Author: liza

ସାମଗ୍ରୀ:ଅଧକିଲୋ ଆଳୁ୨ ଟା ଟମାଟୋଛୋଟ ଖଣ୍ଡେ ଅଦା୬ ପାଖୁଡା ରସୁଣ୨ଖଣ୍ଡ ଡାଲଚିନି୧ ଚାମଚ ଜିରା୨ ଟା ପିଆଜ୧ ଚାମଚ ପୋସ୍ତକ୬ଟା ଲାଲ୍ ଳଙ୍କା୪ଟେବୁଲ୍ ଚାମଚ ତେଲ୧ ଟେବୁଲ୍ ଚାମଚ ଘିଅପରିମାଣ ମୁତାବକ ଲୁଣ ଓ ହଳଦୀ ପ୍ରସ୍ତୁତି:ଆଳୁକୁ ଚୋପା ଛଡାଇ ବଡ ବଡ ଖଣ୍ଡ କରି କାଟ |ପିଆଜ;ରସୁଣ ଓ ଅଦା ଅଲଗା କରି କାଟ |ଜିରା;ଧନିଆ;ପୋସ୍ତକ ଓ ଲଙ୍କା ଅଲଗା କରି ବାଟ |ଡାଲଚିନି ଓ ଗୁଜୁରାତି ଅଲଗା କରି ବାଟି ରଖ|ଟମାଟୋ କାଟି ରଖ |ତେଲ ଗରମ କରି କଟା ଆଳୁ ଭାଜ |ଭଜାଲାଲ୍ ହୋଇଗଲେ ସେଥିରେ ପିଆଜ ବଟା ଦେଇ କଷ |ପିଆଜ ବଟା କଷା ଅଧା ହୋଇଗଲେ ସେଥିରେ ଧନିଆ;ଜିରା ଓ ପୋସ୍ତକ ବଟା ଦେଇ କଷ |ମସଲା ସବୁ ଭଲ ଭାବରେ କଷି ହେଲେ ଟମାଟୋ ପକାଇ କଷ |ଟମାଟୋ ପାଣି ମଲେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣୀ ଦିଅ |ଆଳୁ ସିଝିଯିବ…

Read More

 Pardesia Raja is one of the dance song by Humane Sagar,Asima Panda This Odia ringtone is uploaded under category Odia Ringtones. This ringtone is identified by Humane Sagar,Asima Panda Download Pardesia Raja Ringtone Download Pardesia Raja and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Pardesia Raja Download this ringtone and set as your ringtone, let this ringtone take…

Read More

ସାମଗ୍ରୀ:୧ କପ୍ ମୁଗ ଡାଲି୨ କପ୍ ସଜନା ପତ୍ର୬ପାଖୁଡା ରସୁଣ୪ଟା ଶୁଖିଲା ଲଙ୍କା୧ ଚାମଚ ଫୁଟଣ୧ ଟେବୁଲ ଚାମଚ ତେଲପ୍ରସ୍ତୁତି:ଦରକାର ମୁତାବକ ଲୁଣ ଓ ହଳଦୀ ଦେଇ ସିଝାନ୍ତି |ଏହା ଟାଣ ସିଝା ରହିବ |ଅଳ୍ପ ପାଣି ଥିବ ଡାଲି ଓହ୍ଲାଇ ଦେବ |କରାଇରେ ତେଲ ଦେଇ ଲଙ୍କା ଓ ଫୁଟଣ ଦେଇ ରସୁଣ ଛେଚି ପକାଇ ସଜନା ପତ୍ର ଦେଇ ଭାଜ |ଶାଗକୁ ଟିକେ ସନ୍ତଳିଦେଇ ସେଥିରେ ଡାଲି ସିଝା ପକାଅ |ଏହା ଗରମଗରମ ଖାଇଲେ ଖୁବ୍ ଭଲ ଲାଗେ |

Read More

Papuli is one of the dance song by Humane Sagar AND Jyotirmayee Nayak This Odia ringtone is uploaded under category Odia Ringtones. This ringtone is identified by Humane Sagar AND Jyotirmayee Nayak . Download Papuli Ringtone Download Papuli and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Papuli Download this ringtone and set as your ringtone, let this ringtone take…

Read More

ସାମଗ୍ରୀ: ୨କପ୍ ସୋଳାଡାଲିଛୋଟ କଂସାରେ କଂସାଏ ପରିବା କଟା(କଖାରୁ,କଦଳୀ,ଖଡା,ଆଳୁ,ବାଇଗଣ,ବଡି କିମ୍ବା ଘରେ ଯାହା ପରିବା ଥିବ ୤୬ଟା କଞ୍ଚାଲଙ୍କା୧ଟା ଶୁଖିଲା ଲଙ୍କା୧ ଚାମଚ ଫୁଟଣଛୋଟ ଖଣ୍ଡେ ଅଦା୧ଟେବୁଲ୍ ଚାମଚ ତେଲ୧ଚାମଚ ଜିରାଗୁଣ୍ଡଦରକାର ମୁତାବକ ଲୁଣ ଓ ହଳଦୀ | ପ୍ରସ୍ତୁତି: ଡାଲି କଟା ପରିବା:ଲୁଣ ଓ ହଳଦୀ ଦେଇ ସିଝାଅ |ଡାଲି ଓ ପରିବା ସିଝିଗଲେ ଓହ୍ଲାଇ ରଖ |ସେଥିରେ କଞ୍ଚାଲଙ୍କା ଚିରିକରି ପକାଅ |ତେଲରେ ଲଙ୍କା,ଫୁଟଣ ଦେଇ ଡାଲି ବଘାରି ଦିଅ |ଅଦା ବଟା ଓ ଜିରାଗୁଣ୍ଡ ଦେଇ ଓହ୍ଲାଇ ନିଅ |

Read More

Ore Sajani is one of the dance song by Jitu & Ankita RaniThis Odia ringtone is uploaded under category Odia Ringtones. This ringtone is identified by Jitu & Ankita Rani. Download Ore Sajani Ringtone Download Ore Sajani and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Ore Sajani Download this ringtone and set as your ringtone, let this ringtone…

Read More

ସାମଗ୍ରୀ:ଏକପାଆ ବୁଟଫାଳେ ପଣସ କଠାଫାଳେ ନଡିଆ୬ ଟା ଶୁଖିଲା ଲଙ୍କାଏକ ପୁଟ ତେନ୍ତୁଳିଅଧ ଚାମଚ ସୋରିଷ୧ ଚାମଚ ହେଙ୍ଗୁଗୋଟେ ଡେମ୍ଫ ଭୁରୁସୁଙ୍ଗା ପତ୍ରଦରକାର ମୁତାବକ ଲୁଣ ପ୍ରସ୍ତୁତ:ବୁଟ ରାତିରୁ ଭିଜାଇ ରଖିବ ୤ସକାଳୁ ତାହା ଧୋଇ ସିଝାଇବ |ଏଥିରେ ହଳଦୀ ପଡିବନି |ଏହା ସିଝିଗଲେ ସେଥିରେ ପଣସକଠା ଛୋଟ ଛୋଟ କାଟି ପକାଇବ |ଶୁଖିଲା ଲଙ୍କା ଅଧ ଚାମଚ ତେଲରେ ଭାଜିନବ |ତେନ୍ତୁଳିରୁ ମଞ୍ଜି ବାହାର କରି ନେବ ଲଙ୍କା ଓ ଫାଳେ ନଡିଆ ସାଙ୍ଗରେ ଖୁବ୍ ଭଲଭାବରେ ବାଟି ନେବ |ବୁଟ ଓ ପଣସକଠା ସିଝିଗଲେ ସେଥିରେ ଏହି ବଟା ମସଲା ପକାଇ ଟିକେ ଫୁଟାଇ ଓହ୍ଲାଇଦେବ |କଡାଇରେ ତେଲ ଗରମ କରି ସୋରିଷ ଫୁଟାଇବ ୤ସୋରିଷ ଫୁଟିଲେ ଭୁରୁସୁଙ୍ଗାପତ୍ର ଓ ହେଙ୍ଗୁ ଦେଇଦେବ |ସେଥିରେ ଡାଲିକୁ ପକାଇ ଟିକେ ଫୁଟାଇ ନେଇ ଓହ୍ଲାଇବ |ଏହା ପାଣିଆ ହେବ |

Read More

Maa Dasabhuja is one of the dance song by ASEEMA PANDA This Odia ringtone is uploaded under category Odia Ringtones. This ringtone is identified by ASEEMA PANDA . Download Maa Dasabhuja Ringtone Download Maa Dasabhuja and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Maa Dasabhuja Download this ringtone and set as your ringtone, let this ringtone take you…

Read More

Kandibaku luha nahi re aau is one of the dance song by Humane Sagar This Odia ringtone is uploaded under category Odia Ringtones. This ringtone is identified by Humane Sagar . Download Kandibaku Luha Nahin Re Aau Ringtone DownloadKandibaku luha nahi re aau and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Kandibaku luha nahi re aau Download this…

Read More

ସାମଗ୍ରୀ:୨କପ୍ ସୋଲା ଡାଲି୧ଟା ପିଆଜ୮ ଫାଖୁଡା ରସୁଣ୮ଟା କଞ୍ଚାଲଙ୍କା୨ଟା ତେଜପତ୍ର୨ଖଣ୍ଡ ଡାଲଚିନିଛୋଟ ଖଣ୍ଡେ ଅଦା୧ ଚାମଚ ଜିରା୨ଟା ଶୁଖିଲା ଳଙ୍କା୨ ଟା ଲବଙ୍ଗ ୧ ଟେବୁଲ୍ ଚାମଚ ଘିଅ୨ ଟା ଲବଙ୍ଗଆବଶ୍ୟକ ମୁତାବକ ଳୁଣ ଓ ହଳଦୀ ପ୍ରସ୍ତୁତ:ଲୁଣ ,ହଳଦୀ ଦେଇ ଡାଲି ସିଝାଅ |ସେଥିରେ ପିଆଜ ,ରସୁଣ,ଅଦା ଓ କଞ୍ଚାଳଙ୍କା କଟା ପକାଅ |ତେଜପତ୍ର,ଡାଲଚିନି,ଗୁଜୁରାତି ଓ ଳବଙ୍ଗ ବି ପକାଅ |ସବୁ ଏକା ସାଙ୍ଗରେ ସିଝାଅ |ସିଝିଗଲେ ଓହ୍ଲାଇ ରଖ |କଡାଇରେ ଘିଅ ଦେଇ ଲଙ୍କା ଜିରା ଫୁଟାଇ ଢାଳି ବଘାରି ଦିଅ |

Read More