![]() |
କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ । ପରିଶ୍ରମର ମୂଲ୍ୟ ମିଳିବ । ବ୍ୟବସାୟ ଲାଭଜନକ ହେବ । ବିଚକ୍ଷଣ ବୁଦ୍ଧି ଯୁକ୍ତ ହେବେ । ଲୋକପ୍ରିୟ ହୋଇପାରନ୍ତି । ଆର୍ଥିକ ସ୍ଥିତି ଦୃଢ଼ ହେବ । ସୁଖୀ ହେବେ । |
![]() |
ସାଧାରଣ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଆର୍ଥିକ କ୍ଷେତ୍ର ସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦେବଦର୍ଶନ ଫଳଦାୟକ ହେବ । ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି । ଅଧିକ ଅର୍ଥ ମିଳିବ । |
![]() |
ଅର୍ଥ, ଅନର୍ଥର କାରଣ ହୋଇପାରେ । ଆକସ୍ମିକ ସମସ୍ୟା ଯୋଗୁଁ ମନ ବିଷାଦିତ ହୋଇପାରେ । ନୃତ୍ୟସଙ୍ଗୀତପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଧର୍ମ ମାର୍ଗରେ ମନୋନିବେଶ କରିବେ । ସ୍ୱାସ୍ଥ୍ୟ ହାନି ଘଟିପାରେ । |
![]() |
ଆୟ ପରିମାଣ ବୃଦ୍ଧି ପାଇବ । ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ନୂଆ ବନ୍ଧୁ ଜୁଟିବେ । ଚିନ୍ତାଧାରା ଉନ୍ନତମାନର ହେବ । |
![]() |
ସତର୍କ ନରହିଲେ ପ୍ରତାରିତ ହୋଇପାରନ୍ତି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ବୁଦ୍ଧିମାନର କାର୍ଯ୍ୟ ହେବ । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ । ଯେତେ ମିଠା କଥା କହିଲେ ବି ବନ୍ଧୁ ଅବିଶ୍ୱାସ କରିପାରନ୍ତି । |
![]() |
ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ଶୁଭ ଖବର ପାଇ ଉତ୍ଫୁଲ୍ଲିତ ହେବେ । ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ । ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଚଞ୍ଚଳମନା ହେବେ । ସରକାରୀ ସାହାଯ୍ୟ ମିଳିବ । |
![]() |
ପ୍ରତ୍ୟେକ କ୍ଷେତ୍ରରେ ଆଗକୁ ବଢ଼ିବେ । ଶ୍ରମ ସାର୍ଥକ ହେବ । ସୁସମ୍ୱାଦ ପାଇ ଖୁସି ହେବେ । କାର୍ଯ୍ୟରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଦୃଢ଼ ରହିବ । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ବିବାଦୀୟ ଘଟଣାରେ ବିଜୟୀ ହେବେ । ସୁସ୍ଥ ରହିବେ । |
![]() |
କାର୍ଯ୍ୟର ମାନ୍ଦା ଗତିକୁ ତ୍ୱରାନ୍ୱିତ କରିପାରନ୍ତି । ଜନ ସଂପର୍କ ଅଧିକତର ହେବ । ନିଜ ଚେଷ୍ଟାରେ କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଶୁଣିବାରେ ଆଗ୍ରହୀ ହେବେ । |
![]() |
ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅର୍ଥ ବ୍ୟବସ୍ଥା ଟାଣ-ଟୁଣ ରହିବ । ଜିତେନ୍ଦ୍ରିୟ ହେବେ । କାର୍ଯ୍ୟ କ୍ଷେତ୍ରରେ ପରାକ୍ରମଶାଳୀ ହୋଇପାରନ୍ତି । କୀର୍ତ୍ତିର ଅଧିକାରୀ ହୋଇପାରନ୍ତି । ଜନବଲ୍ଲଭ ହେବେ । |
![]() |
ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ସୁଖକର ଘଟଣାମାନ ଘଟିବ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଶୁଭକାର୍ଯ୍ୟ ସମୟ ଅନୁକୂଳ ରହିଛି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବା ସହ ଯଶସ୍ୱୀ ହେବେ । |
![]() |
ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ । ଶୁଭ ସମାଚାର ପାଇ ଖୁସି ହୋଇପାରନ୍ତି । ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହୋଇପାରେ । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରିବେ । |
![]() |
ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ନାନା ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି । ବିଭିନ୍ନ ସ୍ତରରୁ ପ୍ରଚୁର ଅର୍ଥ ପ୍ରାପ୍ତିର ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଶାନ୍ତି ବାର୍ତ୍ତା ମିଳିପାରେ । |