New Odisha rashiphala

ଦୁଷ୍ଟ ବ୍ୟକ୍ତିଙ୍କୁ ପ୍ରରୋଚନାରେ ଏପରି କାର୍ଯ୍ୟ ନ କରନ୍ତି ଯେଉଁଥିପାଇଁ ସନ୍ତପ୍ତ ହେବାକୁ ପଡିବ |ସ୍ବାଭିମାନୀ ହେବେ |ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ |ସାରାଦିନ ସତର୍କରେ ଚଳିବାକୁ…

ଆଜି ଦିନ ଭିତରେ ଯାହା ଘଟଣା ଘଟିବ,ତାହା ସୁଖବୋଧ ହେବ |କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ |ସୁସ୍ବାଦୁ ଭୋଜନ ସହିତ ଆନନ୍ଦ ଉପଭୋଗ କରିବେ |ଶୁଭ ଅଙ୍କ…

ପବିତ୍ର ଭାବନା ନେଇ ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି |ବ୍ୟବସାୟ ଲାଭଜନକ ହେବ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ପତ୍ନୀଙ୍କ ପରାମର୍ଶରେ ପରିଚାଳିତ ହେବେ |ସୁସ୍ଥ ଓ…

ଅର୍ଥର ପ୍ରାଚୁର୍ଯ୍ୟ ଥାଇ ବି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି |ଚକ୍ଷୁରେ ସାମାନ୍ୟ ପୀଡା ଉପୁଜିପାରେ |ସୁସ୍ଥ ରହିବେ |ଶତ୍ରୁ ବିନାଶକାରୀ ହେବେ |ଚାକିରିରେ ସୁନାମ ଅର୍ଜନ…

ନୃପତୂଲ୍ୟ ସମ୍ମାନାସ୍ବଦ ହେବେ । ସୁଗୁଣସମ୍ପନ୍ନ ହୋଇପାରନ୍ତି ।ନୀତିନିଷ୍ଠ ଓ ବିନୀତ ସ୍ବଭାବର ହେବେ। ଚତୁର ହେବେ। ଧନଯୁକ୍ତ ହେବେ |ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର…

ଅଧ୍ୟାପନା ପୂର୍ବ ପ୍ରସ୍ତୁତି ପାଇଁ ଅଧ୍ୟୟନରତ ହୋଇପରନ୍ତି ।ନିଷ୍ଠା ଓ ଅଧ୍ୟବସାୟ ବଳରେ ଶୀର୍ଷାସନ ଲାଭ କରିବେ |ପତିବ୍ରତାଙ୍କ ବ୍ରତ ପୂରଣ କରିପାରନ୍ତି । ଆକସ୍ମିକ ଅର୍ଥ…

କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ଦ୍ବାରା ଉପକୃତ ହେବେ |ଆକସ୍ମିକ ଧନଲାଭର ସୂଚନା ମିଳୁଛି |ଲଟେରି ଉଠାଣ ଫଳ ସପକ୍ଷରେ ଯାଇପାରେ|ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ…

କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ |ଉପୁଜିଥିବା ସମସ୍ୟାର ସୁସମାଧାନ ହୋଇପାରେ |ପରିଶ୍ରମ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମିଳିବ |ଭାଇଙ୍କ ମଧ୍ୟରେ…

ଅତି ମାନସ ଜ୍ଞାନ ଚକ୍ଷୁକୁ ଉନ୍ମୋଚନ କରି ଉଦାରଚେତା ହେବେ |ଦାନଧର୍ମରେ ଦୀକ୍ଷିତ ହେବେ |ସୁସ୍ଥ ଓ ନିରାମୟ ରହିବେ |କୃଷି କର୍ମରେ ନିଜର ଦକ୍ଷତା ପ୍ରତିପାଦନ…

ପୁରୁଷାର୍ଥ ତଥା ନିୟମିତ ଉଦ୍‌ଯୋଗ ଓ ଅଭ୍ୟାସ ଦ୍ବାରା ଉପୁଜିଥିବା ଆଳସ୍ୟ ରୂପକ ଶତ୍ରୁକୁ ପରାହତ କରି ପାରିବେ |ପତ୍ନୀଙ୍କର ବିରକ୍ତି ଭାବ ଆସିପାରେ |ଗୃହରେ ଶାନ୍ତି…