ଦୁଷ୍ଟ ବ୍ୟକ୍ତିଙ୍କୁ ପ୍ରରୋଚନାରେ ଏପରି କାର୍ଯ୍ୟ ନ କରନ୍ତି ଯେଉଁଥିପାଇଁ ସନ୍ତପ୍ତ ହେବାକୁ ପଡିବ |ସ୍ବାଭିମାନୀ ହେବେ |ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ |ସାରାଦିନ ସତର୍କରେ ଚଳିବାକୁ ପଡିବ | | |
ସେବା ପରାୟଣ ହୋଇପାରନ୍ତି |ଶାଶ୍ବତ ସତ୍ୟର ସନ୍ଧାନ ପାଇପାରନ୍ତି |ବ୍ୟବସାୟ ଲାଭଦାୟକ ହେବ |ପତ୍ନୀଙ୍କ କର୍ମକୁଶଳତା ପାଇଁ ଗର୍ବିତ ହେବେ |ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ | | |
ପରୋପକାରରେ ବ୍ରତୀ ହୋଇ କୃପା ନିଧାନଙ୍କ କୃପାପାତ୍ର ହୋଇପାରନ୍ତି |ସୁସ୍ଥ ରହିବେ |କୌଶଳରେ ଶତ୍ରୁ ଦମନ କରିପାରନ୍ତି |ଧର୍ମ ଦ୍ବଜାଧାରୀ ହେବେ |ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିପାରନ୍ତି | | |
କର୍ମଚଞ୍ଚଳ ରହିବେ |ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ କରିପାରନ୍ତି |ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ |ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ |ଧାର୍ମିକ ,ତେଜସ୍ବୀ ଓ ଉତ୍ତମ ବ୍ୟକ୍ତିତ୍ବସମ୍ପନ୍ନ ହେବେ | | |
ସାମାଜିକ କ୍ଷେତ୍ରରେ ଯଶ-କୀର୍ତ୍ତି ସ୍ଥାପନ କରିପାରନ୍ତି |କୃଷି କର୍ମକୁ ବ୍ୟବସ୍ଥିତ ଢଙ୍ଗରେ ,ଅଧିକ ପରିଶ୍ରମ କରି ଫଳଦାୟକ କରିପାରନ୍ତି |ବ୍ୟବସାୟ ଲାଭଦାୟକ ହେବ |ଯାନବାହନ ସୁଖ ମିଳିବ |ସୁସ୍ଥ ରହିବେ | | |
ଈଶ୍ବରୀୟ ଚେତନାରେ ଶକ୍ତିସମ୍ପନ୍ନ ହେବେ |ମନ ପ୍ରସନ୍ନ ରହିବ |ଉଦାର ସ୍ବଭାବ ଓ ଦାନଶୀଳ ହୋଇପାରନ୍ତି |ପାପ ତାପ ପରିପୂରକ ହେବେ |ଭାଷା ପ୍ରେମପୂର୍ଣ୍ଣ ହେବ |ଆଦରର ପାତ୍ର ହେବେ | | |
ଆପଣଙ୍କ ବିଳାସପୂର୍ଣ୍ଣ ଜୀବନର ଡୋରି ଭାଗ୍ୟ ହାତରେ ରହିଯିବ |ପଡୋଶୀଙ୍କ କାର୍ଯ୍ୟକଳାପଙ୍କ ଉପରେ ଦୃଷ୍ଟି ରଖି ସତର୍କରେ ଚଳିବାକୁ ପଡିବ |ଶାନ୍ତିପ୍ରିୟ ସହନଶୀଳ ,ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ | | |
ଶ୍ରୀଚନ୍ଦ୍ର ଭୋଗ ହେତୁ ନିଜେ ଖାଇ ,ଖୁଆଇ,ମିଷ୍ଟାନ୍ନ ଦ୍ରବ୍ୟ ଅନାହାରୀଙ୍କୁ ବଣ୍ଟନ କରିପାରନ୍ତି |ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣି ପ୍ରଶଂସାର ପାତ୍ର ହେବେ |ସର୍ବତ୍ର ବିଜୟୀ ହେବେ | | |
ସୁଖ ଓ ବିନୀତ ବେଶ,ଭାଷାସମ୍ପନ୍ନ ହେବ |ମହାଭୋଗ ଆଶା କରାଯାଏ |ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି |ସାଧନା ଫଳବତୀ ହେବ |ବିଦ୍ବାନ ଓ ଶାସ୍ତ୍ରଞ ହୋଇପାରନ୍ତି |ସତ୍ୟପରାୟଣ ହେବେ | | |
ମାଟି ମୁଠାଏ ହାତରେ ଧରିଲେ ତାହା ସୁନା ପାଳଟି ଯିବାର ଯୋଗ ଅଛି |ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି |କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ | | |
କର୍ମତତ୍ପର ରହିବେ |କ୍ଷମା ,ଧୈର୍ଯ୍ୟ ,ବାହ୍ୟଶୁଦ୍ଧି କାହାରିଠାରୁ ଶତ୍ରୁଭାବ ନ ରହିବା ଏବଂ ନିଜଠାରେ ପୂଜ୍ୟତାଭିମାନର ଅଭାବ ;ଏସବୁ ହେଉଛି|ଦୈବୀସମ୍ପଦ ନେଇ ଜନ୍ମଲାଭ କରିଥିବା ପୁରୁଷ ଆପଣ | | |
ନିଜର ଭାଗ୍ୟନିୟନ୍ତା ନିଜେ ହୋଇପାରନ୍ତି |ସ୍ବକର୍ମ ଆପଣଙ୍କୁ ଆଣିଦେବ ସୁଖ ସମୃଦ୍ଧି |ଧର୍ମାତ୍ମା,ବିଦ୍ବାନ ଓ ସାହସୀ ହେବେ |ସମ୍ପତ୍ତିବାନ୍ ହୋଇପାରନ୍ତି |ପତ୍ନୀ ସୁଶୀଳା ଓ ଘରକରଣାଯୁକ୍ତା ହେବେ | |