Odia Rashiphala

Odia Rasiphala Friday 29th March 2019

Daily Odia Horoscope

ସୁଖ, ସମ୍ମାନ ଲାଭ କରିପାରନ୍ତି । କାର୍ଯ୍ୟ ହାସଲ କରିବକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ସରକାରୀ ଅର୍ଥ ମିଳିବ । ଗୃହ ପ୍ରଦୂଷଣମୁକ୍ତ ରହିବ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ,ସନ୍ତୋଷ, ବହୁବିଧ ଧନ ସବୁ କିଛି ମିଳିବ ।
ଧନବାନ୍ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭାଗ୍ୟର ପରିବର୍ତ୍ତନ ଘଟିବ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ହୋଇପାରନ୍ତି । ସରକାରୀ ସ୍ତରରୁ ଧନ ସହିତ ସମ୍ମାନ ମିଳିବ । ନୃତ୍ୟ-ସଙ୍ଗୀତପ୍ରିୟ ହେବେ ।
ବହୁ ଭ୍ରମଣର ସୁଯୋଗ ମିଳିବ । ବୁଦ୍ଧିମାନ୍ ହେବେ । ଯାନବାହନଯୁକ୍ତ ହୋଇପାରନ୍ତି । ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ । ସରକାରୀ ମାନ୍ୟତା ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କ ରହିବେ ।
ଧର୍ମାସକ୍ତ ହେବେ । ମତିମାନ୍ ହୋଇପାରନ୍ତି । ପୁତ୍ର, ମିତ୍ର ହେତୁକ ସୁଖଭୋଗ କରିବେ । ସୁବଣ୍ଣାଦି ଧାତୁ ଦ୍ରବ୍ୟ ଓ ମଲ୍ୟବାନ୍ ବସ୍ତ୍ର ପରିଧାନ କରିପାରନ୍ତି । ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ ।
ନିର୍ମାଣ କାର୍ଯ୍ୟର ଅଗ୍ରଗତି ଘଟିବ । ସମ୍ମାନକୁ ଜଗି ଚଳିବାକୁ ପଡ଼ିବ । ଚକ୍ଷୁରେ ପୀଡ଼ା ଉପୁଜି ପାରେ । ଅବଶିଷ୍ଟ ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟବସାୟ ଲାଭଜନକ ହେବ । ବଳଶାଳୀ ହୋଇପାରନ୍ତି । ଶତ୍ରୁ ଦମନରେ ସିଦ୍ଧହସ୍ତ ହେବେ ।
ହଠାତ୍ କିଛି ଅର୍ଥ ମିଳିବ । ବ୍ୟବସାୟଲାଭରେ ଚାଲିବ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଗୁଣଜ୍ଞ ହେବେ । ବହୁଧନ ପ୍ରାପ୍ତିର ସୂଚନା ମିଳୁଛି । ଦୟାଳୁ ସ୍ୱଭାବର ହୋଇପାରନ୍ତି । ରାଜପୂଜା ମିଳିବ । ଲୋକ ସଂପର୍କ ବୃଦ୍ଧି ହେବ ।
ଅଧିକ ପରିଶ୍ରମର ସମ୍ମୁଖୀନ ହେବେ । ଘାତଚନ୍ଦ୍ର ଭୋଗ ହେତୁ ସାମନ୍ୟ ପୀଡ଼ା ଅନୁଭବ କରିପାରନ୍ତି । ଯଶସ୍ୱୀ ହେବେ । କୃଷି କ୍ଷେତରୁ ଭଲ ଲାଭ ମିଳିବ । ଯାନବାହନ ସୁଖ ମିଳିପାରେ । ଶ୍ରେଷ୍ଠ ପଦ-ପଦବୀ ମିଳିପାରେ । ମୁରବି ତୁଲ୍ୟ ହେବେ ।
ଆଶାବାଦୀ ହେବେ । ବିବାଦୀୟ କ୍ଷେତ୍ରରେ ବିଜୟୀ ହେବେ । ପ୍ରତିଯୋଗିତାରେ ଆଶାନୁରୂପ ଫଳ ପ୍ରାପ୍ତ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ବିଭିନ୍ନ ସ୍ତରରେ ସମ୍ମାନିତ ହେବେ । ମନରେ ଗର୍ବଭାବ ରହିବ ।
ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ମିଳିବ । ମନ ପ୍ରସନ୍ନ ରହିବ । ସୁସମ୍ବାଦ ପାଇ ଖୁସି ହେବେ । ଉପୁଜିଥିବା ସଙ୍କଟ ଦୂର ହେବ । ବିଭିନ୍ନ ଦିଗରୁ ଧନାଗମ ହେବ । ଭାଗ୍ୟଶାଳୀ ହେବେ । ତ୍ୟାଗଶୀଳ ଓ ନୀତିଜ୍ଞ ହେବେ । ଚଞ୍ଚଳମନା ଓ କୀର୍ତ୍ତିମାନ୍ ହେବେ ।
 ସୃଜନଶୀଳ ହୋଇପାରନ୍ତି । ଆପଣଙ୍କ ପ୍ରତିଭା ବିକଶିତ ହେବ । ଧନ ଯୁକ୍ତ ହେବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ନୂଆ ବନ୍ଧୁଙ୍କ ସହାୟତା ମିଳିବ । କରଜ ସୁଝିପାରନ୍ତି ।
ଧୈର୍ଯ୍ୟବାନ୍ ହେବେ । ସାହସୀ ହୋଇପାରନ୍ତି । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ଉତ୍ସାହିତ ହୋଇ ନୂତନ କାର୍ଯ୍ୟ‌‌ରେ ହାତ ଦେବେ । ଗୁରୁ-ବ୍ରାହ୍ମଣ ପ୍ରିୟ ହୋଇପାରନ୍ତି । ପତ୍ନୀଙ୍କ କଥା ଉପରେ ଗୁରୁତ୍ୱ ଦେବେ ।
ପରିଶ୍ରମର ମଲ୍ୟ ମିଳିବ । ଧର୍ମ ଭାବନା ମନରେ ରହିବ । ମନରେ ସରସତା ଜାତ ହୋଇପାରେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଶୁଭ କର୍ମପାଇଁ ସମୟ ଅନୁକୂଳ ସାବ୍ୟସ୍ତ ହୋଇଛି । ସରକାରୀ ମାନ୍ୟତା ସହ ଅର୍ଥ ମିଳିବ ।
For daily odia rashiphala visit our website daily in the morning. This is compiled from a trusted source.

Odia Calendar 2019

Comments

comments

Tags

Leave a Reply

Your email address will not be published. Required fields are marked *

Back to top button
Close
X