Odia Sadhu Vani Tumane Bhabichu By Madhusudan Das
ତୁମନେ ଭାବିଛୁ ତୋଷାମଦ କରି
ବଢାଇବୁ ଜାତିମାନ,
ତୋଷା ମଦିଆର କୁକୁର ପ୍ରକୃତି
ଅଇଁଠା ପତରେ ଧ୍ୟାନ
-: ଉତ୍କଳ ଗୌରବ ମଧୁସୁଦନ ଦାସ :-
For new new Sadhu Vani download Odia Amulya Niti Android App for Complete list of Odia Sadhu Niti and Vani.
1 Comment
ଗଛ ଗାଈ ଜାଣ ମୋ ଗୁରୁ ଗୋବିନ୍ଦ
ଖାଇବାକୁ ମିଳେ ମୋତେ ମକରନ୍ଦ
ଶ୍ରୀ କ୍ଷେତ୍ରେ ମିଳିଛି ମୋ ବସା ଘର
ସେବକଙ୍କ ସେବା କାମ ମୋହର