ସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ । ପତ୍ନୀଙ୍କ ସ୍ୱାସ୍ଥ୍ୟ ହାନିର ସମ୍ଭାବନା ଅଛି । ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରୁକ୍ତ ହେବେ । ଯଶସ୍ୱୀ ହେବେ । ସରକାରୀ ଅର୍ଥ ପାଇ ଧନଶାଳୀ ହେବେ । | |
ନିଜକୁ ନିଜେ ସାନ୍ତ୍ୱନା ଦେବେ । ବନ୍ଧୁମିଳନର ସୁଯୋଗ ଅଛି । ସୁଖକର ଘଟଣା ମାନ ଘଟିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି । ଉତ୍ତମ ଭୋଜନ ମିଳିବ । ଆନନ୍ଦ ଉପଭୋଗ କରିବେ । | |
ଆୟ ଆଶାନୁରୂପ ହେବ । ବେଳେବେଳେ ଅସହାୟତା ପ୍ରକାଶ କରିପାରନ୍ତି । ଶତ୍ରୁ ପରାଜିତ ହେବ । ମାନସିକ ଶାନ୍ତି ଫେରି ପାଇବେ। ସୁ- ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଶୁଭକାର୍ଯ୍ୟ କରଣୀୟ । ଋଣ ପରିଶୋଧ କରି ଆଶ୍ୱସ୍ତ ହେବେ । | |
ଚାଷ କାର୍ଯ୍ୟରେ ଉନ୍ନତି ଘଟିବ । ବିଚାର ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସୁ-ସମ୍ବାଦ ପାଇ ଖୁସି ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଦିନଟି ଭିତରେ ଭଲ-ମନ୍ଦ ମିଶ୍ରିତ ଫଳ ଆଶା କରାଯାଏ । | |
ଗୃହରୁ ବିବାଦର ସୂତ୍ରପାତ ହୋଇପାରେ । ଦ୍ରବ୍ୟନଷ୍ଟ ହେବାର ସମ୍ଭାବନା ଅଛି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । ଅଧିକ ଶ୍ରମ ସ୍ୱୀକାର କରିବାକୁ ପଡ଼ିବ । କିନ୍ତୁ ତା’ର ମୂଲ୍ୟାଙ୍କନ ହେବ । ଧର୍ମକାର୍ଯ୍ୟରେ ମନୋନିବେଶ କରିବେ । | |
ବନ୍ଧୁ ସହାୟତା ମିଳିପାରେ । ପରଚର୍ଚ୍ଚାରେ ନିରତ ହେବେ । ଆର୍ଥିକ କ୍ଷେତ୍ରରେ ସ୍ୱଚ୍ଛଳତା ଦେଖା ଦେବ । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ଦିଅଁ ଦର୍ଶନର ସୁଯୋଗ ଅଛି । ଅଶାନ୍ତିର ଉପଶମ ହେବ । ସରକାରୀ ସ୍ତରରୁ ଲାଭ ମିଳିବ । | |
ଉପୁଜି ଥିବା ସମସ୍ୟାର ନିଜ ସମାଧାନ ନିଜେ କରିପାରନ୍ତି । ଆଶାବାଦୀ ହେବେ । ଶ୍ରେଷ୍ଠ ପଦାଧିକାରୀ ହେବାର ସୂଚନା ମିଳୁଛି । ତେଜୀୟାନ ହେବେ । ଧର୍ମ-ମତି ହୋଇପାରନ୍ତି । ପୁତ୍ର ସନ୍ତାନ ଜାତ ହୋଇପାରେ । ଜନବଲ୍ଲଭ ଭାବେ ଅଞ୍ଚଳରେ ପରିଗଣିତ ହେବେ । | |
ସତ୍ ପ୍ରେରଣା ପାଇ କୃତଜ୍ଞ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଲ ଆୟ ହେବ । ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଚିନ୍ତାଧାରା ଉନ୍ନତମାନର ହେବ । | |
ଯୋଜନାବଦ୍ଧ ଭାବେ କାର୍ଯ୍ୟ ହାସଲ ପାଇଁ ଚେଷ୍ଟା ଚଳାଇବେ । ବ୍ୟୟ ବୃଦ୍ଧିର ସୂଚନା ମିଳୁଛି । ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ସବୁଠୁ ଭଲ । ସୁବର୍ଣ୍ଣ ସଂପଦର ଅଧିକାରୀ ହୋଇପାରନ୍ତି । | |
ନୂତନ ଆୟପନ୍ଥା ଆବିଷ୍କାର କରିପାରନ୍ତି ଓ ତାହା ଫଳପ୍ରସୂ ହେବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ । ସତ୍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି । ଦିନଟି ଭିତରେ ଭଲ-ମନ୍ଦ ମିଶ୍ରିତ ଫଳ ମିଳିବ । ଅର୍ଥ ପ୍ରାପ୍ତ ହେବେ | |
ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଅଧିକ ଶ୍ରମ ସ୍ୱୀକାର କଲେ ବି ତା’ର ମୂଲ୍ୟାଙ୍କନ ହେବ । ସୁ-ସମ୍ବାଦ ପାଇ ଖୁସି ହୋଇପାରନ୍ତି । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ । ଆର୍ଥିକ କ୍ଷେତ୍ରସ୍ୱଚ୍ଛଳ ରହିବ । ଶୁଭକାର୍ଯ୍ୟ କରଣୀୟ । ବିଜୟୀ ହେବେ । | |
ଭ୍ରମଣଯୋଗ ଅଛି । କାର୍ଯ୍ୟରେ ସଫଳତା ମିଳିବ । ଅଧିକ କ୍ଷମତା ହାତକୁ ଆଣି ତା’ର ସଦ୍ବ୍ୟବହାର କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ । ନୃତ୍ୟ ଓ ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିୟୋଜିତ ହେବେ । ଧର୍ମମାର୍ଗରେ ମନୋନିବେଶ କରିବେ। |