋଜଗାର ଆଶାନୁରୂପ ହେବ । ସରକାରୀ ମାନ୍ୟତା ସହିତ ବିଭାଗୀୟ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଯଶସ୍ୱୀ ହେବେ । |
![]() |
ସୁଖ, ସନ୍ତୋଷ ଲାଭ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ପ୍ରୀତ ଲାଭ କରିପାରନ୍ତି । ସେବା ମନୋଭାବ ରହିବ । କର୍ମକ୍ଷେତ୍ରରେ ଢ଼େର ଉନ୍ନତ ଘଟିବ । ସରକାରୀ ଅର୍ଥ ମିଳପାରେ । ସମ୍ମାନିତ ହେବେ । କୀର୍ତ୍ତିମାନ ହୋଇପାରନ୍ତି । |
![]() |
ମା’ଙ୍କ ସ୍ୱାସ୍ଥ୍ୟ ନେଇ ବ୍ୟସ୍ତ ରହିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ସ୍ନେହ, ପ୍ରୀତରେ ଛନ୍ଦି ହୋଇ ପଡ଼ିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । କର୍ତ୍ତୃପକ୍ଷଙ୍କ ବିଶ୍ୱାସ ଭାଜନ ହେବେ । ଅର୍ଥ ମିଳିବ । କାର୍ଯ୍ୟରେ ସଫଳତା ମିଳିବ । |
![]() |
ଚୋରି ଦ୍ରବ୍ୟର ସନ୍ଧାନ ପାଇବେ । ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ । ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରା ମନା । |
![]() |
କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଉଚ୍ଚ ଆଶା ଫଳବତୀ ହେବ । ବନ୍ଧୁ ସହାୟତା ପାଇ ଖୁସି ହେବେ । ଶାନ୍ତି ଓ ସନ୍ତୋଷ ମିଳିବ । ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମ୍ବନ୍ଧ ସ୍ଥିର ହେବ । ସ୍ୱର୍ଣ୍ଣାଦି ଲାଭ ହୋଇପାରେ । |
![]() |
ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ନିଜର ଅସାଧାରଣ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସିପାରେ । ସୁସମ୍ବାଦ ପାଇ ଖୁସି ହେବେ । ପ୍ରିୟଭାଷୀ ହୋଇପାରନ୍ତି । ଧନ ଓ ଯାନବାହନଯୁକ୍ତ ହେବେ । ଧର୍ମପ୍ରିୟ ହେବେ । ପାଣ୍ଡିତ୍ୟର ପରିପ୍ରକାଶ ଘଟାଇବେ । |
![]() |
କେତେକ ଗରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ନିରବଦ୍ରଷ୍ଟା ହୋଇପାରନ୍ତି । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି । ବିବାଦରେ ବିଜୟୀ ହେବେ । ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି । ଶାନ୍ତ ସ୍ୱଭାବ, ନିପୁଣ ଓ ମେଧାବୀ ହୋଇପାରନ୍ତି । ଜିତେନ୍ଦ୍ରିୟ ହେବେ । |
For daily odia rashiphala visit our website daily in the morning. This is compiled from a trusted source.