Author: liza

ସାମଗ୍ରୀ : ସିମେଇ -୨ କପ୍‌ ପାଣି -୨ କପ୍‌ ୨. ଆଳୁ -ଗୋଟାଏ . ଗାଜର -୧/୨ ମଟରମଞ୍ଜା – ମୁଠାଏ କଞ୍ଚାଲରା – ୪ଟା ଅଦା – ଟିକେ ଭୂସଙ୍ଗପତ୍ର – ୨ ପାଖୁଡ଼ା ଜିରା -୧/୨: ଚା ଚାମଚ ବୁଟଡାଲି – ୧ ଚା ଚାମଚ ଫୁଲକୋବି ୪ ପାଖୁଡ଼ା ଟମାଟୋ – .୧ଟା ଭଙ୍ଗା କାଳୁ -୮ /୧୦ ଟା ରିଫାଇନ୍‌ ତେଲ – ୩ ଟେବୁଲ ଚାମଚ ପ୍ରଣାଳୀ : ଆଳୁ, ଗାଜର, ଫୁଲକୋବି ଚୂନାଚୂନା କାଟ | କଞ୍ଚାଲଙ୍କା, ଅଦା, ଟମାଟୋ ଚୂନାଚୂନା ଅଲଗା କାଟ । ଶୁଖିଲା କରେଇରେ ସିମେଇ ଅଳ୍ପ ଭାଜି କାଢ଼ି ରଖ । କରେଇରେ ତେଲ୍ ଗରମ କରି ଚଣାଡାଲି ଦିଅ । କାଜୁ ଦିଅ । ଜିରା ଫୁଟାଅ । ଆଳୁ କଟା ପ୍ରଭୃତି ପକାଇ ଭଜାଭଳା କର । ସେଥି ଭୃସଙ୍ଗ ପତ୍ର ଦିଅ…

Read More
Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ଯଉବନ ଫୁଲ ମୋ ବୁକୁରେ ଫୁଟି ନିତି ସେହି ଖେଳୁଥିଲା କେଉଁ ଅଧିକାରେ ତୁମେ ତାହାପ୍ରତି ଏପରି ଭାବନା ନେଲା | Jaubana
Read More

ସାମଗ୍ରୀ : ଶିମ୍ବ-୨୫୦ ଆଳୁ-୨ଟା ଟମାଟୋ-୧ଟା ଧନିଆଗୁଣ୍ଡ-୧ ଟେବୁଲ୍ ଚାମଚ ଜିରାଗୁଣ୍ଡ୍ – ୧ ଚା ଚାମଚ ଲୁଣ-ସ୍ୱାଦାନୁସାରେ ହଳଦୀ- ୧ ଚାମଚ ଫୁଟଣ-୧/୨ ଚା ଚାମଚ ଲଙ୍କାଗୁଣ୍ଡ -୧/୨ ଚା ଚାମଚ ତେଲ-୨ ଟେବୁଲ୍-ଚାମଚ ପ୍ରଣାଳୀ : ଶିମ୍ବ ଓ ଆଳୁ ଲମ୍ବା କାଟ ।ଟମାତୋ ଛୋଟ ଛୋଟ କାଟିରଖ । କରେଇରେ ତେଲ ଗରମ କରି ଫୁଟଣ ଫୁଟାଅ । ଶିମ୍ବ ଓ ଆଳୁ କଟା ପକାଅ । ଲୁଣ,ହଳଦୀ ପକାଇ ଅଳ୍ପ ଭଜା । ୫ମିନିଟ୍ ପରେ ସେଥିରେ ଟମାଟୋ କଟା, ବଟାମସଲା, ଶିଝା ଶିମ୍ବ ଦେଇ ଭଜା ଭଜା କର । ଧନିଆପତ୍ର କଟା ତା ଉପରେ ଦେଇ ମିଶାଇ ଓହ୍ଲାଇ ଦିଅ ।

Read More

 Mo Dina Rati is one of the dance song by Babushan Mohanty and Aseema Panda This odia ringtone is uploaded under category Odia Ringtones. This ringtone is identified by  Mo Dina Rati Babushan Mohanty and Aseema Panda Download Mo Dina Rati Premam Ringtone Download  Mo Dina Rati  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download  Mo Dina Rati…

Read More

ସାମଗ୍ରୀ: ଓଉ – ୧ ଟା ଗୁଡ- ୧ କପ୍ ଲାଲ୍‌ଲଙ୍କା-୨ ଟା ଫୁଟନ- ୧ ଚା ଚାମଚ ଲୁଣ- ସ୍ୱାଦାନୁସାରେ ହଳଦୀ- ୧ ଚାମଚ ଭଜା ଜିରାଲଙ୍କା ଗୁଣ୍ଡ -୧ ଚା ଚାମଚ ରିଫାଇନ୍ ତେଲ- ୧ ଟେବୁଲ୍ ଚାମଚ ପ୍ରଣାଳୀ : ଓଉର ଚୋପା ଛଡାଇ ଓ ପେଟର ପଟି ଛଡାଇ କାଟି ନେଇ ଧୋଇ ଅଳ୍ପ ଅଳ୍ପ ଛୋଟ ଛୋଟ ରଖିବ । ପ୍ରେସର୍‌କୁକର୍‌ରେ ୧ କପ୍ ପାଣି ,ଲୁଣ ,ହଳଦୀ ଦେଇ ଏହାକୁ ସିଝାଇ ନେବ । ଏହା ବହଳ ହେଇ ଆସିଲେ ଜିରାଲଙ୍କା ଗୁଣ୍ଡ ଦିଅ ।

Read More
Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ଦରକାର ବେଳେ କର୍ମରେ ଆସୁଛି ତୁମପରି ମେଣ୍ଢା ଦେଖି ଅଣ୍ଟିର ପିସ୍ତଲ ଦରକାର ବେଳେ ରହିବ ମୋର ସାଖି | Darakara bele
Read More
Are you looking for Odia Sms for Odia lovers, then this is the perfect Odia sms you are looking for. Share this sms with your lover and impress her. Here you can find latest Odia sms in Odia language. ଘର ପଛ ପାଖେ ପାହାଡ ମୋହର ଦିଶୁଛି ସେ ଭାରି ସୁନ୍ଦର,ଛାତ ଉପରରେ ଫୁଲ କୁଣ୍ଡ ଦୁଇ ଦିଶେ ଭାରି ମନୋହର |
Read More

ସାମଗ୍ରୀ : ଛୋଟ ଆଳୁ – ୨୫୦ ଧନିଆ ଗୁଣ୍ଡ – ୨ ଟେବୁଲ୍-ଚାମଚ ଲଙ୍କାଗୁଣ୍ଡ୍ -୧ ଚା ଚାମଚ ପରିମାଣ ଲୁଣ ଓ ହଳଦୀ ଫୁଟଣ – ୧ ଚା ଚାମଚ ରିଫାଇନ୍ ତେଲ -୨ ଟେବୁଲ୍ ଚାମଚ ପ୍ରଣାଳୀ : ଛୋଟ ଅଳୁକୁ ଚୋପା ସହ ଛୋଟ ଡୁମୁ ଡୁମୁ କରି କାଟ । ଏହାକୁ ଲୁଣ ହଳଦୀ ଓ ଅଳ୍ପ ପାଣି ଦେଇ ସିଝାଇ ନିଅ । କରେଇରେ ରିଫାଇନ୍ ତେଲ ଗରମ କର । ଫୁଟଣ ଫୁଟାଅ । ସେଥିରେ ଆଳୁ ସିଝା, ଧନିଆ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ପକାଇ ଭଜା କର ।

Read More

Mana Mora Garden Garden is one of the dance song by Humane Sagar & Namita Agrawal This odia ringtone is uploaded under category Odia Ringtones. This ringtone is identified by Mana Mora Garden Garden Humane Sagar & Namita Agrawal . Download Mana Mora Garden Garden Ringtone Download Mana Mora Garden Garden  and set according to your requirement like mobile ringtone, message tone or notification alert ringtone. This ringtone is suitable for all kind of Mobile phones including Android Phones, iPhone, Samsung Mobile Phones, LG mobiles, Nokia Phones, Sony Phones, Motorola Phones etc. Above provided Download Ringtone Button is the direct link to download …

Read More

ସାମଗ୍ରୀ: ଏକା ସାଇଜର କଷି ଭେଣ୍ଡି-୧୫୦ ଗାମ୍ ଲୁଣୀ ଆଚାର-୧ ଟେବୁଲ୍-ଚାମଚ ଟମାଟୋ-୧ ଟି ବଡ ( ଛୋଟ ଛୋଟ କଟା) ଚାଟ ମସଲା-୧/୨ ଚାମଚ କଞ୍ଚାଲଙ୍କା-୪ ଟି ଭୁର୍ସୁଙ୍ଗ ପତ୍ର-୮-୧୦ ଟି ସୋରିଷ ତ୍ଲ-୨ ଟେବୁଲ୍-ଚାମଚ ହଳଦିଗୁଣ୍ଡ-୧/୨ ଚାମଚ ଲୁଣ-ସ୍ୱାଦାନୁସାରେ ମେଥି-୧/୪ ଚାମଚ ସୋରିଷ-୧/୨ ଚାମଚ ପାନମହୁରି-୧/୨ ଚାମଚ ପିଆଜ( କଟା)- ୨ ଚାମଚ ରସୁଣ ଛେଚା-୧ ଚାମଚ ପ୍ରଣାଳୀ: ପ୍ୟାନ୍‌ରେ ତେଲ ଗରମ କରି ଭେଣ୍ଡିକୁ ଭୁଣ୍ଡିଟି କାଟି ଭାଜି ରଖନ୍ତୁ । ବଳକା ତେଲରେ ମେଥି ,ସୋରିଷ ,ପାନମହୁରି ପକାଇ ଫୁଟାନ୍ତୁ ଓ ଭୁର୍ସୁଙ୍ଗ ପତ୍ର ,କଞ୍ଚାଲଙ୍କା କଟା ପକାନ୍ତୁ । ୧-୨ ମିନିଟ୍ ଭାଜିଲା ପରେ ଛେଚା ରସୁଣ ଓ ପିଆଜ କଟା ପକାଇ ଭାଜନ୍ତୁ । ଲୁଣ,ହଳଦି,ହେଙ୍ଗୁ ପକାନ୍ତୁ ଓ ପିଆଜ ନରମ ହୋଇ ଆସିଲେ ଟମାଟୋ ପକାଇ ଘାଣ୍ଟନ୍ତୁ । ଟମାଟୋ ମିଶିଗଲେ ମସଲା ସହିତ ଭେଣ୍ଡିଭଜା ଓ ଆଚାର ମିଶାନ୍ତୁ ।…

Read More