Author: OdiaWeb Editor

ଆପଣ ଜାଣନ୍ତି ଆଜି ହେଉଛି ଫ୍ରେବୁଆରୀ ୧୪ ତାରିଖ ଯାହାକୁ ‘ଭାଲେଣ୍ଟାଇନ୍ ଡେ’ ଭାବେ ପ୍ରେମୀ ଯୁଗଳ ଅନେକ ବର୍ଷରୁ ପାଳନ କରି ଆସୁଛନ୍ତି | ତେବେ ଏହାକୁ ପ୍ରେମର ଦିନ ଭାବେ ଅଦ୍ୟବଧି ପାଳନ କରା ଯାଇ ଆସୁଛି | ଏହି ଦିନଟି ପ୍ରତ୍ୟେକ ପ୍ରେମୀ ଯୁଗଳଙ୍କ ପାଇଁ ବେଶ ସ୍ବତନ୍ତ୍ରତା ବହନ କରେ | ଏହି ଦିନଟି ବିଭିର୍ଣ ଦେଶରେ ଭିର୍ଣ ଭିର୍ଣ ବିଶ୍ବାସ ସହକାରେ ମଧ୍ୟ ପାଳନ କରାଯାଏ | ମୁଖ୍ୟତଃ ପାଶ୍ଚାତ୍ୟ ଦେଶରେ ଏହି ଦିନଟିକୁ ବେଶ୍ ଧୁମଧାମ୍ ରେ ପାଳନ କରାଯାଏ | କିନ୍ତୁ ପୂର୍ବ ଦେଶଗୁଡିକରେ ଏହି ଦିନକୁ ସ୍ଥଳ ବିଶେଷରେ ଭିର୍ଣ ଭିର୍ଣ ଭାବେ ପାଳନ କରାଯାଇ ଥାଏ | ଯେପରିକି ଚୀନ୍ ରେ ଫ୍ରେବୁଆରୀ ୧୪ କୁ ‘ନାଇଟ୍ସ ଅଫ୍ ସେଭେନ୍ସ”, ଜାପାନ୍ ଓ କୋରିଆରେ ‘ହ୍ବାଇଟ୍ ଡେ’ ନାମରେ ଜଣା ଯାଏ | ଆଉ ପୁଣି ଏହି ଦେଶଗୁଡିକରେ…

Read More

Human Sagar Biography of an enthralling Voice of Odisha At a crucial moment when Ollywood music industry is fighting to establish itself on the top, Odisha has got some of the veteran songsters like Humane Sagar. When the Odia Music Industry was declining due to availability of much good singers. And when they had no choice but to hire singers from outside the state, entry of Humane Sagar into Odia discography has changed the scene. Now-a-days, Odia Music Industry, be it the film or be the album has set its trend to match the competition after Singers like Humane Sagar folded…

Read More

Top Destinations in Odisha to Roam Around on Valentine’s Day As the Valentine’s day is approaching closer; the hearts of youngsters are beating faster. The so called Day of Love will pen down the front page of thousands of love stories of the sprouting love birds. Singles are getting ready to be mingled on the Valentines Day. Following the trends of Rose Day, Propose Day, Chocolate Day, Teddy Day, Promise Day, Kiss Day and Hug Day, the Love Birds are eagerly waiting to celebrate the Valentines Day with their dear ones. It is the day on which they will definitely…

Read More

ସବୁ ପ୍ରକାର କଏନ ବୈଧ ଓ ଏଣିକି ଖୁଚୁରା ନେବାକୁ ମନା କଲେ ଭୋଗିବାକୁ ହେବ ସାତ ବର୍ଷ କାଳ ଜେଲ୍ ଦଣ୍ଡ | ଆପଣଙ୍କୁ ମନେ ପକାଇ ଦେବାକୁ ଚାହୁଁ ଯେ ୮ ନଭେମ୍ବର ୨୦୧୬ ମସିହା ସଂନ୍ଧ୍ୟା ୮.୧୫ ରେ ଭାରତର ପ୍ରଧାନ ମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ କୁ ଅଚଳ ଘୋଷଣା କରିବା ସହ ନୂଆ ୫୦୦ ଓ ୨୦୦୦ଟଙ୍କିଆ ନୋଟ ଜାରି କରିବା ପାଇଁ ମଧ୍ୟ ଘୋଷଣା କରିଥିଲେ | ଆଉ ଏବେ ୨୦୧୬ ମସିହାର ଏହି ବିମୁଦ୍ରିକରଣକୁ ପାଖାପାଖି ୨ ବର୍ଷ ବିତି ସାରିଲାଣି |  ବିମୁଦ୍ରିକରଣର ସୁପ୍ରଭାବ ଆଶାନୁରୂପ ହୋଇ ନଥିବା ସତ୍ତ୍ବେ ଅନ୍ୟ ପକ୍ଷରେ ସାଧାରଣ ଜନତା ସେ ସମୟରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ | ଆଜି ବି ଲକ୍ଷ କରାଯାଉଛି ଯେ ଅନେକ ଲୋକ ବିଶେଷ କରି କଏନ କୁ ନେଇ…

Read More

ପବିତ୍ର ଓ ପ୍ରସିଦ୍ଧ ହିନ୍ଦୁ ଗ୍ରନ୍ଥ ‘ରାମଚରିତମାନସ’ର ରଚୟିତା ତୁଳସୀଦାସ ମନୁଷ୍ୟ ଜୀବନରେ ସଫଳତା ପ୍ରାପ୍ତି ପାଇଁ ୬ଟି ଅମୂଲ୍ୟ ଉପଦେଶ ଦେଇଛନ୍ତି | ମନୁଷ୍ୟ ହେଉଛି ଇଶ୍ବରଙ୍କର ଶ୍ରେଷ୍ଠ ସୃଷ୍ଟି | ପ୍ରତ୍ୟେକ ମନୁଷ୍ୟ ଜୀବନରେ ଆନନ୍ଦ ,ଉନ୍ନତି ଓ ସଫଳତା ପ୍ରାପ୍ତିର ବାଟ ଖୋଜିଥାଏ। ପ୍ରତ୍ୟେକ ବ୍ୟକ୍ତି ଚାହିଁଥାନ୍ତି ଯେ, ନିଜକୁ ସମ୍ମାନ ମିଳୁ, ନିଜର ନାମ ଉଚ୍ଚା ହେଉ ଓ ଜୀବନ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ହେଉ । କିନ୍ତୁ ମନୁଷ୍ୟ କେବେ ଏହି କଥା ଭାବି ନଥାଏ ଯେ ଏସବୁର ଆବଶ୍ୟକତା ଜୀବନରେ କାହିଁକି ବା କିପରି ଉପାୟରେ ଏସବୁକୁ ପ୍ରାପ୍ତ କରିହେବ |  ତେବେ ଆସନ୍ତୁ ଜାଣିବା ସଫଳତାର ସେହି ଛଅଟି ମନ୍ତ୍ର ଯାହା ତୁଳସୀ ଦାସ କହିଯାଇଛନ୍ତି :- ୧. ତୁଳସୀଦାସ କହିଛନ୍ତି ଯେ, ମଧୁର ବଚନ କହୁଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥା’ନ୍ତି । କାହାକୁ ବି ମୋହିତ କରିବା ପାଇଁ…

Read More

ଆଦ୍ୟବଧି ମାସ ସାରା ବିଜୁଳି ବ୍ୟବହାର କରିବା ପରେ ମାସ ଶେଷରେ ବିଜୁଳି ବିଲ୍ ପୈଠ କରୁଛନ୍ତି ଉପଭୋକ୍ତା। ଆଗାମୀ ଦିନରେ କିନ୍ତୁ ବିଜୁଳି ବ୍ୟବହାର ପାଇଁ ଆଗୁଆ ପଇସା ପୈଠ କରିବାକୁ ପଡିବ, ତା ଉପରେ ବିଦ୍ୟୁତ ବ୍ୟବହାର କରିବେ ଗ୍ରାହକ। ସେଥିପାଇଁ ଆପଣଙ୍କ ଘରେ ଲାଗିଥିବା ମିଟର ମଧ୍ୟ ବଦଳିପାରେ। କେବଳ ସେତିକି ନୁହେଁ, ଦିନର ବିଭିନ୍ନ ସମୟରେ ବିଜୁଳି ବ୍ୟବହାର ପାଇଁ କଂପାନି ଭିନ୍ନ ଭିନ୍ନ ଦେୟ ଆଦାୟ କରିବେ। ସୂଚନା ଅନୁସାରେ ସବୁ ଘରକୁ ବିଜୁଳି ସେଂଯାଗ ପରେ ଏବେ ଏ କ୍ଷେତ୍ରରେ ଏଭଳି କିଛି ସଂସ୍କାର ମୂଳକ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ‘ଉଦୟ-୨’ ଯୋଜନାରେ ବିଦ୍ୟୁତ୍ କ୍ଷେତ୍ରର ସଂସ୍କାର ପାଇଁ ଅସମ୍ପୂର୍ଣ ରହି ଯାଇଥିବା କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରାଯିବା ପାଇଁ ଖୁବ୍ ଶୀଘ୍ର କେନ୍ଦ୍ର କ୍ୟାବିନେଟ୍ ଠୋସ୍ ପଦକ୍ଷେପ ନେବାକୁ ଯାଉଛନ୍ତି। କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର. କେ.…

Read More

Rose Day Odia Sms 2019 Celebrate this year Rose Day with your near and dear ones by sharing this nice and beautify Rose Day Sms. This day all Lovers greet each other with beautiful  red roses. If you don’t have one then sharing this digital red roses with beautiful sms with your friends and family.

Read More

କାମଚଳା ଅର୍ଥମନ୍ତ୍ରୀ ପୀୟୂଷ ଗୋଏଲ୍‌ ଫେବୃଆରୀ ୧ ତାରିଖରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଶେଷ ବଜେଟ୍‌ ହୋଇଥିବାରୁ, ଏହା ଉପରେ ସାରା ଦେଶବାସୀଙ୍କର ବିଶେଷ ନଜର ଥିଲା। ଆଗକୁ ସାଧାରଣ ନିର୍ବାଚନ ଥିବାରୁ, କେନ୍ଦ୍ରରେ କ୍ଷମତାରେ ଥିବା ମୋଦି ସରକାର ଭୋଟରଙ୍କୁ ପ୍ରଲୋଭିତ କରିବା ଲାଗି କ’ଣ ବଡ଼ ଘୋଷଣା କରୁଛନ୍ତି, ବିଶେଷ କରି ଚାଷୀଙ୍କ ପାଇଁ କ’ଣ ଘୋଷଣା ହେବ, ତାହା ଉପରେ ସମସ୍ତଙ୍କର ନଜର ଥିଲା। ତେବେ ଏହି ବଜେଟ୍‌ ରେ କ୍ଷୁଦ୍ରଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପ୍ରଦାନ ଠାରୁ ଆରମ୍ଭ କରି ଭଲ ‘ଗ୍ରାଚୁଇଟି ଟର୍ମସ୍‌’ ଏବଂ ‘ଆୟକର ଛାଡ଼’ ଭଳି ଏମିତି ୫ଟି ବଡ଼ ଘୋଷଣା କେନ୍ଦ୍ର ସରକାର କରିଛନ୍ତି। ଏବେ ଆସନ୍ତୁ ନଜର ପକାଇବା ସେହି ୫ଟି ଘୋଷଣା ଉପରେ ! ଚାଷୀଙ୍କ ପାଇଁ ନୂଆ ଯୋଜନା ଚାଷୀଙ୍କ ପାଇଁ ନୂଆ ଯୋଜନା…

Read More

ଆପଣ ଜାଣନ୍ତି ଯେ ମୌର୍ଯ୍ୟ ବଂଶର ପ୍ରତିଷ୍ଠାତା ଚାଣକ୍ୟ ଜଣେ ସୁଜ୍ଞାନୀ, ବିଦ୍ବାନ, ପଣ୍ଡିତ, ଦାର୍ଶନିକ, ଅର୍ଥନୀତିଜ୍ଞ ତଥା ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କର ପରାମର୍ଶଦାତା ଥିଲେ | ଚାଣକ୍ୟଙ୍କର ଅନ୍ୟ ନାମ ହେଉଛି କୌଟୁଲ୍ୟ ଓ ବିଷ୍ଣୁଗୁପ୍ତ | ସେ ତକ୍ଷଶୀଳାରେ ଖ୍ରୀ.ପୂ. ୩୭୧ରେ ଜନ୍ମ ଗ୍ରହଣ କରିଥିଲେ ଓ ଖ୍ରୀ.ପୂ. ୨୮୩ରେ ପାଟଳୀପୁତ୍ରରେ ମତ୍ୟୁବରଣ କରିଥିଲେ | ତାଙ୍କ ଦ୍ବାରା ରଚିତ ମାନବ ସମାଜକୁ ଅନେକ ଉପଦେଶ ଦେଉଥିବା ‘ଚାଣକ୍ୟନୀତି’ ଓ ଅର୍ଥର ସୁବିନିଯୋଗକୁ ନେଇ ‘ଅର୍ଥଶାସ୍ତ୍ର’ ତାଙ୍କର ମନୁଷ୍ୟ ସମାଜକୁ ଦୁଇଟି ଅମୂଲ୍ୟ ଦାନ ଯାହା ସମାଜକୁ ଉଚିତ ମାର୍ଗ ପ୍ରଦର୍ଶନ କରିବାରେ ଓ ସମାଜର ଉନ୍ନତି କରାଇବାରେ ବେଶ ସହାୟକ | ଆଜି ମଧ୍ୟ ‘ଚାଣକ୍ୟନୀତି’ରେ ବର୍ଣିତ ନୀତିବାଣୀ ବା ପରାମର୍ଶ ବା ଉପଦେଶ ଆମ ମଧ୍ୟରେ ବହୁତ ଲୋକପ୍ରିୟ | ‘ଚାଣକ୍ୟନୀତି’ରେ ମାନବ ସମାଜ କିପରି ସୁଖ ଶାନ୍ତିରେ ରହି ପ୍ରଗତି କରି ପାରିବ ତାହାକୁ ନେଇ…

Read More

୨୦୧୯ ମସିହାର ଦ୍ୱିତୀୟ ମାସ ଫ୍ରେବୁଆରି ମାସ ପ୍ରତୋକ ବ୍ୟକ୍ତିଙ୍କ ପାଇଁ ନିଶ୍ଚୟ କିଛି ସ୍ବତନ୍ତ୍ର I କାରଣ ଏହି ଫ୍ରେବୁଆରି ମାସରୁ ସାରା ଦେଶରେ ୭ଟି ବଡ ନିୟମରେ ପରିବର୍ତ୍ତନ ହୋଇଛି I ଏବେ ଆସନ୍ତୁ ଜାଣିବା କେଉଁ ୭ଟି ନିୟମରେ କି ପ୍ରକାର ପରିବର୍ତ୍ତନ ହୋଇଛି ଓ ଆପଣ ସେଥି ପ୍ରତି ସଚେତନ ଅଛନ୍ତି ତ ! ୧-ସ୍ୱତନ୍ତ୍ର ଆରକ୍ଷଣ କିଛି ଦିନ ତଳେ କେନ୍ଦ୍ର ସରକାର ସବର୍ଣ ଜାତିର ଲୋକ ଙ୍କ ପାଁଇ ୧୦ପ୍ରତିଶତ ଆରକ୍ଷଣ ଲାଗୁ କରିବା ପାଇଁ ଘୋଷଣା କରିଛନ୍ତି I ଯାହାକୁ ନେଇ ସବର୍ଣ ବର୍ଗର ଲୋକେ ଖୁବ ପ୍ରଶଂସା କରିଥିଲେ ଓ ଖୁସି ମଧ୍ୟ ହୋଇଥିଲେ I ସବର୍ଣ ଜାତିର ଲୋକଙ୍କ କ୍ଷେତ୍ରରେ ଏହି ୧୦% ଆରକ୍ଷଣ ୧ ଫ୍ରେବୁଆରିରୁ ଲାଗୁ ହେଉଛି I ୨-ଅନଲାଇନ ୱାଲେଟ୍ ୧ ଫ୍ରେବୁଆରିରୁ ଏହି ନିୟମ ହୋଇଛି ଯେ ଯଦି ଆପଣ ଅନଲାଇନ ୱାଲେଟ୍…

Read More