
Contents
- 1 ଜ୍ଞାନର ଏକମାତ୍ର ଉତ୍ସ ହେଉଛି ଅଭିଜ୍ଞତା |
- 2 ଜୀବନର ଅନୁଭୂତିରୁ ଗୋଟିଏ କଥା ଶିକ୍ଷା ମିଳେ, ବାପା ମାଆଙ୍କ ବିନା ଜୀବନ ଅଧୁରା ଅଟେ ।
- 3 ଅଭିଜ୍ଞତା ବୟସରୁ ନୁହେଁ ପରିସ୍ଥିତିରୁ ମିଳେ ଏବଂ ପରିସ୍ଥିତି ମଣିଷକୁ ବଞ୍ଚିବାର ଉପାୟ ଶିଖେଇଥାଏ ।
- 4 ଅନୁମାନ ଭୁଲ ହୋଇପାରେ କିନ୍ତୁ ଅଭିଜ୍ଞତା କଦାପି ଭୁଲ ହୋଇପାରିବ ନାହିଁ !
- 5 ଅଭିଜ୍ଞତା ଏପରି ଏକ ଜିନିଷ ଯାହାକି ଆପଣ କିଛି ନକରି, ହାସଲ କରିପାରିବେ ନାହିଁ |
ଜ୍ଞାନର ଏକମାତ୍ର ଉତ୍ସ ହେଉଛି ଅଭିଜ୍ଞତା |
The only source of knowledge is experience.
Gyanara Ekamatra Utsa Heuchhi Abhigyata.

ଜୀବନର ଅନୁଭୂତିରୁ ଗୋଟିଏ କଥା ଶିକ୍ଷା ମିଳେ, ବାପା ମାଆଙ୍କ ବିନା ଜୀବନ ଅଧୁରା ଅଟେ ।
One thing that can be learned from life’s experiences is that life is incomplete without parents.
Jibanara Anubhutiru Gotie Katha Sikhya Mile, Bapa Maa nka Bina Jibana Adhura Ate.

ଅଭିଜ୍ଞତା ବୟସରୁ ନୁହେଁ ପରିସ୍ଥିତିରୁ ମିଳେ ଏବଂ ପରିସ୍ଥିତି ମଣିଷକୁ ବଞ୍ଚିବାର ଉପାୟ ଶିଖେଇଥାଏ ।
Experience comes from circumstances, not from age, and situations teach people how to live.
Abhigyata Bayasaru Nuhen Paristhitiru Mile Ebam Paristhiti Manisaku Bancibara Upaya Sikheithae.

ଅନୁମାନ ଭୁଲ ହୋଇପାରେ କିନ୍ତୁ ଅଭିଜ୍ଞତା କଦାପି ଭୁଲ ହୋଇପାରିବ ନାହିଁ !
Assumptions may be wrong but experience can never be wrong!
Anuman Bhul Hoipare Kintu Abhingyata kadapi bhul Hoipariba Nahin.
