
Contents
- 1 ମନୁଷ୍ୟ ତା’ର ଜନ୍ମ ଦ୍ୱାରା ନୁହେଁ କର୍ମ ଦ୍ୱାରା ମହାନ୍ ହୋଇଥାଏ |
- 2 ଗୋଟିଏ ମୁହୂର୍ତ୍ତ ଗୋଟିଏ ଦିନ ବଦଳାଇପାରେ, ଗୋଟିଏ ଦିନ ଗୋଟିଏ ଜୀବନକୁ ବଦଳାଇପାରେ ଏବଂ ଗୋଟିଏ ଜୀବନ ଏହି ଦୁନିଆକୁ ବଦଳାଇପାରେ |
- 3 ଈର୍ଷା ଏବଂ ଘୃଣାର ନିଆଁରେ ଜଳୁଥିବା ଏଇ ଦୁନିଆରେ ହସ ଓ ଖୁସି କେବେବି ସ୍ଥାୟୀ ହୋଇପାରିବ ନାହିଁ |
- 4 ଯେତେବେଳେ ମନ ଶୁଦ୍ଧ ହୁଏ, ଆନନ୍ଦ ଏକ ଛାୟା ପରି ଅନୁସରଣ କରେ ଯାହା କେବେ ଛାଡି ନଥାଏ |
- 5 ସର୍ବଦା ମନେରଖନ୍ତୁ ଯେ ଏକ ଖରାପ କାର୍ଯ୍ୟ ଆପଣଙ୍କ ମନରେ ଭାର ସଦୃଶ ହୋଇଥାଏ |
ମନୁଷ୍ୟ ତା’ର ଜନ୍ମ ଦ୍ୱାରା ନୁହେଁ କର୍ମ ଦ୍ୱାରା ମହାନ୍ ହୋଇଥାଏ |
Man is great by his work, not by his birth.
Manushya Tara Janma Duara Nuhen Karma Duara Mahan Hoithae.

ଗୋଟିଏ ମୁହୂର୍ତ୍ତ ଗୋଟିଏ ଦିନ ବଦଳାଇପାରେ, ଗୋଟିଏ ଦିନ ଗୋଟିଏ ଜୀବନକୁ ବଦଳାଇପାରେ ଏବଂ ଗୋଟିଏ ଜୀବନ ଏହି ଦୁନିଆକୁ ବଦଳାଇପାରେ |
One moment can change one day, one day can change one life and one life can change this world.
Gotie Muhurta Gotie Dina Badalaipare, Gotie DIna Gotie Jibanaku Badalaipare ebam Gotie Jibana Ehi Duniaku Badalaipare.

ଈର୍ଷା ଏବଂ ଘୃଣାର ନିଆଁରେ ଜଳୁଥିବା ଏଇ ଦୁନିଆରେ ହସ ଓ ଖୁସି କେବେବି ସ୍ଥାୟୀ ହୋଇପାରିବ ନାହିଁ |
Laughter and happiness can never last in this world burning with the fire of jealousy and hatred.
Irsha Ebam Ghrunara Nianare Jaluthiba Aie Duniare Hasa o Khusi Kebebi Sthayi Hoipariba Nahin.

ଯେତେବେଳେ ମନ ଶୁଦ୍ଧ ହୁଏ, ଆନନ୍ଦ ଏକ ଛାୟା ପରି ଅନୁସରଣ କରେ ଯାହା କେବେ ଛାଡି ନଥାଏ |
When the mind is pure, joy follows like a shadow that never leaves.
Jetebele Mana Shuddha Hue, Ananda Eka Chhaya Pari Anusarana Kare Jaha Kebe Chhadi Nathae.
