Share Facebook Twitter LinkedIn Pinterest Email Nadia Raita ସାମଗ୍ରୀ : ନଡ଼ିଆ କୋରା -୧କପ୍ ଦହି -୧ କପ୍ . ଅଦା ଟିକେ କଞ୍ଚାଲଙ୍କା -୨ଟା ଧନିଆପତ୍ର କିଛି ପରିମାଣ ଲୁଣ ପ୍ରଣାଳୀ : କଞ୍ଚାଲଙ୍କା, ଅଦା, ଧନିଆପତ୍ର ଚୂନା ଚୂନା କାଟି ନିଅ । ନଡ଼ିଆ କୋରାରେ ସେଗୁଡ଼ିକ ମିଶାଇ ନିଅ । ଲୁଣ ଓ ଦହି ସେଥିରେ ଦେଇ ଭଲଭାବରେ ମିଶାଇ ନିଅ । × Download Image You need to wait 5 before you can proceed Download Comments comments New Odia Recipe Odia Recipe