Author: OdiaWeb Online

ପରକୁ ସାହାଯ୍ୟ କରି ଉପକୃତ ହୋଇପାରନ୍ତି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ଶୁଭ ଖବର ପାଇ ଖୁସି ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍‌କର୍ମରେ ନିୟୋଜିତ ହେବେ । ଅର୍ଥ ପ୍ରାପ୍ତିର ସୁଯୋଗ ଜୁଟିଛି । ପରିବାରରେ ଶାନ୍ତି ବାତାବରଣ ସୃଷ୍ଟି ହେବ । କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ସୁସମ୍ବାଦ ପାଇ ଖୁସି ହେବେ । କର୍ମକ୍ଷେତ୍ରକୁ ଉଜ୍ଜ୍ୱଳମୟ କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ବିଜୟୀ ହେବେ ।  ମନୋବଳ ଦୃଢ଼ ରହିବ । ମନରେ ଥିବା ଉଦ୍‌ବେଗ ପ୍ରଶମିତ ହେବ । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶ୍ରବଣ କରିପାରନ୍ତି । ଆତ୍ମ ନିର୍ଭରଶୀଳ ହେବେ । ଧନକ୍ଷୟ…

Read More

ଦୂରଯାତ୍ରା ଶୁଭଫଳଦାୟକ ହେବ । ସୁଖ, ସମ୍ମାନ ଲାଭ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ଉପୁଜି ଥିବା ସମସ୍ୟାର ସମାଧାନ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ବିଜ୍ଞ ବ୍ୟକ୍ତି ବିଶେଷରେ ପରିଗଣିତ ହୋଇପାରନ୍ତି । ଭବିଷ୍ୟତ ପାଇଁ କର୍ମ ପନ୍ଥା ସ୍ଥିର କରିବେ । ଶ୍ରମ ସଫଳ ହେବ । ଦୁଶ୍ଚିନ୍ତା ଦୂର ହୋଇପାରେ । ଅର୍ଥପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ଗୃହରେ ଶାନ୍ତି ବାତାବରଣ ସୃଷ୍ଟି ହେବ । ସନ୍‌ମାର୍ଗୀ ହେବେ । ଦାନ-ଧର୍ମକୁ ଅଗ୍ରାଧିକାର ଦେବେ । ପଡ଼ୋଶୀଙ୍କ ସହ ସୁସମ୍ପର୍କ ରହିବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ । ସତ୍‌ପଥଗାମୀ ହେବେ । ଧାର୍ମିକ ଭାବନାରୁ ସଫଳ ମିଳିବ । କୀର୍ତ୍ତିମାନ ହେବେ । ପ୍ରିୟ ଭାଷା ବ୍ୟବହାର କରି ସବୁରି ପ୍ରିୟ ପାତ୍ର ହେବେ । ଅବାଞ୍ଛିତ ଘଟଣା ଘଟିପାରେ । ଧନହାନି…

Read More

ରୋଜଗାର ଆଶାନୁରୂପ ହେବ । ବାଧା, ପ୍ରତିବନ୍ଧକ ଥାଇ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ଘଟିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଚଞ୍ଚଳ ଚେଷ୍ଟିତ ହେବେ । କୌଣସି ମତେ କାର୍ଯ୍ୟ ଚଳାଇ ନେଇ ପାରନ୍ତି । କର୍ମ ଚଞ୍ଚଳ ରହବେ । ବଂଶର ମାନ-ସମ୍ମାନ ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଶରୀର ସୁସ୍ଥ ରହିବ । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପ୍ରିୟଜନଙ୍କ ଠାରୁ ସାହାଯ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ଭୋଗ-ବିଳାସରେ ସମୟ ଅତିବାହିତ କରବେ । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି । ପ୍ରବାସପ୍ରିୟ ବିଦ୍ୱାନ ଓ ସାହସୀ ହେବେ । ଉଦ୍ୟୋଗୀ ଓ ସମ୍ପତ୍ତିବାନ୍ ହେବେ । ଦିନସାରା କାର୍ଯ୍ୟବ୍ୟସ୍ତ…

Read More

କର୍ମ ତତ୍ପରତା ପ୍ରକାଶ ପାଇବ । ମୂଲ୍ୟବାନ୍ ଦ୍ରବ୍ୟ ପ୍ରାପ୍ତିର ସୁଯୋଗ ଅଛି । ସରକାରୀ ଅର୍ଥ ମିଳିପାରେ । ଗୃହ ପରିବେଶ ଠିକ୍ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ, ବହୁବଧ ଧନ ପ୍ରାପ୍ତ ହେବେ । ଅପାର ଗୁଣର ଅଧିକାରୀ ହୋଇପାରନ୍ତି । ମାନ-ସମ୍ମାନର ଅଧିକାରୀ ହୋଇପାରନ୍ତି । ସେବକ ମନୋଭାବ ଗ୍ରହଣ କରପାରିନ୍ତି । ସୌଭାଗ୍ୟ ବୃଦ୍ଧିର ସମୟ ଉପସ୍ଥିତ, ଯେତେ ବଡ଼ ଦାୟିତ୍ୱ ହେଲେ ବି ତାକୁ ବହନ କରବାର ଶକ୍ତି ଆପଣଙ୍କର ରହିଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ପରୀକ୍ଷାରେ ସଫଳତା ଲାଭ କରିବେ । ଧନ ହାନି ଘଟିବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଅନୁଭବ କରପାରନ୍ତି । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ କ୍ଳେଶ ଉପୁଜି ପାରେ । ଜଳଯାତ୍ରା କରବା ମନା । ଆବଶ୍ୟକ ସହଯୋଗ ମିଳିପାରେ । ବନ୍ଧୁମିଳନରେ…

Read More

ମନରେ ଭକ୍ତିଭାବ ଉଦ୍ରେକ ହେବ । କୁଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଦୟାଳୁ ସ୍ୱଭାବର ହେବେ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ସବୁ ବାଧା-ବିଘ୍ନ ଏଡ଼ାଇ ଉନ୍ନତି ପଥେ ଆଗକୁ ବଢ଼ିବେ । ଭାଗ୍ୟଶାଳୀ ହେବେ । ଦନଟି ଭୋଗ-ବଳାସରେ ବିତାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ପ୍ରବାସପ୍ରିୟ, ବଦ୍ୱାନ ଓ ସାହସୀ ହେବେ । ବପଦରୁ ଉଧୁରି ଯିବେ । ଶାରୀରିକ କଷ୍ଟ ଅନୁଭବ କରିପାରନ୍ତି । ଈର୍ଷା ପରାୟଣ ହେବେ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକି ପଡବ । ବନ୍ଧୁମାନଙ୍କ ସାନ୍ନିଧ୍ୟ ଲାଭ କରି ଆନନ୍ଦ ଅନୁଭବ କରିବେ । ବ୍ୟବସାୟ ଲାଭଜନକ ହେବ । ସମାଜ…

Read More

ସୁଖ, ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟ ହାସଲ କରିବକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ସରକାରୀ ଅର୍ଥ ମିଳିବ । ଗୃହ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ,ସନ୍ତୋଷ, ବହୁବିଧ ଧନ ସବୁ କିଛି ମିଳିବ । ଧନବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହେବେ । ବହୁ ଭ୍ରମଣର ସୁଯୋଗ ମିଳିବ । ବୁଦ୍ଧିମାନ୍ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ । ସରକାରୀ ମାନ୍ୟତା ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ । ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିବେ…

Read More

ଅଧିକ ଲାଭବାନ୍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି । ସତ୍‌ସଙ୍ଗୀ ହେବେ । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ । ଖାଦ୍ୟ, ପେୟରେ ତୃପ୍ତିଲାଭ କରିବେ । ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି । ଈର୍ଷାରୁ ନିବୃତ୍ତ ହେଲେ ସାମାଜିକ ସ୍ତରରେ ମର୍ଯ୍ୟାଦା ମିଳିବ । ସ୍ୱାଭିମାନୀ ହେବେ । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ସେବା ଭାବନା ନେଇ କାର୍ଯ୍ୟ କରିବେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ । ବନ୍ଧୁଙ୍କ ସହାୟତା ପାଇ କୃତଜ୍ଞ ହେବେ । ସାମାନ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । ମନରେ ଗର୍ବଭାବ ଦେଖା ଦେଇପାରେ । ଭାଇମାନଙ୍କ…

Read More

ମନରେ ଉଦ୍‌ବେଗ ଜାତ ହୋଇପାରେ । ସତ୍ୟକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ପୁତ୍ର ସୁଖ ମିଳିବ । ପତିବ୍ରତା ପତ୍ନୀଙ୍କର ସହଯୋଗ ମିଳିବ । ଧନ-ଧାନ୍ୟର ଅଧିକାରୀ ହୋଇପାରନ୍ତି । ନଗଦ ଅର୍ଥ ମିଳିପାରେ । ବବିାଦୀୟ ପରିସ୍ତିତି ଉପୁଜି ପାରେ । ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ହସ, ଖୁସି ଲାଗି ରହବି । ଚେଷ୍ଟା ଫଳବତୀ ହେବ । ସ୍ତ୍ରୀଧନ ହେତୁ ସୁଖୀ ହୋଇ ପାରନ୍ତି । ମନ୍ତ୍ରଣାଦାତା ହେବେ । ସଙ୍ଗୀତ ପ୍ରିୟ ହେବେ । ଉପଯକ୍ତ କର୍ମାନୁରକ୍ତ ହେବେ । ଆଶାବାଦୀ ହେବେ । ଆତ୍ମବଡ଼ିମା ଦେଖାଇ ପାରନ୍ତି । ମନରେ ଉତ୍ସାହବୋଧ ରହବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବୁଦ୍ଧିମାନ୍ ହେବେ । ଧନ ସହିତ ସରକାରୀ ମାନ୍ୟତା ମିଳିବ । ବବାହ ବିଳମ୍ବିତ ହୋଇପାରେ । କର୍ମ ଓ ଦାୟିତ୍ୱରେ ପରବିର୍ତ୍ତନ ଘଟିବ ।…

Read More

କୌଣସି କାର୍ଯ୍ୟ କରିବାକୁ ଯାଇ ଅସୁବିଧାରେ ପଡ଼ି ପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଯୁଗ୍ମ-ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ । ସତର୍କରେ ଚଳିବାକୁ ପଡବ । ଗୃହକାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବନ୍ଧୁ ମିଳନ ଘଟିବାର ସଯୋଗ ସୃଷ୍ଟିହୋଇଛି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ମିଷ୍ଟାନ୍ନ ଭୋଜନ ମିଳିବ । ବୃଦ୍ଧି ପାଉଥିବା ଶତ୍ରୁତାର ଅବସାନ ଘଟାଇ ମାନସିକ ଶାନ୍ତିଫେରି ପାଇବେ । ଶୁଭ ଖବର ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ଋଣ ପରିଶୋଧ କରିବାରେ ସକ୍ଷମ ହେବେ । ଆୟ ଆଶାନୁରୂପ ହୋଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୁଯୋଗ…

Read More

ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ଦେଖାଦେବ । ସାଙ୍ଗ ସାଥୀଙ୍କ ସହିତସମୟ ବିତାଇ ପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜ ସେବୀ ହେବେ । ଶାନ୍ତ ଓ ଧୈର୍ଯ୍ୟବାନ ହେବେ । ପତ୍ନୀଙ୍କ କଥାରେ ପରିଚାଳିତ ହେବେ । ବ୍ୟବସାୟ କାରବାରରେ ବୃଦ୍ଧି ଘଟିବ । ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି । ସୁସ୍ଥ ଓ ନିରାମୟ ରହିବେ । ଚାକିରିରେ ସୁନାମ ମିଳିବ । ସତ୍ୟନିଷ୍ଠ ଭାବେ କାର୍ଯ୍ୟ କରିବେ । ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆସନ୍ନ ପ୍ରସବୀ ଥିଲେ କନ୍ୟା ସନ୍ତାନ ଜାତ ହୋଇପାରେ । ଆକସ୍ମିକ ଭାବେ ଧନଲାଭ ହେବ । ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯିବେ । କଳହଠାରୁ ଦୂରେଇ…

Read More