
ସାମଗ୍ରୀ :
୧/୨ ଇଞ୍ଚରୁ କମ୍ ସାଇଜ୍ରେ କଟା ସିଝା ଚିକେନ୍ -୧ କପ୍
କାକୁଡି ସରୁଲମ୍ବା କଟା-୧/୨ କପ୍
ଚିନି- ୧ ଚାମଚ
କଟା ପିଆଜ- ୧ କପ୍ (ସରୁ ଲମ୍ବା)
ଲୁଣ-ସ୍ୱାଦାନୁସାରେ
ବନ୍ଧାକୋବି -୧ ଟେବୁଲ୍-ଚାମଚ
ଲେମ୍ବୁରସ- ୧ ଟେବୁଲ୍-ଚାମଚ
ଗାଜର -୧/୩ କପ୍ (ସରୁକଟା)
ଗୋଲମରିଚ ଗୁଣ୍ଡ-୧/୨ ଚାମଚ
କଞ୍ଚାଲଙ୍କା – ୩ ଟି (କଟା)
ଅଲିଭ୍ ଅଏଲ୍- ୧ ଟେବୁଲ୍-ଚାମଚ
ଧନିଆପତ୍ର -୧ ଟେବୁଲ୍-ଚାମଚ
ପ୍ରଣାଳୀ:
ବାଉଲ୍ରେ ସବୁ ଜିନିଷ ଭଲକରି ମିଶାଇ ପ୍ଲେଟ୍କୁ କାଢି ସର୍ଭ କରନ୍ତୁ |