![]() | ଅର୍ଥର ପ୍ରାଚୁର୍ଯ୍ୟ ଥାଇ ବି ବାହ୍ୟ ଖର୍ଚ୍ଚକୁ ସୀମିତ କରିପାରନ୍ତି |ଚକ୍ଷୁରେ ସାମାନ୍ୟ ପୀଡା ଉପୁଜିପାରେ |ସୁସ୍ଥ ରହିବେ |ଶତ୍ରୁ ବିନାଶକାରୀ ହେବେ |ଚାକିରିରେ ସୁନାମ ଅର୍ଜନ କରିବେ | |
![]() | କର୍ମଚଞ୍ଚଳ ରହିବେ |କନ୍ୟା ସନ୍ତାନ ପାଇଁ ଗର୍ବିତ ହେବେ |ଆକସ୍ମିକ ଧନଲାଭ ହୋଇପାରେ |ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ |ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ |କରିତ୍ କର୍ମା ହୋଇପାରନ୍ତି | |
![]() | ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ଉଦାର ଚରିତସମ୍ପନ୍ନ ହୋଇପାରନ୍ତି |ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି |କୃଷିକ୍ଷେତ୍ରରୁ ଆୟ ପ୍ରଥମ ଅନ୍ନ ଆପଣଙ୍କ ମନରେ ଅପାର ଆନନ୍ଦ ଭରିଦେବେ | |
![]() | ଭାଗ୍ୟରେ କିଛିଟା ପରିବର୍ତ୍ତନ ଘଟିବ |ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ |ମଧୁରଭାଷା ,ସହନଶୀଳ ,ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହେବେ |ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ |ନୁଆ ବନ୍ଧୁଙ୍କ ଦ୍ବାରା ଉପକୃତ ହେବେ | |
![]() | ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି |ଐଶ୍ବର୍ଯ୍ୟ ପ୍ରାପ୍ତିର ସୂଚନା ମିଳୁଛି |ମାଲିମୋକଦ୍ଦମାରେ ବିଜୟୀ ହେବେ |ଧନଲାଭ ହେବ |ବିଦ୍ବାନ ଶାସ୍ତ୍ରଜ୍ଞ ହେବେ |ଧନସମ୍ପଦ ଭରପୂର ରହିବ |ସ୍ନେହଶୀଳ ହେବେ | |
![]() | ଏକାନ୍ତରେ ଶୂନ୍ୟପୁରୁଷଙ୍କ ଉପାସନା କରି ଉପୁଜିଥିବା ସମସ୍ତ ବିଘ୍ନର ବିନାଶ ଘଟାଇପାରନ୍ତି |କର୍ମଚଞ୍ଚଳ ରହିବେ |ଥଣ୍ଡାକଫରେ ସାମାନ୍ୟ ଯନ୍ତ୍ରଣା ଭୋଗ କରିପାରନ୍ତି |ସାହସୀ ଓ ଜ୍ଞାନୀ ହେବେ | |
![]() | ସୁସ୍ଥ ଓ ନିରାମୟ ରହିବେ |ଯଶସ୍ବୀ ହେବେ |ଲୋକପ୍ରିୟତା ଅର୍ଜନ କରିପାରନ୍ତି |କର୍ମଚଞ୍ଚଳ ରହିବେ |ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥପ୍ରାପ୍ତିର ସୂଚନା ମିଳୁଛି |କରିତ୍କର୍ମା ହେବେ | |
![]() | କୁଳପ୍ରଦୀପ ହେବେ |ମନ ପ୍ରସନ୍ନ ରହିବ |ସୁସ୍ଥ ଓ ନିରାମୟ ରହିବେ |ଦୟାର୍ଦ୍ରଚିତ୍ତ ହୋଇପାରନ୍ତି |ବ୍ୟବସାୟ ଲାଭଦାୟକ ହେବେ |ଯଶସ୍ବୀ ହେବେ |ନିଜ ପରିବାର ପ୍ରତି ସ୍ନେହ ସଦ୍ଦିଚ୍ଛା ଭାବ ରହିବ | |
![]() | କର୍ମତତ୍ପରତା ପ୍ରକାଶ ପାଇବ। ବନ୍ଧୁ ସହାୟତା ମିଳିବ। ଶତ୍ରୁ ଦମନ କରବିାରେ ସଦ୍ଧହସ୍ତ ହେବେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ। ପରକୁ ସାହାଯ୍ୟ କରବିାରେ ଆତ୍ମତୃପ୍ତି ମିଳିବ। |
![]() | ଭଗ୍ୟଶାଳୀ ହୋଇପାରନ୍ତି |ଭୋଗୀ ଓ ବିଳାସୀ ହେବେ |ଜୀବନ ସୁଖପ୍ରଦ ହେବ |କର୍ମତତ୍ପର ଓ ଉଦ୍ୟୋଗୀ ହେବେ |ସୁଖ -ସମୃଦ୍ଧିର ମୁଳଦୂଆ ପଡିବ |ବିଭିନ୍ନ ସୂତ୍ରରୁ ଧନାଗମ ହେବେ | |
![]() | ପ୍ରତିଶୋଧ ପରାୟଣ ହୋଇପାରନ୍ତି |ସହଯୋଗୀ ବ୍ୟବସାୟ ଲାଭଜନକ ହେବ |ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି |ଯାନବାହନ ଚଳାଚଳରେ ସତର୍କ ରହିବାକୁ ପଡିବ |ଅର୍ଥାଭାବ ହୋଇପାରେ | |
![]() | ବନ୍ଧୁ ମିଳନରେ ଉପକୃତ ହୋଇପାରନ୍ତି |ସମାଜସେବାରେ ମନ,ପ୍ରାଣ ଢାଳି ଦେବେ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ |ମନରେ ଉପୁଜିଥିବା ଅହଂଭାବକୁ ବିସର୍ଜନ ଦେବେ |ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ | |