ସାମଗ୍ରୀ:
(୨କପ୍ ସୁଜି, ୪ଟା, କଞ୍ଚା ଲଙ୍କା, ଅଧକପ୍ ରିଫାଇନ, ତେଲ, ଛୋଟ
ଅଦା ଖଣ୍ଡେ, ୧ କପ୍ ଦହି, ୧ ଟେବୁଲ ଚାମଚ ବୁଟଡାଲି, ଅଧ ଚାମଚ ବେକିଂ
ପାଉଡର, ଅଧ ଚାମଚ ସୋରିଷ |)
ପ୍ରସ୍ତୁତି : ଶୁଖିଲା କଡାଇରେ ସୁଜି ଭାଜି ନେଇ ରଖିବେ । କଡାଇରେ ତେଲ ଗରମ କରି ବୁଟଡାଲି ଓ ସୋରିଷ ଫୁଟାଇବେ । ଚାମଚେ ଫୁଟା ତେଲକୁ ସୁଜି ଉପରେ ଢ଼ାଳି ଦେବେ । କଞ୍ଚାଲଙ୍କା ଓ ଅଦା ଛୋଟ ଛୋଟ କରି କାଟିନେବେ । ସୁଜି, କଞ୍ଚାଲଙ୍କା କଟା, ଦହି, ବେକିଂ ପାଭଡର; ଲୁଣ ଓ ଦୁର କପ୍ ପାଣି ମିଶାଇ ନେଇ ଏକ ଘଣ୍ଟା ପରେ ଇଟିଲି ଛାଞ୍ଚରେ ତେଲ ମାରି ଇଟିଲି କରିବେ ।