ମନରେ ଉଦ୍ବେଗ ଜାତ ହୋଇପାରେ । ସତ୍ୟକୁ ବ୍ରତ ଭାବେ ଗ୍ରହଣ କରିପାରନ୍ତି । ପୁତ୍ର ସୁଖ ମିଳିବ । ପତିବ୍ରତା ପତ୍ନୀଙ୍କର ସହଯୋଗ ମିଳିବ । ଧନ-ଧାନ୍ୟର ଅଧିକାରୀ ହୋଇପାରନ୍ତି । ନଗଦ ଅର୍ଥ ମିଳିପାରେ । | |
ବବିାଦୀୟ ପରିସ୍ତିତି ଉପୁଜି ପାରେ । ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି । ହସ, ଖୁସି ଲାଗି ରହବି । ଚେଷ୍ଟା ଫଳବତୀ ହେବ । ସ୍ତ୍ରୀଧନ ହେତୁ ସୁଖୀ ହୋଇ ପାରନ୍ତି । ମନ୍ତ୍ରଣାଦାତା ହେବେ । ସଙ୍ଗୀତ ପ୍ରିୟ ହେବେ । ଉପଯକ୍ତ କର୍ମାନୁରକ୍ତ ହେବେ । | |
ଆଶାବାଦୀ ହେବେ । ଆତ୍ମବଡ଼ିମା ଦେଖାଇ ପାରନ୍ତି । ମନରେ ଉତ୍ସାହବୋଧ ରହବ । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ । ବୁଦ୍ଧିମାନ୍ ହେବେ । ଧନ ସହିତ ସରକାରୀ ମାନ୍ୟତା ମିଳିବ । ବବାହ ବିଳମ୍ବିତ ହୋଇପାରେ । | |
କର୍ମ ଓ ଦାୟିତ୍ୱରେ ପରବିର୍ତ୍ତନ ଘଟିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ । ଆଜି ଦିନର ସ୍ଥିତି ବବାଦୀୟ ହୋଇପାରେ । ବହୁ ଉତ୍ତମ ମିତ୍ର କିମ୍ବା ପୁତ୍ର ଲାଭର ସୂଚନା ମିଳୁଛି । ଧର୍ମାସକ୍ତ ଓ ମତିମାନ୍ ହେବେ । ଶୁଖଭୋଗ କରବି । | |
ଶତ୍ରୁର ଉପସ୍ଥିତି ନେଇ ମନରେ ଉଦ୍ବେଗ ଜାତ ହୋଇପାରେ । ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି । ବ୍ୟବସାୟରେ ଲାଭବାନ୍ ହେବେ । ସରକାରଙ୍କ ଦ୍ୱାରା ସମ୍ମାନିତ ହେବେ । ସର୍ବତ୍ର ସୁଖ, ବିଜୟ ଓ ମାନସିକ ଅଶାନ୍ତି ଦୂର ହେବ । | |
ଯାତ୍ରାଦିରେ ଶୁଭେଚ୍ଛୁମାନଙ୍କ ସହିତ ସମ୍ମିଳିତ ହୋଇପାରନ୍ତି । ଉଚ୍ଚ ସମ୍ମାନର ଅଧିକାରୀ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି । ସତ୍କର୍ମରେ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । | |
ହେଳା ନକରି ନିର୍ଦ୍ଧାରିତ ସମୟରେ କାର୍ଯ୍ୟ କଲେ ସଫଳତା ମିଳିବ । ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହୋଇପାରନ୍ତି । ଧନଶାଳୀ ହେବାର ସଚୂନା ମିଳୁଛି । ସକଳ ଗୁଣଯକ୍ତ ଓ ସୁଖୀ ହୋଇପାରନ୍ତି । ନିରୀହ ସ୍ୱଭାବର ହେବେ । ପ୍ରମାଦ ହୀନ ହୋଇପାରନ୍ତି । | |
ସୁଖ ମିଳିବ । ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ମାନିତ ହେବେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ଭୋଜନରେ ଆପ୍ୟାୟିତ ହେବେ । ପରୋପକାରୀ ହେବେ । ସୌଭାଗ୍ୟ ବୃଦ୍ଧିର ସଚୂନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟିହେବ । | |
ଆୟରେ ଧୀରେ ଧୀରେ ଉନ୍ନତି ଘଟିବ । ବସ୍ତ୍ର-ଭୂଷଣ ଲାଭ ହୋଇପାରେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଉପୁଜିଥିବା ସଙ୍କଟ ଦୂର ହେବ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ନାନା ବିଭବରେ ମଣ୍ଡିତ ହେବେ । ସୁଖ ଭୋଗ କରବେ । | |
ଚିନ୍ତା ମୁକ୍ତ ହେବେ । ସ୍ୱଳ୍ପ ଆୟର ସୂଚନା ମିଳୁଛି । ଧନ-ଜନ-ଗୋପ-ଲକ୍ଷ୍ମୀ ସବୁ କିଛି ମିଳିବ । ମନ ଫୁର୍ତ୍ତି ରହିବ । ବ୍ୟବସାୟ ଧୀରେ ଧୀରେ ବଢ଼ିବ । ପାରିବାରିକ ଜୀବନ ସୁଖପ୍ରଦ ହେବ । ମାନ-ସମ୍ମାନର ଅଧିକାରୀ ହେବେ । ସାମାଜିକ ଆଦର ମିଳିବ । | |
ଆୟ ସାମାନ୍ୟ ପରିମାଣର ହେବ । ପରଶ୍ରିମର ମୂଲ୍ୟାଙ୍କନ ହେବ । ଶୁଭ ଖବର ପାଇ ଖୁସୀ ହେବେ । ସମୃଦ୍ଧିର ମୂଳଦୁଆ ପଡ଼ିବ । ଶ୍ରେଷ୍ଠ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରବେ । ଶାସ୍ତ୍ରଜ୍ଞ ହୋଇପାରନ୍ତି । ସନ୍ମାର୍ଗୀ ହେବେ । ଶ୍ରେଷ୍ଠ ସମ୍ମାନର ଅଧିକାରୀ ହେବେ । | |
ହଜିଥିବା ଦ୍ରବ୍ୟର ସନ୍ଧାନ ମିଳିବ । ସେବା-ପୂଜାରେ ନିୟୋଜିତ ହୋଇପାରନ୍ତି । କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ । କାର୍ଯ୍ୟ ହାସଲ କରବାରେ ସକ୍ଷମ ହେବେ; ମାତ୍ର ବିଳମ୍ବରେ । ବିନୟୀ ହେବେ । ପୌରଷ ଯୁକ୍ତ ହେବେ । |