New Tasty Recipe

ଉପାଦାନ: ଚିକେନ୍.ଲୁଣ,ଲେମ୍ବୁ ରସ,ଗୋଲମରିଚ ଗୁଣ୍ଡ,ତେଲ,ଗାଜର,ବନ୍ଧାକୋବି,କ୍ୟାପିସିକମ୍,ଲଙ୍କାଗୁଣ୍ଡ,ଲୁଣ,ଚିକେନ୍ ମସଲା ପାଉଡର୍ | ପ୍ରସ୍ତୁତି: ଗୋଟିଏ ଚିକେନ୍ ଗୋଟିକିଆ ଛାତି ଅଂଶ ଛୁରୀରେ ନେଇ ଅଳ୍ପ ଅଳ୍ପ କଣାକରି ଲୁଣ,ଲେମ୍ବୁରସ,ଗୋଲ୍‌ମରିଚ ଗୁଣ୍ଡ…

ସାମଗ୍ରୀ:(୨କପ୍‌ ସୁଜି, ୪ଟା, କଞ୍ଚା ଲଙ୍କା, ଅଧକପ୍‌ ରିଫାଇନ, ତେଲ, ଛୋଟଅଦା ଖଣ୍ଡେ, ୧ କପ୍‌ ଦହି, ୧ ଟେବୁଲ ଚାମଚ ବୁଟଡାଲି, ଅଧ ଚାମଚ ବେକିଂପାଉଡର,…

ସାମଗ୍ରୀ:(୫୦୦ ଗ୍ରାମ୍‌ ଅରୁଆ ଚାଉଳ, ୫୦୦ ଗ୍ରାମ୍‌ ବିରି ଡ଼ାଲି, ୧ ଗୋଟାନଡ଼ିଆ, ୧ କପ୍‌ ଚିନି, ୪ଟା ଗୁଜୁରାତି, ପରିମାଣ ମୁତାବକ ଲୁଣ ) ପ୍ରସ୍ତୁତି…

ସାମଗ୍ରୀ:୧କପ୍ ସୁଜିବଟା ପିଆଜ୨ଟା କଞ୍ଚାଲଙ୍କା୨କପ୍ ପାଣିପରିମାଣ ମୁତାବକ ଲୁଣଦରକାର ମୁତାବକତେଲ ପ୍ରସ୍ତୁତି:ପିଆଜ,କଞ୍ଚାଲଙ୍କା ଚୂନାଚୂନା କରି କାଟିନିଅ |ସୁଜି,କଟା ପିଆଜ,ଲଙ୍କା,ପାଣି ଲୁଣ ଭଲଭାବରେ ମିଶାଇ ନିଅ |ତାୱାରେ ତେଲ…

ସାମଗ୍ରୀ:.(୪ଟା ଅଣ୍ଡା, ମୁଠାଏ ମଟର ମଞ୍ଜି, ଗୋଟିଏ ଟମାଟୋ ଗୋଟିଏ ପିଆଜ,୩ଟା କଞ୍ଚାଲଙ୍କା, ୨ କପ୍‌ ମଇଦା, ୨ କପ୍‌ ରିଫାଇନ୍ ତେଲ, ଦରକାର ମୁତାବକଲୁଣ ।)…

ସାମଗ୍ରୀ(୨୫୦ ଗ୍ରାମ ରୋହି ମାଛ, ଗୋଟିଏ ପିଆଜ, ଦେଢ଼ ସେମି ଅଦା,୫ଟା କଞ୍ଚାଲଙ୍କା, କିଛି ଧନିଆପତ୍ର, ୨ କପ୍‌ ମଇଦା, ୨ କପ୍‌ ବାଦାମ ତେଲ,ଦରକାର ମୁତାବକ…

ସାମଗ୍ରୀ:(୪ କପ୍‌ ମଇଦା, ୨୫୦ ଗ୍ରାମ କିମା ମାଂସ, ଗୋଟିଏ ପିଆଜ, ଦେଢ଼ସେମି ଅଦା ୬ଟା କଞ୍ଚା ଲଙ୍କା, ଗୋଟିଏ ରସୁଣ, ୧ ଚାମଚ ଗରମ ମସଲା,ଗୋଟିଏ…