Author: liza

ସାମଗ୍ରୀ : ମାଂସ କିମା -୨୫୦ ଗ୍ରାମ୍‌ ଅଣ୍ଡା–୨ଟି ଲେମ୍ବୁରସ- ଫାଳେ ଲେମ୍ବୁର ଲୁଣ-ସ୍ୱାଦାନୁସାରେ ଗ୍ରୀନ୍‌ ମଟର ସିଝା–୧/୨ କପ୍‌ ବଡ଼ ସ୍ନାଇସ୍‌ ବ୍ରେଡ୍‌ -୮ଟି କ୍ଷୀର -୧ ଟେବୁଲ୍‌-ଚାମଚ ଗୋଲମରିଚ ଗୁଣ୍ଡ-୧ ଚାମଟ ଚିଜ୍‌ ସ୍ଲାଇସ୍‌- -୪ଟି ପ୍ରଣାଳୀ : ମାଂସ କିମାରେ ଅଣ୍ଡା, ଲେମ୍ବୁ ଓ ଲୁଣ ପକାଇ ଭଲକରି ଗ୍ରାଇଣ୍ଟ୍‌ କରିଦିଅନ୍ତୁ । ଏକ ଟିଫିନ୍‌ରେ ତେଲ ମାରି ଏହି ମିଶ୍ରଣ ସହ ମଟନ୍‌ କିମା ପକାଇ୍ ଡବା ବନ୍ଦ କରି କୁକର୍‌ରେ ପାଣି ଦେଇ ଟିଫିନ୍‌ ରଖୁ ୨ଟି ହ୍ୱିସିଲ୍‌ ମାରିବାଯାଏଁ ସିଝାନ୍ତୁ । କୁକର୍‌ ଥଣ୍ଡା ହେଲେ କାଢ଼ି କାଟି ସ୍ଲାଇସ୍‌ ପରି କରନ୍ତୁ । ବ୍ରେଡ୍‌ ସ୍ନାଇସ୍‌ରେ କ୍ଷୀର ମାରି ନରମ କରି ମଝିରେ କିମା ସ୍ଲାଇସ୍‌, ଚିଜ୍‌ ସ୍ଲାଇସ୍‌ ଓ ଗୋଲମରିଚ ଗୁଣ୍ଡ ପକାଇ ଟୋଷ୍ଟର୍‌ରେ ଟୋଷ୍ଟ୍‌ କରି ଗରମ ଗରମ ସସ୍‌ ସହ ଖାଇବାକୁ ଦିଅନ୍ତୁ ।

Read More

Au Kete Dina is one of the dance song by Humane Sagar & Aseema Panda This odia ringtone is uploaded under category Odia Ringtones. This ringtone is identified by Au Kete Dina Humane Sagar & Aseema Panda .  Download Au Kete dina ringtone Download Au Kete Dina and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download Au Kete Dina Download this…

Read More

ସାମଗ୍ରୀ : ନଡ଼ିଆ କୋରା -୧କପ୍‌ ଦହି -୧ କପ୍‌ . ଅଦା ଟିକେ କଞ୍ଚାଲଙ୍କା -୨ଟା ଧନିଆପତ୍ର କିଛି ପରିମାଣ ଲୁଣ ପ୍ରଣାଳୀ : କଞ୍ଚାଲଙ୍କା, ଅଦା, ଧନିଆପତ୍ର ଚୂନା ଚୂନା କାଟି ନିଅ । ନଡ଼ିଆ କୋରାରେ ସେଗୁଡ଼ିକ ମିଶାଇ ନିଅ । ଲୁଣ ଓ ଦହି ସେଥିରେ ଦେଇ ଭଲଭାବରେ ମିଶାଇ ନିଅ ।

Read More

Kahinki Hela Dil Mora Manena is one of the dance song by Sabisesh Mishra, Ananya Sritam Nanda This odia ringtone is uploaded under category Odia Ringtones. This ringtone is identified by Kahinki Hela Dil Mora Manena Sabisesh Mishra, Ananya Sritam Nanda . Dowload Kahinki Hela Dil Mora Manena ringtone  Download Kahinki Hela Dil Mora Manena and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct…

Read More

ସାମଗ୍ରୀ : ଚିଙ୍ଗୁଡ଼ି _ ୬୦୦ ଗ୍ରାମ୍ ପିଆଜ-_୧ଟି ବଡ଼ ବିଲାତି ୨ଟି ରସୁଣ–୪ କୋଲା ତେଲ-୨ ବଡ଼ ଚାମଚ ସୋରିଷ _- ୧ ଚାମଚ ଭୁର୍ସୁଙ୍ଗ, ପତ୍ର ୮ଟି ଲଙ୍କାଗୁଣ୍ଡ- -୧ ଚାମଚ ଧନିଆ ପତ୍ର କଟା-  ଅଳ୍ପ୍ ଲୁଣ-ସ୍ୱାଦାନୁସାରେ ପ୍ରଣାଳୀ : ଚିଙ୍ଗୁଡ଼ି ବାଛି ଧୋଇ ପାଣି ନିଗାଡ଼ି ରଖନ୍ତୁ । ଛୋଟ ଛୋଟ କରି ପିଆଜ, ବିଲାତି ଓ ରସୁଣକୁ କାଟନ୍ତୁ । ତେଲ ଗରମ କରି ସୋରିଷ ଓ ଭୁର୍ସୁଙ୍ଗ ପତ୍ର ଫୁଟାନ୍ତୁ । ତା’ପରେ ପିଆଜ ଓ ରସୁଣ କଟା ପକାଇ ନରମ ହେବାଯାଏଁ ଭାଜନ୍ତୁ । ପରେ ଟମାଟୋ ପକାଇ ଆଉ ୫ ମିନିଟ୍‌ ରାନ୍ଧନ୍ତୁ । ଏଥର ଲଙ୍କାଗୁଣ୍ଡ ପକାଇ ଭଲଭାବେ ମିଶାନ୍ତୁ । ଆଞ୍ଚ କମାଇ ଚିଙ୍ଗୁଡି ପକାନ୍ତୁ । ଲୁଣ ପକାଇ ୧୦-୧୨ ମିନିଟ୍‌ ରାନ୍ଧନ୍ତୁ । ହୋଇଗଲେ ଧନିଆ ପତ୍ର ପକାଇ ଖାଇବାକୁ ଦିଅନ୍ତୁ ।

Read More

Jeebana Ta Lage is one of the dance song by Humane Sagar and Sohini Mishra This odia ringtone is uploaded under category Odia Ringtones. This ringtone is identified by Jeebana Ta Lage Humane Sagar and Sohini Mishra . Download Jeebana Ta Lage Biswanat Ringtone  Download Jeebana Ta Lage  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download  Jeebana Ta Lage Besa…

Read More

ସାମଗ୍ରୀ : ଛୋଟ ଛୋଟ ବାଇଗଣ -୬ଟା ଧନିଆ ଗୁଣ୍ଡ -୨ ଟେବୁଲ୍ ଚାମଚ଼ ଲଙ୍କା ଗୁଣ୍ଡ – ୧/୨ ଚା ଚାମଚ ମହୁରି ଛେଚ଼ା -୧ ଚା ଚାମଚ଼ ଜିରା ଟିପେ ପରିମାଣ ଲୁଣ, ହଳଦୀ ରିଫାଇନ୍‌ ତେଲ -୨ ଟେବୁଲ୍‌ ଚା ଚାମଚ଼ ପ୍ରଣାଳୀ : ବାଇଗଣ ଭୁଣ୍ଡି ପାଖ ଠିକ୍‌ ଥିବ। ତଳପଟୁ ଚାରି ଭାଗ କରି କାଟିବ । ଗୋଟିଏ ତାଟିଆରେ ଧନିଆ ଗୁଣ୍ଡ, ଲଙ୍କା ଗୁଣ୍ଡ, ମହୁରୀ ଛେଚ଼ା, ଜିରା ଓ ଲୁଣ ହଳଦୀଜକୁ ଗୋଟିଏ ଚା ଚାମଟ଼ ତେଲ ଓ ଗୋଟେ ଟେବୁଲ୍‌ ଚାମଟ଼ ପାଣି ଦେଇ ମିଶାଇ ନେଇ ବାଇଗଣ ଭିତରେ ପୂରାଇ ନିଅ | କରେଇରେ ତେଲ ଗରମ କରି ମସଲା ପୁର ଦିଆ ବାଇଗଣଗୁଡ଼ିକୂ ଛାଡ଼ିଦିଅ । ଏହାକୁ ଢାଙ୍କି ଦିଅ । ପାଞ୍ଚମିନିଟ୍‌ ପରେ ଆସ୍ତେ ଆସ୍ତେ ବାଇଗଣଗୁଡ଼ିକ ଓଲଟ ପାଲଟ କରି ପୁଣି ଢାଙ୍କିଦିଅ ।…

Read More

Aanki Deli Tate Bhagya Rekhare is one of the dance song by Humane Sagar & Sital Kabi This odia ringtone is uploaded under category Odia Ringtones. This ringtone is identified by  Aanki Deli Tate Bhagya Rekhare Humane Sagar & Sital Kabi . Download Aanki Deli Tate Bhagya Rekhare Ringtone Download  Aanki Deli Tate Bhagya Rekhare  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is…

Read More

ସାମଗ୍ରୀ : ଛୋଟ କଙ୍କଡ଼ା-୮ଟି ପିଆଜ -୧୦୦ ମିଲି ଗୋଲମରିଚ-୧ ଚାମଚ ଗୋଟା ଧନିଆ-୧ ଟେ. ଚାମଚ ଲାଲ୍‌ ଲଙ୍କା–୧୨ଟି ଜିରା-୧/୨ ଚାମଚ ଅଳେଇଚ-୪ଟି ଲବଙ୍ଗ-୮ଟି ଡାଲ୍‌ଚିନି–୨ ଇଞ୍ଚ ତେନ୍ତୁଳି ମଣ୍ଡ–୩ ଟେ. ଚାମଚ କୋରା ନଡ଼ିଆ -୨ ଟେ. ଚାମଚ ହଳଦି -୧/୨ ଚାମଚ ନଡ଼ିଆ କ୍ଷୀର-୭୫ ମିଲି ଲୁଣ-ସ୍ଵାଦାନୁସାରେ ଧନିଆ ପତ୍ର କଟା ପ୍ରଣାଳୀ : କଙ୍କଡ଼ାକୁ ପିସ୍‌ କରି କାଟନ୍ତୁ । ୨ଟି ପିଆଜକୁ ସରୁ ଲମ୍ବା ଓ ବାକି ୨ଟିକୁ ଚୂନା କରି କାଟନ୍ତୁ । କରେଇରେ ତେଲ ଗରମ କରି ସରୁ କଟା ପିଆଜ ପକାଇ ଲାଲ୍‌ କରି ଭାଜନ୍ତୁ ଓ କାଢ଼ି ପେପର୍‌ ଉପରେ ରଖନ୍ତୁ । ଶୁଖିଲା କରେଇରେ ଗୋଲମରିଚ, ଧନିଆ, ଲଙ୍କା, ଜିରା, ଅଳେଇଚ, ଡାଲ୍‌ଚିନି, ଲବଙ୍ଗ ପକାଇ ଭାଜି ଏହା ସହ ତେନ୍ତୁଳି ମଣ୍ଡ ଓ ଭଜା ପିଆଜ ମିଶାଇ ଚିକ୍‌କଣ କରି ବାଟନ୍ତୁ ।

Read More

ସାମଗ୍ରୀ : ସିମେଇ – ୨ କପ୍‌ . କ୍ଷୀର -୨ କପ୍‌ ଚିନି – ୧ କପ୍‌ ଗୁଜରାତି – ୫ଟା କାଳୁ -୧୨ଟା କିସ୍‌ମିସ୍‌ – ୧୨ଟା ଘିଅ – ୧/୨ କପ୍‌ ପ୍ରଣାଳୀ : କରେଇରେ ଘିଅ ଗରମ କର । ଘିଅରେ କାଳୁ, କିସ୍‌ମିସ୍‌ ଭାଳିନିଅ | ସେଥ୍‌ରେ ସିମେଇ ଦେଇ ଅଳ୍ପ ସମୟ ଭାଜି ନେଇ କ୍ଷୀର ଢାଳି ଦିଅ । ଚିନି ଦେଇ ମିଶାମିଶି କରି ଢାଙ୍କୁଣୀ ଦେଇ ଦିଅ । ଗ୍ୟାସ୍‌ ବନ୍ଦ୍‌ କରି ଦିଅ । ପାଞ୍ଚ ମିନିଟ୍‌ ପରେ ଢାଙ୍କୁଣୀ ଖୋଲି ସେଥୁରେ: ଗୁଜରାତି ଗୁଣ୍ଡ ଦେଇ ମିଶାଇ ନେଇ ଖାଇବାକୁ ଦିଅ ।

Read More